ଅନ୍ତର୍ଜାତୀୟ

ବିଫଳ ହେଲା ମୁନିରଙ୍କ ସହ ଟ୍ରମ୍ପଙ୍କ ମଧ୍ୟାହ୍ନ ଭୋଜନ ଯୋଜନା, ଆମେରିକାକୁ ଧମକ ଦେବା ଆରମ୍ଭ କଲାଣି ପାକିସ୍ତାନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ମଧ୍ୟାହ୍ନ ଭୋଜନ କରିବାର ଚାଲ ବିଫଳ…

1 year ago

ଇରାନର ଆଣବିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି: ପେଣ୍ଟାଗନ ମୁଖ୍ୟ

ଓ୍ବାଶିଂଟନ,୨୩ା୬: ଇରାନର ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକାର ଆକ୍ରମଣ ଯୋଗୁ ଏହାର ଆଣବିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ପେଣ୍ଟାଗନ ମୁଖ୍ୟ ତଥା ଆମେରିକା ପ୍ରତିରକ୍ଷା ସଚିବ…

1 year ago

ଆମେରିକାର ଘାତକ ବି-୨ ବମ୍ବର

ଓ୍ବାଶିଂଟନ୍‌,୨୩ା୬: ଇରାନ୍‌ର ୩ ଆଣବିକ କେନ୍ଦ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ସକ୍ଷମ ହୋଇଥିବା ଆମେରିକାର ବି-୨ ବମ୍ବର ମିସୋରିଠାରୁ ଲଗାତର ୩୭ ଘଣ୍ଟା ଉଡ଼ାଣ କରି ରାଷ୍ଟ୍ରପତି ଡୋନାଲ୍ଡ…

1 year ago

ରୁଷିଆ,ଚାଇନାର ନିନ୍ଦା

ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବାବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ…

1 year ago

ବିଶ୍ୱ ସମୁଦାୟର ପ୍ରତିକ୍ରିୟା

ଦୁବାଇ/ପ୍ୟାରିସ୍‌,୨୩ା୬: ଇରାନ ଓ ଇସ୍ରାଏଲ୍‌ ଯୁଦ୍ଧରେ ଆମେରିକା ପ୍ରତ୍ୟକ୍ଷ ସମ୍ପୃକ୍ତ ହେବା ଦ୍ୱାରା ଆଞ୍ଚଳିକ ସଂଘର୍ଷ ଆହୁରି ବଢ଼ିପାରେ ବୋଲି ବିଭିନ୍ନ ଦେଶ ଆଶଙ୍କା ବ୍ୟକ୍ତ କରିଛନ୍ତି।…

1 year ago

ଖାମେନେଇଙ୍କୁ ଚେତାବନୀ ଦେଲେ ଟ୍ରମ୍ପ: କହିଲେ, ଆମେ ହଟାଇଦେବୁ

ଓ୍ବାଶିଂଟନ,୨୩।୬: ଆମେରିକା ଇରାନର ‘ପରମାଣୁ ସ୍ଥାନ’ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

1 year ago

ଆମେରିକା ଆକ୍ରମଣକୁ ନିନ୍ଦା କଲେ ରୁଷିଆ, ଚାଇନା

ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବା ବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର…

1 year ago

“ଅର୍ଥନୈତିକ ଆତ୍ମହତ୍ୟା”: ଇରାନର ହର୍ମୁଜ୍ ଜଳସନ୍ଧି ବନ୍ଦ ସମ୍ଭାବନା ଉପରେ ଆମେରିକାର ଚେତାବନୀ

ଓ୍ୱାଶିଂଟନ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାଇନାକୁ ଆହ୍ୱାନ ଦେଇଛନ୍ତି ଯେ, ସେମାନେ ଇରାନକୁ ହର୍ମୁଜ୍ ଜଳସନ୍ଧି ବନ୍ଦ ନ କରିବାକୁ ପ୍ରଭାବିତ କରନ୍ତୁ।…

1 year ago

ସିରିଆ: ଡାମାସ୍କସ୍ ଚର୍ଚ୍ଚରେ ବଡ଼ ଆତ୍ମଘାତୀ ଆକ୍ରମଣ… ୧୫ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ, ୨୨।୬: ସିରିଆର ରାଜଧାନୀ ଡାମାସ୍କସ୍‌ର ଦ୍ୱେଇଲା ଅଞ୍ଚଳରେ ଥିବା ମାର ଏଲିଆସ୍ ଚର୍ଚ୍ଚରେ ରବିବାର ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୫ ଜଣଙ୍କର…

1 year ago

ଆମେରିକା ଆକ୍ରମଣ ପରେ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ଅନୁମତି ଦେଲା ଇରାନ ସଂସଦ, ଭାରତ ପାଇଁ ବଡ ଝଟକା

ନୂଆଦିଲ୍ଲୀ, ୨୨।୬: ଇରାନର ସଂସଦ ରବିବାର ହର୍ମୁଜ୍ ଜଳସନ୍ଧି ବନ୍ଦ କରିବାକୁ ଅନୁମୋଦନ ଦେଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ନେବେ।…

1 year ago