ଅନ୍ତର୍ଜାତୀୟ

ଚନ୍ଦ୍ରର ସ୍ପଷ୍ଟ ଚିତ୍ର ପଠାଇଲା ‘ବ୍ଲ୍ୟୁ ଘୋଷ୍ଟ’

ଓ୍ବାଶିଂଟନ୍‌, ୨୮।୨:ଆମେରିକୀୟ ଘରୋଇ ଏରୋସ୍ପେସ୍‌ କମ୍ପାନୀ ‘ଫାୟାରଫ୍ଲାଏ ଏରୋସ୍ପେସ୍‌’ର ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ନିଜ ଲକ୍ଷ୍ୟର ନିକଟତର ହେବାରେ ଲାଗିଛି। ଅବତରଣ କରିବାର କିଛିଦିନ…

1 year ago

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଥରିଲା କୋଠା, ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୨୮।୨: ନେପାଳରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି।…

1 year ago

ଯୁଦ୍ଧ ବେଳେ ସାହାଯ୍ୟ କରୁଥିଲେ; ଏବେ ୟୁକ୍ରେନ ଖଣି ଉପରେ ଆମେରିକା, ଫ୍ରାନ୍ସର ନଜର

ନୂଆଦିଲ୍ଲୀ, ୨୭।୨: ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ୍ ଲେକୋର୍ନୁ ଗୁରୁବାର କହିଛନ୍ତି ଯେ ଫ୍ରାନ୍ସ ମଧ୍ୟ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଖଣିଜ ଭଣ୍ଡାରକୁ ପ୍ରବେଶ କରିବାକୁ ଚାହୁଁଛି ଏବଂ…

1 year ago

ବିଲ କ୍ଲିଣ୍ଟନ ଇସ୍ତଫା ଦେଇଦେବାର ଥିଲା! ପୂର୍ବତନ ରାଷ୍ଟ୍ରପତିଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ମୋନିକା

ଓ୍ବାଶଇଂଟନ,୨୭।୨: ମୋନିକା ଲେୱିନସ୍କି କହିଛନ୍ତି ଯେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କୁ ଓଭାଲ ଅଫିସରୁ ସେତେବେଳେ ଇସ୍ତଫା ଦେବାର ଥିଲା, ଯେତେବେଳେ ଆମେରିକା କଂଗ୍ରେସ କ୍ଲିଣ୍ଟନଙ୍କ…

1 year ago

ଆମେରିକାରେ କୋମାରେ ଭାରତୀୟ ଝିଅ, ପରିବାର ଲୋକଙ୍କୁ ମିଳୁନି ଭିଜା

ମୁମ୍ବାଇ/ଓ୍ବାଶିଂଟନ,୨୭।୨: ୩୫ ବର୍ଷୀୟା ନୀଲମ ଶିନ୍ଦେ ନିକଟରେ କାଲିଫର୍ନିଆରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କୁ ସେଠାରେ ଏକ କାର ଧକ୍କା ଦେଇଥିଲା। ଏବେ ତାଙ୍କ ପରିବାର…

1 year ago

ପ୍ରଥମ ଥର ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ଭାରତୀୟଙ୍କ ବଲ୍ଲେ ବଲ୍ଲେ, ଏଣିକି ସହଜ ହେବ…

ଓ୍ବାଶିଂଟନ୍‌,୨୭।୨: ରାଷ୍ଟ୍ରପତି ହେବା ପରଠାରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବାସୀମାନଙ୍କ ସମ୍ପର୍କରେ ନିରନ୍ତର କଠୋର ପଦକ୍ଷେପ ନେଉଛନ୍ତି। ଅନ୍ୟପକ୍ଷରେ, ସେ ଏକ ପ୍ରସ୍ତାବ ଆଣିଛନ୍ତି ଯାହା…

1 year ago

ବିଶ୍ୱ ଉପରେ ପୁଣି ମାଡିଆସିଲା ବିପଦ! ଏକକାଳୀନ ସତର୍କତା ଜାରି କଲେ ୫୭ଟି ଦେଶ

ନୂଆଦିଲ୍ଲୀ,୨୬ା୨: ମଣିଷ ପୃଥିବୀରେ ଯେତେ ଅଗ୍ରଗତି କଲେ ମଧ୍ୟ, ପ୍ରତ୍ୟେକ ଥର ରୋଗ ଏକ ନୂତନ ବିପଦ ଭାବରେ ଉଭା ହୁଏ। ଏଥର ଏକ ବିପଦଜନକ ଭାଇରସ…

1 year ago

Bangladesh Politics: ହାସିନାଙ୍କୁ କ୍ଷମତାରୁ ବାହାର କରିଥିବା ବାଂଲାଦେଶୀ ଛାତ୍ରଙ୍କ ବଡ଼ ଘୋଷଣା, କହିଲେ ମହମ୍ମଦ ୟୁନୁସ୍‌…

ଢାକା,୨୭।୨: ବାଂଲାଦେଶରେ ଶେଖ ହାସିନାଙ୍କୁ କ୍ଷମତାରୁ ବିତାଡ଼ିତ କରିଥିବା ଛାତ୍ର ଗୋଷ୍ଠୀ ଏକ ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛି। ଗତବର୍ଷ ଶେଖ ହାସିନାଙ୍କ ବିରୋଧରେ…

1 year ago

Donald Trump ସରକାରଙ୍କୁ ପ୍ରତି ୨୦ମିନିଟ୍‌ରେ ୮କୋଟିରୁ ଅଧିକ ଟଙ୍କା ଟିକସ ଦିଅନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ତାଙ୍କ ବିଷୟରେ…

ଓ୍ବାଶିଂଟନ,୨୭।୨: ବର୍କଶାୟାର ହାଥାୱେର ଅଧ୍ୟକ୍ଷ Warren Buffett କହିଛନ୍ତି ଯେ, ହାଥାୱେ 2024ରେ ଆମେରିକା ସରକାରଙ୍କୁ ସର୍ବାଧିକ ଟିକସ ଦେଇଛି। ଗତବର୍ଷ ଆମେରିକୀୟ ସରକାରଙ୍କୁ 26.8 ବିଲିୟନ…

1 year ago

Reels ପାଇଁ ଏକ ନୂଆ App ଲଞ୍ଚ କରିପାରେ Instagram: ରିପୋର୍ଟ

ନୂଆଦିଲ୍ଲୀ,୨୭।୨: Instagram ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଏହାର ମୁଖ୍ୟ ଆଦମ ମୋସେରି ଚଳିତ…

1 year ago