ଅନ୍ତର୍ଜାତୀୟ

ଚାଇନା ସହ ବଡ଼ ଡିଲ୍‌ କଲା ଭାରତ, ଋଷିଆକୁ ଝଟ୍‌କା!

ନୂଆଦିଲ୍ଲୀ,୨୪।୧୦: ଭାରତର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ଏକ ନୂଆ ପ୍ରେରଣା ଦେଇପାରିବ ବୋଲି ଏକ ପ୍ରମୁଖ ଚୁକ୍ତି ଭାରତ-ଚାଇନା ମଧ୍ୟରେ ସ୍ବାକ୍ଷରିତ ହୋଇଛି। INOXGFL ଗ୍ରୁପର ଏକ…

9 months ago

ଆମେରିକା ଦେଲା ଧୋକା! ଏବେ ଭାରତ ଆସିବେ କାନାଡ଼ା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧୦: ପ୍ରାୟ ଦୁଇ ବର୍ଷ ପରେ, କାନାଡା ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳ ସମୟରେ ସ୍ଥଗିତ…

9 months ago

ପାକିସ୍ତାନରେ ମହିଳା ହେବେ ଆତଙ୍କବାଦୀ, ଜୈଶ-ଏ-ମହମ୍ମଦ ୧,୫୦୦ ସୈନ୍ୟବାହିନୀ ପ୍ରସ୍ତୁତ କରୁଛି

ଇସଲାମାବାଦ,୨୪।୧୦: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହୋଇଛି। ସଂଗଠନ ଏବେ ଜମାତ-ଉଲ-ମୋମିନାତ ନାମରେ ଏହାର ପ୍ରଥମ ମହିଳା ବ୍ରିଗେଡ ଆରମ୍ଭ କରିଛି। ଅକ୍ଟୋବର ୮ରେ…

9 months ago

ଭାରତ ପରେ ପାକିସ୍ତାନକୁ ନଦୀ ଜଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି ତାଲିବାନ

କାବୁଲ,୨୪।୧୦: ଭାରତ ପରେ ଏବେ ତାଲିବାନ ଶାସିତ ଆଫଗାନିସ୍ତାନ ପାକିସ୍ତାନକୁ ଯାଉଥିବା ନଦୀ ଜଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି। ଆଫଗାନିସ୍ତାନର ସୂଚନା ମନ୍ତ୍ରଣାଳୟ ଅନୁଯାୟୀ,…

9 months ago

‘ଆଗାମୀ ୬ ମାସ ମଧ୍ୟରେ…’ପୁଟିନଙ୍କୁ ସିଧାସଳଖ ଧମକ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ,୨୪।୧୦: ୟୁକ୍ରେନ ଯୁଦ୍ଧ ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ ଉତ୍ସ ପାଲଟିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସିଧାସଳଖ ରୁଷିଆକୁ ଟାର୍ଗେଟ କରିବା…

9 months ago

ପାକିସ୍ତାନରେ ୪୦୦% ବଢ଼ିଲା ଟମାଟୋ ଦାମ୍, କିଲୋଗ୍ରାମ ୬୦୦ ଟଙ୍କା

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବନ୍ଦ ଯୋଗୁଁ ଉଭୟ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ବିଶେଷ କରି, ପାକିସ୍ତାନରେ ଟମାଟୋ ଦର…

9 months ago

ଟ୍ରମ୍ପଙ୍କ ଅନୁରୋଧରେ ଭାରତ ଋଷିଆ ତେଲ ଆମଦାନୀ କମାଉଛି: ଆମେରିକାର ଦାବିକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ,୨୪।୧୦: ଋଷିଆ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁରୋଧ କ୍ରମେ ଭାରତ, ଚାଇନା ଭଳି ଋଷିଆରୁ ତେଲ ଆମଦାନୀ ହ୍ରାସ କରୁଛି…

9 months ago

ଆମେରିକାର କଟକଣା ଆଗରେ ମୁଣ୍ଡ ନୁଆଁଇବ ନାହିଁ ରୁଷିଆ: ପୁଟିନଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୨୩ା୧୦: ରୁଷିଆର ବଡ଼ ତେଲ କମ୍ପାନୀଗୁଡ଼ିକ ଉପରେ ଆମେରିକା ଲାଗୁ କରିଥିବା କଟକଣାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର କଡ଼ା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ…

9 months ago

ବିରଳ ମାଟିକୁ ନେଇ ସାରା ବିଶ୍ୱରେ ହଇଚଇ, କିନ୍ତୁ ପ୍ରକୃତରେ ଏହା କ’ଣ? ଓଡ଼ିଶାରେ ରହିଛି ଏହାର ଭଣ୍ଡାର

ନୂଆଦିଲ୍ଲୀ,୨୩।୧୦: 'ରେୟାର ଅର୍ଥ' ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ୧୭ଟି ବିଶେଷ ରାସାୟନିକ ଉପାଦାନର ଏକ ପରିବାର। ଯେପରିକି- ଲାନ୍ଥାନମ୍, ସେରିୟମ୍, ନିଓଡାଇମିୟମ୍ ଇତ୍ୟାଦି। ଏହା…

9 months ago

ପାକିସ୍ତାନ ଉପରେ ଟଙ୍କା ବର୍ଷା କରିବ ସାଉଦି ଆରବ, କ୍ରାଉନ୍ ପ୍ରିନ୍ସଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଶାହବାଜ ସରିଫ

ନୂଆଦିଲ୍ଲୀ,୨୩।୧୦: ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ହୋଇଥିବା ଜଣାପଡ଼ିଛି। ଏହି ଚୁକ୍ତି ଅନୁଯାୟୀ, ସାଉଦି ଆରବ ପାକିସ୍ତାନରେ ପ୍ରାୟ ୧୦…

9 months ago