କ୍ୱିଭ,୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ କବଜାକୁ ନେବାରେ ବିଫଳ ହୋଇଛି ରୁଷିଆ ସେନା…
କଲମ୍ବୋ,୪।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଉତ୍କଟ ହୋଇଥିବାବେଳେ ସରକାର ବିରୋଧୀ ଆନ୍ଦୋଳନ ଏଡ଼ାଇବା ପାଇଁ ସେଠାରେ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଥିଲା। ରବିବାର ବିଭିନ୍ନ ସ୍ଥାନରେ…
ଓ୍ବାଶିଂଟନ,୪।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭୁଲ୍ବଶତଃ ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହି ସମାଲୋଚିତ ହୋଇଛନ୍ତି। ଶନିବାର ୟୁଏସ୍ଏସ୍ ଡେଲାଓ୍ବେର୍ କମିଶନିଂ ଉତ୍ସବରେ ଉଦ୍ବୋଧନ ଦେବାବେଳେ…
ବେଜିଂ,୪ ।୪: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଏହି ମହାମାରୀ ମୁଣ୍ଡ ଟେକିଲାଣି । ଗୋଟିଏ ଦିନରେ ହଜାର ହଜାର ସଂଖ୍ୟାରେ ନୂଆ ସଂକ୍ରମିତଙ୍କୁ…
ଇସ୍ଲାମାବାଦ,୪ା୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ ଶାହ ସୁରି ରବିବାର ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ସମ୍ବିଧାନ ଅନୁଚ୍ଛେଦ ୫ର ଉଲ୍ଲଂଘନ କହି ଖାରଜ…
କଲମ୍ବୋ,୪ ।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାଙ୍କୁ ଲାଗିଛି ଆଉ ଏକ ଝଟ୍କା । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କାର ସମସ୍ତ…
କଲମ୍ବୋ,୩।୪: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାର ସ୍ଥିତି ପୂରା ଦୟନୀୟ ହୋଇଯାଇଛି। ଦେଶରେ ଖାଇବାକୁ ଖାଦ୍ୟ ନାହିଁ। ପିଇବାକୁ ପାଣି ନାହିଁ। ଲୋକମାନେ ଖାଦ୍ୟ, ଇନ୍ଧନ ଏବଂ…
ସାନ ଫ୍ରାନସିସ୍କୋ,୩।୪: କାଲିଫର୍ନିଆର ସାକ୍ରାମେଣ୍ଟୋ ସହରରେ ରବିବାର ସକାଳେ ଘଟିଥିବା ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୯ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି।…
ଇସଲାମାବାଦ,୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଚାଲିଛି। ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରଣନୀତି ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ କରିଦେଇଛି। ଫଳରେ ଶାସନକ୍ଷମତା ହାତେଇବାକୁ ସ୍ବପ୍ନ ଦେଖୁଥିବା…
କ୍ୱିଭ୍,୩ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ବେଳକୁ ବେଳ ନୂଆ ମୋଡ ନେଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍ସ୍କି କହିଛନ୍ତି କ୍ୱିଭ ଓ ଚେର୍ନୋହିବର ଆଖପାଖ ଅଞ୍ଚଳକୁ…