ଅନ୍ତର୍ଜାତୀୟ

ୟୁରୋପରେ ମହା ବିଦ୍ୟୁତ୍ ବିଭ୍ରାଟ: ପରିବହନ, ଯୋଗାଯୋଗ, ଜରୁରୀ ସେବା ଗୁରୁତର ପ୍ରଭାବିତ

ମାଦ୍ରିଦ/ଲିସବନ,୨୮।୪: ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ ପ୍ରଭାବିତ…

8 months ago

ପାକିସ୍ତାନ ସେନାରେ ବିଦ୍ରୋହ? ପହଲଗାମ ଆକ୍ରମଣ ପରେ ଯୁଦ୍ଧ ଆଶଙ୍କାରେ ସାମୂହିକ ଇସ୍ତଫା, ଚିଠି ଭାଇରାଲ

ଇସଲାମାବାଦ,୨୮।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏହି ଆକ୍ରମଣରେ…

8 months ago

ପାକିସ୍ତାନ ସାହାଯ୍ୟ ମାଗିବା ପରେ Pahalgam Attackକୁ ନେଇ ପ୍ରଥମ ରିଆକ୍ସନ ଦେଲା ଚାଇନା

ବେଜିଂ,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଚୁକ୍ତିନାମାକୁ ସ୍ଥଗିତ ରଖିବା ନେଇ ପାକିସ୍ତାନ ଚିନ୍ତିତ। ଭାରତ ପକ୍ଷରୁ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ଭାବନା…

8 months ago

ପାକିସ୍ତାନକୁ ଘାରିଲାଣି ଭୟ: ଚାଇନା ପରେ ଏହି ଦେଶକୁ ମାଗିଲା ସାହାଯ୍ୟ

ଇସଲାମାବାଦ୍‌,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଭାରତର ଆକ୍ରମଣ ଭୟରେ ପାକିସ୍ତାନ ବନ୍ଧୁ ଦେଶ ତୁର୍କୀଠାରୁ ସାହାଯ୍ୟ ଲୋଡ଼ିଛି। ତୁର୍କୀର ଏକ…

8 months ago

ପହଲଗାମ ଆତଙ୍କବାଦୀ ଆକ୍ରମଣର ନିରପେକ୍ଷ, ସ୍ବଚ୍ଛ ତଦନ୍ତରେ ଯୋଗଦେବାକୁ ପାକିସ୍ତାନର ପ୍ରସ୍ତାବ

ଇସ୍‌ଲାମାବାଦ/ଲାହୋର୨୮ା୪: ପାକିସ୍ତାନ ପହଲଗାମ ଆତଙ୍କବାଦୀ ଆକ୍ରମଣର ଯେକୌଣସ ‘ନିରପେକ୍ଷ ଏବଂ ସ୍ବଚ୍ଛ’ ତଦନ୍ତରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛି, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପହଲଗାମରେ…

8 months ago

ଭାରତର ବଡ଼ ଆକ୍ସନ GEO News, SAMAA TV ସମେତ ୧୬ ପାକିସ୍ତାନୀ Youtube ଚ୍ୟାନେଲ ବ୍ୟାନ

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଗୃହ ମନ୍ତ୍ରଣାଳୟର ସୁପାରିଶ ଉପରେ କାର୍ଯ୍ୟ କରି ଭାରତ ସରକାର ୧୬ଟି ପାକିସ୍ତାନୀ Youtube ଚ୍ୟାନେଲକୁ ନିଷିଦ୍ଧ କରିଛନ୍ତି।…

8 months ago

ଭାରତ ସହ ଯୁଦ୍ଧ ଆଶଙ୍କା କରି ଅସିମ ମୁନିରଙ୍କ ଇସ୍ତଫା ଚେତାବନୀ

ଇସଲମାବାଦ,୨୮ା୪:  ଭାରତ ସହିତ ଯୁଦ୍ଧର ଭୟ ବୃଦ୍ଧି ପାଇବା ଏବଂ କଶ୍ମୀରର ପହଲଗାମରେ ଗତ ସପ୍ତାହର ଆତଙ୍କବାଦୀ ଆକ୍ରମଣ ପରେ ସାମରିକ କର୍ମଚାରୀଙ୍କ ମଧ୍ୟରେ ଇସ୍ତଫା ଏବଂ…

8 months ago

ଭାରତ ସହ ଯୁଦ୍ଧ ହେଲେ କେତେଦିନ ତିଷ୍ଠି ପାରିବ ପାକିସ୍ତାନ? PAK ଏକ୍ସପର୍ଟ କମର ଚିମା କହିଲେ…

ଇସଲାମାବାଦ,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ପାକିସ୍ତାନ ବହୁତ ଚିନ୍ତିତ ଥିବା ପରି ମନେ ହେଉଛି। ବିଶେଷକରି ଭାରତୀୟ ସେନାର ଯୁଦ୍ଧ ଅଭ୍ୟାସ…

8 months ago

ଲଣ୍ଡନରେ Pahalgam Attackକୁ ନେଇ ସାମ୍ନା ସାମ୍ନି ହେଲେ ଭାରତ-ପାକ ଜନତା

ଲଣ୍ଡନ,୨୮।୪: ପହଲଗାମ ଆକ୍ରମଣକୁ ନେଇ ଲଣ୍ଡନରେ ପ୍ରତିବାଦ ଜାରି ରହିଛି। Pahalgam Attack ପରେ ‘ଭାରତୀୟ ପ୍ରଚାର’ ବୋଲି କୁହାଯାଉଥିବା ପାକିସ୍ତାନୀ ପ୍ରତିବାଦର ପ୍ରତିବାଦ କରିବା ପାଇଁ…

8 months ago

ଭେଙ୍କୁଭରରେ କାର୍‌ ମଡ଼ାଇ ୧୧ ଜଣଙ୍କୁ ହତ୍ୟା

ଭେଙ୍କୁଭର,୨୮ା୪: କାନାଡାର ବ୍ରିଟିଶ୍‌ କଲମ୍ବିଆସ୍ଥିତ ଭେଙ୍କୁଭରରେ ଶନିବାର ଲାପୁ-ଲାପୁ ଷ୍ଟ୍ରିଟ୍‌ ଫେଷ୍ଟିଭାଲ ବେଳେ ଭିଡ଼ ଉପରକୁ ଜଣେ ବ୍ୟକ୍ତି ଦ୍ରୁତଗତିରେ କାର୍‌ ଚଢ଼ାଇ ଦେଇଛନ୍ତି। ଏଥିରେ ୧୧ ଜଣଙ୍କ…

8 months ago