ଅନ୍ତର୍ଜାତୀୟ

ପାକିସ୍ତାନ୍‌କୁ ଘାରିଛି ତାଲିବାନ୍‌ ଭୟ…

ଇସଲାମାବାଦ୍‌,୨୪।୭: ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପ୍ରତି ପାକିସ୍ତାନରେ ଭୟ ସୃଷ୍ଟି ହୋଇଛି। ସୁରକ୍ଷାଦୃଷ୍ଟିରୁ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୈନ୍ୟ ବାହିନୀଙ୍କୁ ମୁତୟନ କରାଯାଇଛି। ଧୀରେଧୀରେ ସୈନ୍ୟଙ୍କ ସଂଖ୍ୟାକୁ…

4 years ago

୨୦୨୨ ଜାନୁୟାରୀ ୧୯ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌…

ଟୁନିସ୍‌,୨୪।୭: ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୁନିସିଆରେ ଜରୁରିକାଳୀନ ପରିସ୍ଥିତି(ଷ୍ଟେଟ୍‌ ଅଫ୍‌ ଏମ୍ରଜେନ୍ସି) ଘୋଷଣା କରାଯିବା ସହିତ ୨୦୨୨ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି।…

4 years ago

ଭାକ୍ସିନ୍‌ ନ ନେଲେ ସିମ୍‌ କାର୍ଡ ହେବ ବନ୍ଦ, ସରକାରୀ କର୍ମଚାରୀଙ୍କୁ ମିଳିବନି ଦରମା…

ଇସଲାମାବାଦ୍‌,୨୪।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବିଭିନ୍ନ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ଲୋକ ଭାକ୍ସିନ୍‌ ନେବାକୁ…

4 years ago

ତିବ୍ବତରେ ଶି ଜିନ୍‌ପିଙ୍ଗ୍‌

ବେଜିଂ,୨୪ା୭: ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତିବ୍ବତକୁ ଆକସ୍ମିକ ଗସ୍ତ କରିଥିବା ନେଇ ଚାଇନାର ସରକାରୀ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ଶୁକ୍ରବାର ଭିଡିଓ ଫୁଟେଜ୍‌ ଜାରି କରାଯାଇଛି। ଜିନ୍‌ପିଙ୍ଗ୍‌ ତିବ୍ବତୀୟମାନଙ୍କୁ…

4 years ago

ବିନା ଦର୍ଶକରେ ମାର୍ଚ୍ଚପାଷ୍ଟ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ ନିର୍ଦ୍ଧାରିତ…

4 years ago

ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ, ଜୁଲାଇ ୨୫ ରାତ୍ର ୧୧ଟା ୨୧ରେ ହେବ ପୃଥିବୀର ନିକଟବର୍ତ୍ତୀ …

ଓ୍ବାଶିଂଟନ,୨୪।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ ଭାରତୀୟ…

4 years ago

୩୦ ବର୍ଷ ପରେ ତିବ୍ବତରେ ଚାଇନା ମୁଖ୍ୟ

ବେଜିଂ,୨୩ା୭: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତିବ୍ବତକୁ ଆକସ୍ମିକ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ତିବ୍ବତ ଯାତ୍ରା। ଏନେଇ ଚାଇନାର…

4 years ago

ଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ

ୱାଶିଂଟନ,୨୩ ।୭: ଆମେରିକା ଆଫଗାନିସ୍ତାନ ଭିତରେ ଥିବା ତାଲିବାନର ଶିବିରକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି । ଏହାର ସୂଚନା ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ…

4 years ago

କ୍ୱାରାଣ୍ଟାଇନ୍‌ ସେଣ୍ଟରର ୪ର୍ଥ ମହଲାରୁ ବେଡ୍‌ସିଟ୍‌ ସାହାଯ୍ୟରେ ତଳକୁ ଖସି ପଳାଇଲେ କରୋନା ରୋଗୀ

କାନବେରା,୨୩ା୭: କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସଂକ୍ରମଣ ପ୍ରକାଶ ପାଉଥିବା ଲୋକଙ୍କୁ ଆଇସୋଲେଶନରେ ରହିବାକୁ କୁହାଯାଉଛି। ଅଷ୍ଟ୍ରେଲିଆରେ ଏମିତି ଏକ ଆଇସୋଲେଶନରେ…

4 years ago

କାଶ ଭଲ କରିବାକୁ ଡାକ୍ତରଖାନା ଯାଇଥିଲେ ଯୁବତୀ, ଏକ୍ସ-ରେ ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ଓ୍ବାଶିଂଟନ,୨୩ା୭: ଆମେରିକାର ଜଣେ ଯୁବତୀ ଗତ ଦୁଇ ମାସ ହେଲା କାଶ ଯୋଗୁ କଷ୍ଟ ଅନୁଭବ କରୁଥିଲେ। ସେ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ ଏକ…

4 years ago