ଓ୍ବାଶିଂଟନ, ୩୧ା୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୮ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଓ ସହଯାତ୍ରୀ ବୁଚ୍ ଓ୍ବିଲମୋର…
ଡମାସ୍କସ୍,୩୧।୧: ସିରିଆ ରାଷ୍ଟ୍ରପତି ବଶର ଅସାଦଙ୍କୁ କ୍ଷମତାଚ୍ୟୁତ କରିଥିବା ବିଦ୍ରୋହୀ ଗୋଷ୍ଠୀର ନେତା ଅହମଦ ଅଲ୍-ସାରାଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି। ପୂର୍ବତନ ଇନ୍ସର୍ଜେଣ୍ଟ ଗୋଷ୍ଠୀ…
ଓ୍ବାଶିଂଟନ/ଢାକା,୩୧।୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ପୁନର୍ବାର କ୍ଷମତାକୁ ଆସିବା ପରେ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ଆମେରିକା ପ୍ରଶାସନ ବାଂଲାଦେଶକୁ ଲକ୍ଷ ଲକ୍ଷ…
ଓ୍ବାଶିଂଟନ,୩୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାରେ ଆମେରିକୀୟ ଏୟାରଲାଇନ୍ସ ବିମାନରେ ଥିବା ସମସ୍ତ ୬୪ ଜଣଙ୍କର ମୃତ୍ୟୁ…
ଖାନ୍ ୟୁନିସ୍,୩୦।୧: ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ହମାସ୍ ଆତଙ୍କବାଦୀମାନେ ଗୁରୁବାର ଆଉ ୮ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଇସ୍ରାଏଲୀ ଓ…
ନୂଆଦିଲ୍ଲୀ,୩୦।୧: ଡୋନାଲ୍ଡ ଟ୍ରମ୍ପ ଭାରତର ବନ୍ଧୁ ନା ଶତ୍ରୁ, ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଅଛି। କିନ୍ତୁ ଏବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏହାକୁ…
ଷ୍ଟକହୋମ,୩୦।୧: ସ୍ବିଡେନରେ ଅନେକ ଥର କୋରାନ ଜାଳିଥିବା ଇରାକୀ ବ୍ୟକ୍ତି ସଲୱାନ ମୋମିକାଙ୍କ ମୃତ୍ୟୁ ହୋଇଛି ବୋଲି ଗୁରୁବାର ଷ୍ଟକହୋମର ଏକ କୋର୍ଟ ପ୍ରକାଶ କରିଛି। ଗୁରୁବାର…
ଓ୍ବାଶିଂଟନ,୩୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀମାନଙ୍କ ପାଇଁ ଏକ ଭୟଙ୍କର ଯୋଜନା କରିଛନ୍ତି। ଟ୍ରମ୍ପ ଏବେ କୁଖ୍ୟାତ ଗୁଆଣ୍ଟାନାମୋ ସାମରିକ ଜେଲରେ ଅବୈଧ ପ୍ରବାସୀମାନଙ୍କୁ…
ଓ୍ବାଶିଂଟନ୍,୩୦।୧: ଏଲନ ମସ୍କଙ୍କୁ ମିଳିବ ନୋବେଲ ପୁରସ୍କାର। ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆନୁଷ୍ଠାନିକ ଭାବରେ ସେ ମନୋନୀତ ହୋଇଛନ୍ତି । ୟୁରୋପୀୟ ସଂସଦର ସ୍ଲୋଭେନିଆନ…
ଜୁବା,୩୦।୧: ବୁଧବାର (୨୯ ଜାନୁଆରୀ, ୨୦୨୫) ଦକ୍ଷିଣ ସୁଦାନର ଏକ ଦୁର୍ଗମ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ୨୦ ଜଣଙ୍କର…