ଅନ୍ତର୍ଜାତୀୟ

‘ଆପଣଙ୍କ ପଗଡିର ଅର୍ଥ ଆତଙ୍କବାଦ ନୁହେଁ’, ଶିଖଙ୍କୁ ଏମିତି କହିଲେ ନ୍ୟୁୟର୍କ ମେୟର

ଓ୍ବାଶିଂଟନ,୩୦।୧୦: ଆମେରିକାର ନ୍ୟୁୟର୍କ ସିଟି ମେୟର ଏରିକ ଆଡମ୍ସ ଶିଖ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଆକ୍ରମଣ ତଥା ଘୃଣ୍ୟ ଅପରାଧକୁ ଦେଶ ଉପରେ ଏକ ଦାଗ ବୋଲି…

6 months ago

ବନ୍ୟ ଘୋଡାଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କଲେ ଏହି ଦେଶର ସରକାର…

କାନବେରା,୩୦।୧୦ : ଦୁଇ ଦଶନ୍ଧି ପୂର୍ବରୁ ନିଷିଦ୍ଧ ହୋଇଥିବା ବନ୍ୟ ଘୋଡାମାନଙ୍କୁ ହତ୍ୟା କରିବାର ବିବାଦୀୟ ଅଭ୍ୟାସକୁ ଅଷ୍ଟ୍ରେଲିଆ ସରକାର ପୁଣି ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ…

6 months ago

ଏତେଶୀଘ୍ର ଶେଷ ହେବ ନାହିଁ ଏହି ଯୁଦ୍ଧ, ହମାସ୍‌ ବିରୋଧରେ ଇସ୍ରାଏଲର ଆହୁରି ପ୍ରସ୍ତୁତି ଜୋର୍‌ଦାର୍‌

ଜେରୁଜେଲମ୍‌,୩୦ା୧୦: ସୋମବାର ହେଉଛି ଇସ୍ରାଏଲ-ହମାସ୍‌ ଯୁଦ୍ଧର ୨୪ତମ ଦିନ। ଉଭୟ ପାର୍ଶ୍ୱରୁ ଲଗାତର ଆକ୍ରମଣ କରାଯାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୯୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ…

6 months ago

ବନ୍ଧକଙ୍କୁ ଢାଲ କରି ଖେଳୁଛି ହମାସ, ପର୍ଦ୍ଦାଫାଶ କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…

ଜେରୁଜେଲମ,୩୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଦ୍‌ଗାଜାରେ ବନ୍ଧକ ରଖିଥିବା ଲୋକଙ୍କୁ ହମାସ ଏପର୍ଯ୍ୟନ୍ତ ମୁକ୍ତ କରି ନାହିଁ।…

6 months ago

ବିମାନ ଦୁର୍ଘଟଣାରେ ୧୨ ମୃତ, ଜଳୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ରିଓ ଡି ଜେନରିଓ,୩୦।୧୦: ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ବ୍ରାଜିଲର ଆମାଜନ…

6 months ago

ଜାତିସଂଘ ସହାୟତା ଗୋଦାମରୁ ଲୁଟ୍‌

ଡେଇର୍‌ ଅଲ୍‌ ବାଲାହ(ଗାଜା ଷ୍ଟ୍ରିପ୍‌),୩୦ା୧୦ : ଗାଜାରେ ଥିବା ଜାତିସଂଘର ସହାୟତା ସାମଗ୍ରୀ ଗୋଦାମଗୁଡ଼ିକରେ ହଜାର ହଜାର ପାଲେଷ୍ଟିନୀୟ ପଶି ଲୁଟ୍‌ପାଟ୍‌ କରିଛନ୍ତି। ସେମାନେ ଗୋଦାମରୁ ଅଟା…

6 months ago

ଗାଜା ମୃତ୍ୟୁସଂଖ୍ୟା ୮୦୦୦+

ଜେରୁଜେଲମ୍‌,୩୦ା୧୦ : ଇସ୍ରାଏଲୀ ସେନା ଗାଜାରେ ଏୟାରଷ୍ଟ୍ରାଇକ୍‌କୁ ଜୋର୍‌ଦାର କରିଛି। ଗାଜାର ଅଣ୍ଡରଗ୍ରାଉଣ୍ଡ ଟାର୍ଗେଟ୍‌ଗୁଡ଼ିକ ଉପରେ ଘନଘନ ବୋମାମାଡ଼ ହେଉଛି। ଏପରିକି ସେଠାର ସବୁଠୁ ବଡ଼ ହସ୍ପିଟାଲ…

6 months ago

ସରକାର ବିରୋଧୀ ଆନ୍ଦୋଳନ: ବାଂଲାଦେଶ ବିରୋଧୀ ଦଳ ମୁଖ୍ୟ ଗିରଫ

ଢାକା,୨୯ା୧୦: ସରକାର ବିରୋଧୀ ଆନ୍ଦୋଳନର ଦିନକ ପରେ ରବିବାର ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି)ର ମହାସଚିବ ମିର୍ଜା ଫଖ୍‌ରୁଲ୍‌ ଇସ୍‌ଲାମ ଆଲମଗିର୍‌ଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି।…

6 months ago

ପାକିସ୍ତାନରୁ ଏନଓସି ମିଳିବା ପରେ ଭାରତ ଫେରିବେ ଅଞ୍ଜୁ

ପେଶାଓ୍ବର/ନୂଆଦିଲ୍ଲୀ,୨୯।୧୦: ଦୁଇଟି ସନ୍ତାନର ଜନନି ୩୪ ବର୍ଷୀୟା ଭାରତୀୟ ମହିଳା ପାକିସ୍ତାନ ସରକାରଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଭାରତ ଫେରିବେ। ରାଜସ୍ଥାନର ବାସିନ୍ଦା ଅଞ୍ଜୁ ସୋସିଆଲ ମିଡିଆ…

6 months ago

କ୍ଷମା ମାଗିଲେ ନେତାନ୍ୟାହୁ, କହିଲେ ଏମିତି କହିବାର ନ ଥିଲା

ଜେରୁଜେଲମ,୨୯।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୩ ଦିନରେ ପ୍ରବେଶ କରିଛି। ଇତିମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ଏକ ବିବୃତ୍ତି ସଂପର୍କରେ…

6 months ago