ଅନ୍ତର୍ଜାତୀୟ

ପ୍ରିନ୍ସ ଓ୍ବିଲିୟମ୍‌ ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ

ଲଣ୍ଡନ, ୧୪।୧୧: ବ୍ରିଟେନ୍‌ ଯୁବରାଜ ଓ୍ବିଲିୟମ(୪୨)ଙ୍କୁ ଚଳିତ ବର୍ଷର ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ ଭାବେ ନାମିତ କରାଯାଇଛି। ସର୍ଚ୍ଚ ମାର୍କେଟିଂ ଏଜେନ୍ସି ‘ରିବୁଟ’ ପକ୍ଷରୁ ବୁଧବାର…

1 year ago

ବ୍ରିଟିଶ୍‌ ଲେଖିକା ସାମନ୍ଥା ହାର୍ଭେଙ୍କୁ ‘ବୁକର’

ଲଣ୍ଡନ୍‌,୧୪ା୧୧: ବ୍ରିଟିଶ୍‌ ଲେଖିକା ସାମନ୍ଥା ହାର୍ଭେ ଚଳିତ ବର୍ଷର ସମ୍ମାନଜନକ ବୁକର ପୁରସ୍କାର ପାଇଛନ୍ତି। ସାମନ୍ଥା ତାଙ୍କର ମହତ୍ତ୍ୱାକାଂକ୍ଷୀ ତଥା ସୁନ୍ଦର ଉପନ୍ୟାସ ‘ଅର୍ବିଟାଲ’ ପାଇଁ ୨୦୨୪…

1 year ago

ମହାକାଶରୁ ବାର୍ତ୍ତା ପଠାଇଲେ ସୁନୀତା

ଓ୍ବାଶିଂଟନ, ୧୪।୧୧: ଆମେରିକୀୟ ମହାକାଶ ସଂସ୍ଥା(ନାସା)ର ଆଷ୍ଟ୍ରୋନଟ ସୁନୀତା ଓ୍ବିଲିୟମ୍ସ ବୁଧବାର ଆନ୍ତ୍ରର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରୁ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା…

1 year ago

ଅନ୍ତରଙ୍ଗ ଭିଡିଓ ଭାଇରାଲ: ଆକାଉଣ୍ଟ ବନ୍ଦକଲେ ଇନ୍‌ଫ୍ଲୁଏନ୍ସର

ଇସ୍‌ଲାମାବାଦ, ୧୪।୧୧: ପାକିସ୍ତାନୀ ଇନ୍‌ଫ୍ଲୁଏନ୍ସର ତଥା ଟିକ୍‌ଟକ୍‌ ଷ୍ଟାର୍‌ ଇମ୍‌ଶା ରେହମାନଙ୍କର ଏକ ଅନ୍ତରଙ୍ଗ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଭାଇରାଲ ହେବାରେ ଲାଗିଛି, ଫଳରେ…

1 year ago

ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ସାକ୍ଷାତ କଲେ ବାଇଡେନ-ଟ୍ରମ୍ପ; କ୍ଷମତା ହସ୍ତାନ୍ତର ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି। ବୈଠକ ଆରମ୍ଭରେ ବାଇଡେନ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ…

1 year ago

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ ସ୍ବରୂପ,…

1 year ago

ଚାଇନାର ନୁଆ ଚାଲ୍‌: ପାକିସ୍ତାନକୁ ଦେଲା ଚେତାବନୀ

ବେଜିଂ,୧୩।୧୧:ନିକଟରେ ପାକିସ୍ତାନର କରାଚି ବିମାନବନ୍ଦର ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ଦୁଇ ଜଣ ଚାଇନାର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଏହା ପରେ ଚାଇନା ପାକିସ୍ତାନରେ କାର୍ଯ୍ୟ କରୁଥିବା…

1 year ago

ଟ୍ରମ୍ପଙ୍କ ବିଜୟର ପ୍ରକୃତ ହିରୋ ହେଉଛନ୍ତି ଏହି ୧୮ ବର୍ଷୀୟ ଯୁବକ: ଜାଣନ୍ତୁ ସେ କିଏ

ଓ୍ବାଶିଂଟନ୍‌,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିକଟରେ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ନେଇ ସାରା ବିଶ୍ୱ ଗଣମାଧ୍ୟମରେ ଆଲୋଚନା କରାଯାଉଛି। କେହି…

1 year ago

ଶପଥ ନେବା ପୂର୍ବରୁ କ୍ୟାବିନେଟ୍‌ ପ୍ରସ୍ତୁତ କଲେଣି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଓ୍ବାଶିଂଟନ୍‌,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ…

1 year ago

ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ

ଓ୍ବାଶିଂଟନ, ୧୩।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଫ୍ଲୋରିଡା ସିନେଟର ଥିବା ମାର୍କୋ ରୁବିଓ(୫୩)ଙ୍କୁ ଦେଶର ପରରାଷ୍ଟ୍ର ସଚିବ ପଦ ପାଇଁ ମନୋନୀତ କରିଛନ୍ତି।…

1 year ago