ଅନ୍ତର୍ଜାତୀୟ

ଛଟେଇ କରିବ ଗୁଗଲ୍‌: କର୍ମଚାରୀଙ୍କୁ ଆଲର୍ଟ କଲେ ସୁନ୍ଦର ପିଚାଇ

କାଲିଫର୍ନିଆ,୧୯।୧।: ଦୁନିଆର ସବୁଠୁ ବଡ ଟେକ କମ୍ପାନୀ ଗୁଗଲରେ ଖୁବ୍‌ଶୀଘ୍ର କର୍ମଚାରୀ ଛଟେଇ ହେବାକୁ ଯାଉଛି। ଏନେଇ ଗୁଗଲର ସିଇଓ ସୁନ୍ଦର ପିଚାଇ ତାଙ୍କ କର୍ମଚାରୀମାନଙ୍କୁ ଆଲର୍ଟ…

2 years ago

ହେବ କି ଆଉ ଏକ ଯୁଦ୍ଧ! ଚାଇନା ଦେଲାଣି ମଧ୍ୟସ୍ଥତା ପ୍ରସ୍ତାବ

ଇସଲାମାବାଦ,୧୮।୧: ଇରାନର ଅପ୍ରତ୍ୟାଶିତ ଆକ୍ରମଣରେ ନିରାଶ ହୋଇ ପାକିସ୍ତାନ ଗୁରୁବାର ସକାଳେ ସୀମାଠାରୁ ୪୮ କିଲୋମିଟର ଦୂରରେ ଥିବା ଇରାନ ଅଞ୍ଚଳରେ ଆକ୍ରମଣ କରିଥିଲା। ପାକିସ୍ତାନ କହିଛି…

2 years ago

ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ସହ ମିଶି କାମ କରିବ ଭାରତୀୟ ରେଲଓ୍ବେ

ବେର୍ନ/ନୂଆଦିଲ୍ଲୀ,୧୮।୧: ଭବିଷ୍ୟତରେ ଭାରତୀୟ ରେଲଓ୍ବେ, ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ଏକତ୍ର କାର୍ଯ୍ୟ କରିବେ। ଘଟଣାହେଲା, ଭାରତୀୟ ରେଲଓ୍ବେ ସ୍ବିଜରଲ୍ୟାଣ୍ଡର ରେଲଓ୍ବେ ସହିତ ଏକ ଏମଓୟୁ ସ୍ବାକ୍ଷର କରିବାକୁ ଯୋଜନା…

2 years ago

ଆବୁଧାବିରେ ଶୀଘ୍ର ଶେଷ ହେବ ହିନ୍ଦୁ ମନ୍ଦିର ନିର୍ମାଣ କାର୍ଯ୍ୟ, ମୋଦି କରିବେ ଉଦଘାଟନ

ଦୁବାଇ,୧୮।୧: ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ଆବୁଧାବିରେ ନିର୍ମିତ ବିଏପିଏସ୍‌ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରଦୂତ ମନ୍ଦିରର ନିର୍ମାଣ କାର୍ଯ୍ୟର ଅଗ୍ରଗତି…

2 years ago

ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ

ଇସଲାମାବାଦ,୧୮ା୧: ଦୁଇଦିନ ପୂର୍ବେ ଅର୍ଥାତ୍‌ ମଙ୍ଗଳବାର ଇରାନ କରିଥିବା ଆକ୍ରମଣର ଗୁରୁବାର ଜବାବ ଦେଇଛି ପାକିସ୍ତାନ। ଆଜି ପାକିସ୍ତାନ ଇରାନର ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ…

2 years ago

ଇରାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍‌: ୩ ମହିଳା, ୪ ଶିଶୁ ମୃତ

ତେହରାନ,୧୮ା୧: କିଛିଦିନ ପୂର୍ବରୁ ଇରାନ ପାକିସ୍ତାନର ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଇରାନ ଉପରେ ଆକ୍ରମଣ କରି ନିଜର ରାଗ…

2 years ago

ଗୋଟିଏ ତୀରରେ ଦୁଇ ଶିକାର କରିବା ପାକିସ୍ତାନର ଲକ୍ଷ୍ୟ…

ଇସଲାମାବାଦ,୧୮।୧ : ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଆଦଲର ମୁଖ୍ୟାଳୟରେ ଇରାନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଗୁରୁତର ପରିଣାମ ସମ୍ପର୍କରେ ପାକିସ୍ତାନ ଚେତାବନୀ ଦେଇଥିଲା।…

2 years ago

ସଂଯମତା ରକ୍ଷା କର, ମାହୋଲ ବିଗିଡିବା ଭଳି ପଦକ୍ଷେପ ନ ନିଅ: ଆକ୍ରମଣ ପରେ ଇରାନକୁ ଅପିଲ କଲା ପାକିସ୍ତାନ

ଇସଲାମାବଦ,୧୮।୧: ଇରାନ ମଙ୍ଗଳବାର ପାକିସ୍ତାନ ଉପରେ ଆକ୍ରମଣ କରିଥିବାବେଳେ ପାକିସ୍ତାନ ଗୁରୁବାର ଇରାନ ଉପରେ ଆକ୍ରମଣ କରିଛି। ଇରାନ ଜୈଶ ଅଲ-ଅଦଲ ଗୋଷ୍ଠୀର ମୁଖ୍ୟାଳୟ ଉପରେ ଆକ୍ରମଣ…

2 years ago

ଦୁନିଆରେ ୧୬ରୁ ଅଧିକ ଦେଶରେ ପୂଜା ପାଉଛନ୍ତି ଶ୍ରୀରାମ, ମୁସଲିମ ଦେଶରେ ମଧ୍ୟ ପୂଜାପାଏ ରାମଙ୍କ ମୂର୍ତ୍ତି

ଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସ୍ଥାପନ ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେବଳ ଦେଶରେ ନୁହେଁ…

2 years ago

ହାତୀ ଆଦାୟ କରୁଛନ୍ତି ଟୋଲ ଟିକସ ! ଭିଡ଼ିଓ ଭାଇରାଲ, ୧ ମିଲିୟନରୁ ଅଧିକ ଭିୟୁ ସହିତ ୯୧ ହଜାରରୁ ଅଧିକ ଲାଇକ…

ଜୋହାନ୍ସବର୍ଗ,୧୮।୧ : ପୃଥିବୀରେ ଥିବା ବିଶାଳ ପ୍ରାଣୀମାନଙ୍କ ମଧ୍ୟରେ ହାତୀର ନାମ ପ୍ରଥମେ ଆସିଥାଏ। ବଡ ଏବଂ ଓଜନିଆ ହେବା ସହିତ ହାତୀ ସମ୍ବେଦନଶୀଳ ଏବଂ ବୁଦ୍ଧିମାନ…

2 years ago