ଅନ୍ତର୍ଜାତୀୟ

‘ମୋତେ ସି ଜିନପିଙ୍ଗ ସହ କଥା ହେବାକୁ ଭଲ ଲାଗୁଛି…’,ଲୁଚିଛପି ଚାଇନା ରାଷ୍ଟ୍ରପତିଙ୍କୁ ଫୋନ କଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୨: ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ଶେଷ ହୋଇନାହିଁ। ଶପଥ ଗ୍ରହଣ କରିବା…

1 year ago

ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଛି ମୃତ୍ୟୁ

ଓ୍ବାଶିଂଟନ,୧୧।୨: ସୋମବାର (୧୦ ଫେବୃଆରୀ) ଅପରାହ୍ନରେ ଆରିଜୋନାର ସ୍କଟସଡେଲ ବିମାନବନ୍ଦରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଥିରେ ଦୁଇଟି ଘରୋଇ ଜେଟ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ…

1 year ago

ମୋଦିଙ୍କୁ ଦେଖି ଆଲିଙ୍ଗନ କଲେ ଫ୍ରାନ୍ସ ରାଷ୍ଟ୍ରପତି: ଡାକିଲେ ଡିନର

ନୂଆଦିଲ୍ଲୀ/ପ୍ୟାରିସ୍‌,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଏଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକଁରଙ୍କ ସହ ‘ଏଆଇ ଆକ୍ସନ ସମିଟ୍‌’ରେ ସହ-ଅଧ୍ୟକ୍ଷତା…

1 year ago

ଭାରତ ପାଇଁ ଚିନ୍ତାଜନକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ଦେଶକୁ ଆମଦାନୀ ହେବାକୁ ଥିବା ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଉପରେ ୨୫% ଟାରିଫ୍‌ ଲଗାଇବାକୁ ଧମକ ଦେଇଛନ୍ତି। ସେ ଖୁବ୍‌ଶୀଘ୍ର…

1 year ago

‘ଗଲ୍ଫ ଅଫ୍‌ ମେକ୍ସିକୋ’ ଏବେ ‘ଗଲ୍ଫ ଅଫ୍‌ ଆମେରିକା’: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ଗଲ୍ଫ ଅଫ୍‌ ମେକ୍ସିକୋ’ର ନାମ ପରିବର୍ତ୍ତନ କରି ଏହାକୁ ‘ଗଲ୍ଫ ଅଫ୍‌ ଆମେରିକା’ ରଖିଛନ୍ତି। ଟ୍ରମ୍ପ୍‌ ରବିବାର ଏ ସଂକ୍ରାନ୍ତରେ…

1 year ago

ଏଆଇ ଆକ୍ସନ ସମିଟ୍‌: ଫ୍ରାନ୍ସ ଗସ୍ତରେ ମୋଦି

ପ୍ୟାରିସ୍‌/ନୂଆଦିଲ୍ଲୀ୍‌,୧୧ା୨: ୪ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସରେ ପହଞ୍ଚତ୍ଛନ୍ତି। ତାଙ୍କୁ ପ୍ୟାରିସ୍‌ରେ ଭାରତୀୟ ବଂଶୋଦ୍ଭବମାନେ ସ୍ବାଗତ କରିଛନ୍ତି। ଏଆଇ ଆକ୍ସନ…

1 year ago

ହାସିନାଙ୍କୁ ଭୟ ଘାରିଲା: ୟୁନୁସ୍‌ ନେଲେ ଏହି ନିଷ୍ପତ୍ତି, ବାଂଲାଦେଶରେ ହଇଚଇ

ଢାକା,୧୦।୨: ବାଂଲାଦେଶରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ସମର୍ଥକଙ୍କ ବିରେଧରେ ଦମନ ଚକ୍ର ଆରମ୍ଭ କରିଛନ୍ତି। ବାଂଲାଦେଶ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ…

1 year ago

ମୋଦିଙ୍କ ଗସ୍ତ ପୂର୍ବରୁ ଟେନ୍‌ସନ୍‌ ବଢାଇଲେ ଟ୍ରମ୍ପ:ଭାରତକୁ ହେବ ବଡ଼ କ୍ଷତି

ନୂଆଦିଲ୍ଲୀ,୧୦।୨: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କରେ ଏକ ନୂତନ ଘୋଷଣା କରିଛନ୍ତି। ଏହା ଭାରତ ସମେତ ଅନେକ ଦେଶକୁ ପ୍ରଭାବିତ…

1 year ago

ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁ ଭାରତର ଚିନ୍ତା ବଢ଼ିଲା, ଏବେ ଆମେରିକା…

ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆର୍ଥିକ ନୀତିକୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ଯେଉଁଠାରେ ଦେଶର ହିତ ରହିଛି ସେଠାରେ ହିଁ ବ୍ୟବସାୟ କରିବେ ବୋଲି…

1 year ago

କ୍ଷେତ ଖୋଳିବାରୁ ମିଳିଲା ୪୯ ମୃତ ଦେହ, ଗୁଳିକରି କରାଯାଇଛି ହତ୍ୟା

କହିରା,୧୦।୨: ଆମେରିକା ଏବଂ ୟୁରୋପରେ, ଲୋକମାନେ ଏକ ଉନ୍ନତ ଜୀବନ ପାଇଁ ନିଜ ଦେଶ ଛାଡି ଚାଲି ଯାଉଛନ୍ତି। କିନ୍ତୁ ସେଠାରେ ସେମାନଙ୍କର ଅସୁବିଧା ଶେଷ ହେଉନାହିଁ।…

1 year ago