ଅନ୍ତର୍ଜାତୀୟ

ସାରା ବିଶ୍ୱରେ ଖେଳିଗଲା ଆତଙ୍କ: ଆଉ ୨ ଦେଶକୁ ବ୍ୟାପିଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌

ବେଜିଂ,୬।୧: କୋଭିଡ-୧୯ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାଏକ ନୂତନ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି। ଏଥର ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ (ଏଚ୍‌ଏମ୍‌ପିଭି) ଭାଇରସ୍‌…

1 year ago

ଭାରତରେ ପ୍ରବେଶ କଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌: ୮ ମାସର ଝିଅ ସଂକ୍ରମିତ

ବେଙ୍ଗାଲୁରୁ,୬।୧: ଚାଇନାର ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ଭାଇରସ୍‌ ଭାରତରେ ପହଞ୍ଚିଛି। ଏହାର ପ୍ରଥମ ମାମଲା ବେଙ୍ଗାଲୁରୁରୁ ଆସିଛି। ସୂଚନାନୁସାରେ, ଜଣେ ୮ ମାସର ଝିଅ ଏହା ଦ୍ୱାରା…

1 year ago

ଧରାପଡିଲା ପାକିସ୍ତାନର ମିଛ, BLA ଜାରି କଲା ଆତ୍ମଘାତୀ ବମ୍ବରଙ୍କ ଫଟୋ

ଇସଲାମାବାଦ,୬।୧: ପାକିସ୍ତାନର ମିଥ୍ୟା ପୁଣି ଥରେ ପ୍ରକାଶ ପାଇଛି। ଶନିବାର (ଜାନୁୟାରୀ ୪, ୨୦୨୫) ପାକିସ୍ତାନର ବାଲୁଚିସ୍ତାନର ତୁର୍ବତ ଅଞ୍ଚଳରେ ଏକ ସେନା କନଭେନରେ ଆତ୍ମଘାତୀ ଆକ୍ରମଣ…

1 year ago

ଆଜି ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ! କାନାଡା ରାଜନୀତିରେ ନୂଆମୋଡ

ଅଟଓ୍ବା,୬।୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ନେଇ ବହୁଦିନ ଧରି ଚର୍ଚ୍ଚା ଲାଗି ରହିଛି। ତେବେ ସଦ୍ୟତମ ଅପଡେଟରୁ ସୂଚନା ମିଳିଛି କି, ଟ୍ରୁଡୋ ଆଜି…

1 year ago

ଅଷ୍ଟ୍ରେଲିଆରେ ଅସହ୍ୟ ଗରମ, ଜଙ୍ଗଲ ନିଆଁରେ ଅସ୍ତବ୍ୟସ୍ତ ଭିକ୍ଟୋରିଆ ରାଜ୍ୟ

କାନବେରା,୫।୧: ଭାରତର ଲୋକମାନେ ଶୀତରେ ଥରୁଥିବାବେଳେ ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ପ୍ରବଳ ଗରମ ହେତୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏହା ଦ୍ୱାରା ଜଙ୍ଗଲ ନିଆଁର ଆଶଙ୍କା ବଢିଯାଇଥିଲା…

1 year ago

‘ଆସିଗଲା ସମୟ…,’ ହମାସ ଜାରିକଲା ଇସ୍ରାଏଲ ବନ୍ଧକଙ୍କ ଭିଡିଓ, ଝିଅକୁ ଦେଖି…

ଜେରୁଜେଲମ,୫।୧: ଅକ୍ଟୋବର ୨୦୨୩ଆକ୍ରମଣରେ ଗାଜାରେ କଏଦ ହୋଇଥିବା ଇସ୍ରାଏଲ ସୈନିକ ଲିରି ଆଲବାଇଗଙ୍କୁ ଦେଖାଇ ହମାସର ସଶସ୍ତ୍ର ୱିଙ୍ଗ ଇଜ୍ଜେଦିନ ଅଲ-କସାମ ବ୍ରିଗେଡ ଏକ ଭିଡିଓ ଜାରି…

1 year ago

ଜର୍ଜ ସୋରୋସଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ, ରାଗିଗଲେ ମସ୍କ

ଓ୍ବାଶିଂଟନ,୫।୧: ଜର୍ଜ ସୋରୋସ, ଯାହାଙ୍କ ପ୍ରସଙ୍ଗରେ ଭାରତରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଚାଲିଛି, ତାଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି।…

1 year ago

ବିଦାୟର ଠିକ୍‌ ୧୫ ଦିନ ପୂର୍ବରୁ ବଡ଼ ଗେମ ଖେଳିଳେ ବାଇଡେନ,ବିଶ୍ୱାସ କରିପାରୁ ନାହାଁନ୍ତି ଟ୍ରମ୍ପ

ଓ୍ବାଶିଂଟନ,୫।୧: ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମଧ୍ୟ ପୂର୍ବରେ ଇସ୍ରାଏଲ-ହମାସ ଯୁଦ୍ଧ ବ୍ୟତୀତ ଟ୍ରମ୍ପ ଲେବାନନ…

1 year ago

ଭାରତର ନାଁ ନେଇ ପାକିସ୍ତାନକୁ ସତର୍କ କରାଇଲା ତାଲିବାନ

କାବୁଲ,୫।୧: ଦୀର୍ଘ ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ଏକ ପ୍ରମୁଖ ପ୍ରସଙ୍ଗ ହୋଇଆସୁଛି ଯାହା ନିକଟ ଅତୀତରେ ଗଭୀର ହେବାରେ ଲାଗିଛି।…

1 year ago

ଚାଇନା ଫୁଡ ମାର୍କେଟରେ ଲାଗିଲା ନିଆଁ, ୮ ମୃତ ୧୫ ଗୁରୁତର

ବେଜିଂ,୪।୧: ଚାଇନାର ଉତ୍ତର ସହର ଝାଙ୍ଗଜିଆକୋ ସହରର ଏକ ଫୁଡ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର…

1 year ago