ଅନ୍ତର୍ଜାତୀୟ

ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ: ଜିତିଲେ ମେୟର ନିର୍ବାଚନ

ଓ୍ବାଶିଂଟନ୍‌,୫।୧୧: ଭାରତୀୟ ବଂଶୋଦ୍ଭବ ଜୋହରାନ ମାମଦାନି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ଏକ ପ୍ରସିଦ୍ଧ ଆମେରିକୀୟ ସହର ନ୍ୟୁୟର୍କର ମେୟର ହୋଇଛନ୍ତି। ମାମଦାନି ହେଉଛନ୍ତି ପ୍ରଥମ…

10 months ago

ହ୍ବାଇଟ ହାଉସ କଲା ବଡ଼ ଖୁଲାସା: ମୋଦି-ଟ୍ରମ୍ପଙ୍କ ମଧ୍ୟରେ…

ନୂଆଦିଲ୍ଲୀ,୫।୧୧: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ପୁଣି ଥରେ ମଜବୁତ ହେଉଥିବା ପରି ମନେ ହେଉଛି। ମଙ୍ଗଳବାର ହ୍ବାଇଟ ହାଉସ କହିଛି ଯେ ଆମେରିକା ରାଷ୍ଟ୍ରପତି…

10 months ago

ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ନିମୋନିଆ, ହୃଦ୍‌ଘାତ ଆଦି ବିଭିନ୍ନ ରୋଗରେ…

10 months ago

ସ୍ବାମୀଙ୍କ ମୁହଁ ଫଟୋଶପ୍‌ କରି ଟ୍ରୋଲ୍‌ ହେଲେ ପ୍ରେସ୍‌ ସଚିବ

ଓ୍ବାଶିଂଟନ୍‌,୫ା୧୧:ଆମେରିକା ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କାରୋଲିନ୍‌ ଲେଭିଟ୍‌ ତାଙ୍କ ୬୦ ବର୍ଷୀୟ ସ୍ବାମୀଙ୍କ ମୁହଁକୁ ଫଟୋଶପିଙ୍ଗ୍‌ କରି ଅନ୍‌ଲାଇନରେ ଟ୍ରୋଲ୍‌ ହୋଇଛନ୍ତି। କାରୋଲିନ୍‌ ପୋଷ୍ଟ କରିଥିବା…

10 months ago

ଆମେରିକାକୁ ଚେତାଇ ଦେଲା ଚାଇନା, ସୀମାରେଖା ଟପିଲେ ଭୋଗିବ ପରିଣାମ

ନୂଆଦିଲ୍ଲୀ,୪।୧୧: ଦକ୍ଷିଣ କୋରିଆରେ ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସାକ୍ଷାତକାରର କିଛି ଦିନ ପରେ ବେଜିଂ ୱାଶିଂଟନ୍‌କୁ ପୁଣି ଏକ…

10 months ago

ନାଇଜେରିଆ ଉପରେ ଏୟାରଷ୍ଟ୍ରାଇକ ଧମକ ଦେଲେ ଟ୍ରମ୍ପ, କଡ଼ା ଜବାବ ଦେଲା ଚାଇନା

ନୂଆଦିଲ୍ଲୀ,୪।୧୧: ଖ୍ରୀଷ୍ଟିଆନମାନଙ୍କ ଉପରେ ହେଉଥିବା କଥିତ ଅତ୍ୟାଚାରକୁ ନେଇ ନାଇଜେରିଆ ବିରୋଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଧମକକୁ ଚାଇନା ଏହାକୁ ଦୃଢ଼…

10 months ago

ପାକିସ୍ତାନରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ଇସଲାମାବାଦ,୪।୧୧: ରାଷ୍ଟ୍ରାୟତ୍ତ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର କାର୍ଯ୍ୟ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଇଞ୍ଜିନିୟରମାନେ ବିମାନ ପାଇଁ ଉଡ଼ାଣ କ୍ଲିୟରାନ୍ସକୁ ସ୍ଥଗିତ ରଖିଛନ୍ତି। ଏହା ୧୨…

10 months ago

ଟ୍ରମ୍ପଙ୍କ ଦାବିକୁ ନେଇ ବିଳି ବିଳେଇଲାଣି ପାକିସ୍ତାନ, କରୁଛି ଅଣ୍ଡରଗ୍ରାଉଣ୍ଡ ପରମାଣୁ ପରୀକ୍ଷଣ!

ଇସଲାମାବାଦ,୪।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ପାକିସ୍ତାନ ଏବଂ ଚାଇନା ପରମାଣୁ ପରୀକ୍ଷଣ କରୁଛନ୍ତି। ଟ୍ରମ୍ପଙ୍କ ଏହି ଦାବି ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି…

10 months ago

ଆଫଗାନିସ୍ତାନରେ ଭୂକମ୍ପ: ୨୦ ମୃତ, ୫୩୪ ଆହତ

କାବୁଲ,୪ା୧୧: ଆଫଗାନିସ୍ତାନର ଉତ୍ତର ଭାଗରେ ରବିବାର ବିଳମ୍ବିତ ରାତିରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇ ଅନୂ୍ୟନ ୨୦ ଜଣଙ୍କ ମୃତ୍ୟୁ ଘଟିବା ସହ ୫୩୪ ଆହତ ହୋଇଛନ୍ତି।…

10 months ago

ଆଫଗାନିସ୍ତାନ ସହ ତିକ୍ତତା ବଢ଼ାଇବାରେ ସିଧାସଳଖ ପାକ୍ ସେନାର ହାତ! ତାଲିବାନର ଗୁରୁତ୍ୱପୂର୍ଣ୍ଣ ଖୁଲାସା

ଇସଲାମାବାଦ/କାବୁଲ,୩।୧୧: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସପ୍ତାହବ୍ୟାପୀ ଶତ୍ରୁତା ପରେ ଅନୁଷ୍ଠିତ ଶାନ୍ତି ଆଲୋଚନାରେ ଫଳାଫଳ ଶୂନ୍ୟ ରହିଥିବାବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆଫଗାନିସ୍ତାନ…

10 months ago