ଅନ୍ତର୍ଜାତୀୟ

ଏହି ଦେଶରେ ଚଳାଚଳ କରିବ ‘କରୋନା ଫ୍ରି’ ଟ୍ରେନ୍‌

ରୋମ୍‌,୧୫।୩: ଇଟାଲୀରେ ସବୁଠୁ ଅଧିକ କରୋନା ସଂକ୍ରମଣ ଦେଖାଦେଇଥିଲା। ଏବେ ଏହି ଦେଶ ‘କରୋନା ଫ୍ରି’ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ସାଧାରଣ ସ୍ଥାନକୁ ଛାଡ଼ିଦେଲେ…

5 years ago

ଯୁବକଙ୍କ ସହ ମଝି ଆକାଶରେ ଘଟିଲା ଏମିତି, ଜାଣିଲେ…

କାନ୍‌ବେରା,୧୫।୩: ଅଷ୍ଟ୍ରେଲିଆରେ ରବିବାର ଭର୍ଚୁଆଲ ନ୍ୟାଶନାଲ ସ୍କାଏଡ୍ରାଇଭିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଜଣେ ଯୁବକ ଭାଗ ନେଇଥିଲେ। ତେବେ ଏହି ପ୍ରତିଯୋଗିତାରେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ…

5 years ago

ଚାଇନାରେ ନୂଆ ବିପଦ: ଦେଶରେ ହାହାକାର

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଏବେ ନୂଆ ବିପଦ ଦେଖାଦେଇଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଛି। ଗୋବି ମରୁଭୂମି ପଟୁ ଆସିଥିବା…

5 years ago

ତୁର୍କୀ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ସିରିଆ

ଆଙ୍କରା,୧୫।୩: ତୁର୍କୀ ପ୍ରଶାସନ ନିୟନ୍ତ୍ରଣରେ ଥିବା ଉତ୍ତର ସିରିଆରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ସିରିଆ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ବହୁ ସାଧାରଣ ଲୋକ ଆହତ ହୋଇଛନ୍ତି।…

5 years ago

ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କଲେ ସୈନ୍ୟ ବାହିନୀ: ୫୧ ଜଣଙ୍କ ମୃତ୍ୟୁ

ନାପିତଓ୍ବ,୧୫।୩: ମ୍ୟାନ୍‌ମାରରେ ସୈନ୍ୟ ବାହିନୀ ଦ୍ୱାରା କ୍ଷମତା ଦଖଲ କରାଯିବା ପରେ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ରବିବାର ଉତ୍ୟକ୍ତ ଲୋକ…

5 years ago

ମେଘାନଙ୍କୁ ଫ୍ଲଏଡ୍‌ ସଜାଇଲା ଶାର୍ଲି ଏବ୍‌ଡୋ

ପ୍ୟାରିସ୍‌/ଲଣ୍ଡନ,୧୫।୩: ଫ୍ରାନ୍ସର କାର୍ଟୁନ ମାଗାଜିନ ଶାର୍ଲି ଏବ୍‌ଡୋ ପୁଣି ବିବାଦରେ। ଏଥର ଉକ୍ତ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ବ୍ରିଟେନ ରାଜପରିବାରକୁ ବ୍ୟଙ୍ଗ କରାଯାଇଛି। ଏଥିରେ ମହାରାଣୀ ଏଲିଜାବେଥ…

5 years ago

ମଞ୍ଚ ଉପରେ ପିନ୍ଧା ପୋଷାକ ଖୋଲି ଦେଲେ ଅଭିନେତ୍ରୀ…

ପ୍ୟାରିସ୍‌,୧୪।୩: ଏକ ପୁରସ୍କାର ପ୍ରଦାନ ଉତ୍ସବରେ ଜଣେ ଅଭିନେତ୍ରୀ ମଞ୍ଚ ଉପରେ ନିଜର ପିନ୍ଧା ପୋଷାକ ଖୋଲି ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜଣାଇବାକୁ ଯାଇ…

5 years ago

ମାଡ଼ି ଆସିଲା ବରଫ ଝଡ଼: ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଡେନଭର,୧୪।୩: ଆମେରିକାର କୋଲୋରାଡୋ ରାଜ୍ୟରେ ବରଫ ଝଡ଼ ମାଡ଼ି ଆସିଛି। ଏହାର ପ୍ରଭାବରେ ରାସ୍ତାଘାଟ ହାତେ ବହଳର ବରଫରେ ପୋତି ହୋଇପଡ଼ିଛି। ରାଜ୍ୟର ରାଜଧାନୀ ଡେନଭରରେ ଗୋଟିଏ…

5 years ago

ଭାରତ ବିରୋଧରେ ଷଡ଼ଯନ୍ତ୍ର: ଜାତିସଂଘକୁ ୭ ଲକ୍ଷ ଦାନ ଦେଇଛି ଖଲିସ୍ତାନୀ ଗ୍ରୁପ୍‌

ଜେନେଭା,୧୪।୩: ଜାତିସଂଘକୁ ଦାନ ଦେଇ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି। ଏହାର ପର୍ଦ୍ଦାଫାଶ୍‌ ହୋଇଛି। ଖଲିସ୍ତାନକୁ ସମର୍ଥନ କରୁଥିବା ଶିଖ୍‌ ଫର ଜଷ୍ଟିସ୍‌ ସଂଗଠନ ପକ୍ଷରୁ ଜାତିସଂଘ…

5 years ago

କରୋନା ସଂକ୍ରମଣ: ଏବେ ଦୁଇ ନମ୍ବରରେ ବ୍ରାଜିଲ

ବ୍ରାସିଲିୟା,୧୪ ।୩: ପୁଣିଥରେ କିଛି ଦେଶରେ କରୋନା ମହାମାରୀ ବ୍ୟାପିବା ଆରମ୍ଭ କରିଛି । ବ୍ରାଜିଲରେ ଯେଉଁ ପରିମାଣରେ କରୋନା ବ୍ୟାପୁଛି ତାହା ଏବେ ଦେଶବାସୀଙ୍କୁ ଚିନ୍ତାରେ…

5 years ago