ଅନ୍ତର୍ଜାତୀୟ

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ କହିଛି।…

2 years ago

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ…

2 years ago

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି। ୟୁଏଇ…

2 years ago

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ କରିବା…

2 years ago

ଇସ୍ରାଏଲ-ଇରାନ ବିବାଦ ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କୁ ପସନ୍ଦ ଆସିଗଲା ଏହି ଗୋଟିଏ ଜିନିଷ: କହିଲେ, ଭାରତକୁ ବି ଏହା ଆବଶ୍ୟକ

ନୂଆଦିଲ୍ଲୀ,୧୫।୪: ଅନେକ ଦିନ ପରେ ନୀରବ ରହିବା ପରେ ଶେଷରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଉପରେ ସମଗ୍ର ବିଶ୍ୱର…

2 years ago

ଇରାନ ଆକ୍ରମଣ ପରେ ଆକ୍ସନ ମୋଡରେ ଆମେରିକା

ଓ୍ବାଶିଂଟନ,୧୫।୪: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଆମେରିକା ପରିସ୍ଥିତି ଉପରେ କଡା ନଜର ରଖିଛି। ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ବୈଦେଶିକ ସଚିବ…

2 years ago

ଆମ ପାଖରେ ଆଉ କୌଣସି ବାଟ ନ ଥିଲା; ସଫେଇ ଦେଲା ଇରାନ

ତେହରାନ,୧୫।୪: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡକାଯାଇଥିଲା। ଏହି ବୈଠକରେ ଇରାନର କୂଟନୀତିଜ୍ଞମାନେ ମଧ୍ୟ ଯୋଗ…

2 years ago

ସଠିକ୍ ସମୟରେ ମିଳିବ ଆକ୍ରମଣର ଜବାବ, ଇରାନ ଆକ୍ରମଣ ପରେ ଇସ୍ରାଏଲ ମନ୍ତ୍ରୀଙ୍କ ପ୍ରତିଜ୍ଞା

ମୁମ୍ବାଇ,୧୫ା୪: ଇସ୍ରାଏଲର ମନ୍ତ୍ରୀ ବେନି ଗାଣ୍ଟଜ ରବିବାର ଶପଥ ନେଇଛନ୍ତି ଯେ ସମୟ ଆସିଲେ ଇରାନ କରିଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ଦେବ। ଇରାନ…

2 years ago

ଘନେଇଲା ଯୁଦ୍ଧ ସଙ୍କଟ:ବଢ଼ିବ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍‌

ତେଲ୍‌ ଆଭିଭ୍‌/ତେହରାନ୍‌/ଓ୍ବାଶିଂଟନ୍‌,୧୪ା୪:୨୦୨୨ ଫେବୃଆରୀ ୨୪ରୁ ରୁଷିଆ-ୟୁକ୍ରେନ୍‌ ଏବଂ ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଲାଗି ରହିଥିବାବେଳେ ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇବା ଭଳି ଆଉ ଏକ…

2 years ago

ମାଳଦ୍ୱୀପ ଛାଡ଼ିଲେ ଦ୍ୱିତୀୟ ବ୍ୟାଚ୍‌ ଭାରତୀୟ ସୈନ୍ୟ

ମାଲେ,୧୪ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ଦାବି କ୍ରମେ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କର ଦ୍ୱିତୀୟ ବ୍ୟାଚ୍‌ ରବିବାର ଉକ୍ତ ଦ୍ୱୀପଦେଶ ଛାଡ଼ିଛନ୍ତି। ମାଳଦ୍ୱୀପ ଜନସାଧାରଣଙ୍କ ସେବାରେ ନିୟୋଜନ…

2 years ago