ଅନ୍ତର୍ଜାତୀୟ

ମ୍ୟାନମାରରେ ବଢୁଛି ଗୃହଯୁଦ୍ଧ

ୟଂଗୁନ,୧୦।୭: ଗୃହ ଯୁଦ୍ଧରେ ଘାଣ୍ଟି ହେଉଥିବା ମ୍ୟାନମାରକୁ ବର୍ଷା ଋତୁରେ ବି ଆଶ୍ୱସ୍ତି ମିଳିପାରୁ ନାହିଁ। ଗତ ମାସରେ ଦେଶର ବିଭିନ୍ନ ସ୍ଥାନରେ ବିଦ୍ରୋହୀ ମାନେ ସେନା…

11 months ago

ପାକିସ୍ତାନୀଙ୍କ ଟୁଇଟର ଆକଉଣ୍ଟ ବନ୍ଦ, କାରଣ କହିଲେ ଶହବାଜ ସରକାର

ଇସଲାମାବାଦ,୧୦।୭: ପାକିସ୍ତାନର ଗିଲଗିଟ-ବଲ୍ଟିସ୍ତାନରେ ଜୁଲାଇ ୯ ଅର୍ଥାତ୍‌ ରବିବାର ଟୁଇଟର ପକ୍ଷରୁ ପାକିସ୍ତାନ ଆକାଉଣ୍ଟକୁ ବନ୍ଦ କରିଥିବା ଦାବି କରାଯାଇଥିଲା। ସେଠାକାର ଲୋକେ ଅଭିଯୋଗ କରିଥିଲେ କି…

11 months ago

ଓ୍ବାଗନର ମୁଖ୍ୟଙ୍କୁ ଭେଟିଲେ ରୁଷିଆ ରାଷ୍ଟ୍ରପତି ପୁଟିନ

ମସ୍କୋ,୧୦।୭: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କୁ ସାକ୍ଷାତ କରିଛନ୍ତି। କ୍ରେମଲିନ ଏହି ସୂଚନା ଦେଇଛି। ପୂର୍ବରୁ ପ୍ରିଗୋଝିନ ପୁଟିନଙ୍କ ବିରୋଧରେ…

11 months ago

ଗର୍ଲଫ୍ରେଣ୍ଡଙ୍କ ପାଇଁ ଏତିକି କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ

ରୋମ,୧୦।୭: ସାଧାରଣତଃ ଲୋକମାନେ ମୃତ୍ୟୁ ବେଳକୁ ସେମାନଙ୍କର ପରିବାର ସଦସ୍ୟଙ୍କ ନାଁରେ ସମ୍ପତ୍ତି କରିଚାଲିଯାଆନ୍ତି, କିନ୍ତୁ କେହି ଜଣେ ତାଙ୍କ ପ୍ରେମିକା ପାଇଁ କୋଟି କୋଟି ସମ୍ପତ୍ତି…

11 months ago

ବାଇଡେନଙ୍କ ରଣନୀତି ଉପରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସନ୍ଦେହ

ଲଣ୍ଡନ,୧୦ା୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବ୍ରିଟେନରେ ପହଞ୍ଚିଥିବା ବେଳେ ତିନି ଦେଶ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତ ସମୟରେ ସେ ଲିଥୁଆନିଆରେ ନାଟୋ ସମ୍ମିଳନୀରେ…

11 months ago

ତିନି ଦିନିଆ ମାଲେସିଆ ଗସ୍ତରେ ରାଜନାଥ, ପ୍ରତିପକ୍ଷ ହସନଙ୍କୁ ଭେଟି ପ୍ରତିରକ୍ଷା ସହଯୋଗ ଉପରେ କଲେ ଚର୍ଚ୍ଚା

ନୂଆଦିଲ୍ଲୀ/କୁଆଲା ଲମ୍ପୁର,୧୦।୭: ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିବସୀୟ ମାଲେସିଆ ଗସ୍ତରେ ଅଛନ୍ତି। ସୋମବାର ରାଜନାଥ ସିଂ କୁଆଲା ଲମ୍ପୁରରେ ମାଲେସିଆର ପ୍ରତିରକ୍ଷା ମନ୍ତ୍ରୀ…

11 months ago

ପ୍ରବଳ ବର୍ଷା

ନ୍ୟୁୟର୍କ,୧୦ା୭: ଆମେରିକାର ନ୍ୟୁୟର୍କ ଏବଂ ପେନ୍‌ସିଲ୍‌ଭାନିଆର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଯାଉଥିବା ଗାଡ଼ିମୋଟର…

11 months ago

ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡ଼ିଲା ହୋଟେଲ ବିଲ୍ଡିଂ: ୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଇସ୍‌ଲାମାବାଦ,୧୦ା୭:ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଗ୍ୟାସ ସିଲିଣ୍ଡର ଫାଟି ଭୟଙ୍କର ବିସ୍ଫୋରଣ ଘଟିଛି। ଫଳରେ ୩ ମହଲା ହୋଟେଲ ବିଲ୍ଡିଂ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏଥିରେ ୭…

11 months ago

ଶିଶୁ ଉଦ୍ୟାନରେ ଛୁରାମାଡ଼: ୬ ମୃତ, ଜଣେ ଆହତ

ବେଜିଂ,୧୦ା୭: ଚାଇନାର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଏକ ଶିଶୁ ଉଦ୍ୟାନରେ ଛୁରି ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏନେଇ ସୋମବାର ସ୍ଥାନୀୟ…

11 months ago

ଜ୍ୟାକ ମାଙ୍କ ଶତ୍ରୁ ସାଜିଛନ୍ତି ଚାଇନା ସରକାର, ଲଗାଇଲେ ୧ ବିଲିୟନ ଡଲାର ଜରିମାନା…

ବେଜିଂ,୧୦।୭ : ଚାଇନାର ଭେଟେରାନ ବ୍ୟବସାୟୀ ଜ୍ୟାକ ମା ଏବଂ ତାଙ୍କ କମ୍ପାନୀ ଆଲିବାବା (ଆଲିବାବା ଗ୍ରୁପ) ର ଅସୁବିଧା ଦୂର ହେବାର ନା ନେଉନି। ଗତ…

11 months ago