ଅନ୍ତର୍ଜାତୀୟ

ଟ୍ରମ୍ପଙ୍କୁ Sorry ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଏହା ପଛର କାରଣ

ଓ୍ବାଶିଂଟନ୍‌,୧।୧୧: କାନାଡା ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆମେରିକା ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହା…

5 months ago

କିଏ ସେହି ବଙ୍କିମ ବ୍ରହ୍ମଭଟ୍ଟ, କାହିଁକି ତାଙ୍କ ଉପରେ ଲାଗିଲା ୪,୪୦୦କୋଟିର ଠକେଇ? ଏହି ମହା ଠକେଇକୁ ନେଇ ଏବେ ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ,୧।୧୧: ଭାରତୀୟ ବଂଶୋଦ୍ଭବ ବଙ୍କିମ ବ୍ରହ୍ମଭଟ୍ଟଙ୍କ ବିରୁଦ୍ଧରେ ଆମେରିକାରେ ହଜାର ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି। ଆମେରିକୀୟ ବହୁରାଷ୍ଟ୍ରୀୟ ନିବେଶ କମ୍ପାନୀ ବ୍ଲାକରକ ଏବଂ…

5 months ago

ଭାରତର ‘ତ୍ରିଶୂଳ’ ଦେଖି ମୁନିରଙ୍କ ହଜିଲା ନିଦ: ନେଲେ ବଡ଼ ପଦକ୍ଷେପ

ଇସଲାମାବାଦ୍‌,୧।୧୧: ପାକିସ୍ତାନ ମାତ୍ର ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏକ NOTAM (ବିମାନ କର୍ମଚାରୀଙ୍କୁ ନୋଟିସ) ଜାରି କରିଛି। ଏହାର ଅର୍ଥ ହେଉଛି ପାକିସ୍ତାନ…

5 months ago

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ଏହି ଦେଶ ଉପରେ ଲଗାଇଲେ…ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ନାଇଜେରିଆରେ ଖ୍ରୀଷ୍ଟିଆନିଟି ଏକ ଅସ୍ତିତ୍ୱଗତ ବିପଦର ସମ୍ମୁଖୀନ ହେଉଛି। ସେ ଘୋଷଣା କରିଛନ୍ତି ଯେ ଆମେରିକା ନାଇଜେରିଆକୁ…

5 months ago

ୟୁକ୍ରେନ ପାଖେ ଏମିତି ଦାବି କଲା ରୁଷିଆ, ଯାହାକୁ ଦେଖି ରାଗିଗଲେ ଟ୍ରମ୍ପ, ବାତିଲ କରିଦେଲେ ମିଟିଂ

ଓ୍ବାଶିଂଟନ୍‌,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର…

5 months ago

‘ମୋତେ ମୃତ୍ୟୁଦଣ୍ଡ ଦିଆଗଲେ ବି…’, କାହିଁକି ଏପରି କହିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା

ଢାକା,୩୧।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଣି ଥରେ ବାଂଲାଦେଶର ମହମ୍ମଦ ୟୁନୁସ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଗତ ଅଗଷ୍ଟରେ ବାଂଲାଦେଶରେ ହୋଇଥିବା ବିଦ୍ରୋହ…

5 months ago

ଯୌନ ନିର୍ଯାତନା ମାମଲା: ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କଠାରୁ ସମସ୍ତ ରାଜକୀୟ ଉପାଧି ଛଡ଼ାଇନେଲେ କିଙ୍ଗ୍ ଚାର୍ଲ୍ସ

ବକିଂହାମ,୩୧।୧୦: ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ (King Charles III) ତାଙ୍କ ସାନ ଭାଇ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କଠାରୁ ବାକି ଥିବା ସମସ୍ତ ରାଜକୀୟ ଉପାଧି, ସମ୍ମାନ ଏବଂ…

5 months ago

ଜିନପିଙ୍ଗ ସହ ସାକ୍ଷାତ କରି ବଡ଼ ଡିଲ୍‌ କରିଦେଲେ ଟ୍ରମ୍ପ, ଭାରତ ଶୁଣିଲେ…

ଓ୍ବାଶିଂଟନ୍‌,୩୦।୧୦: ଦକ୍ଷିଣ କୋରିଆର ବୁସାନରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀରେ ଆମେରିକା ଏବଂ ଚାଇନା ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ଏକ ଅତ୍ୟନ୍ତ ଆକର୍ଷଣୀୟ…

5 months ago

ଲୁଚିଛପି ବଙ୍କର ନିର୍ମାଣ କରୁଛନ୍ତି ମାର୍କ ଜୁକରବର୍ଗ: ଜାଣନ୍ତୁ ଏହା ପଛର କାରଣ

ବିଶ୍ୱର ସବୁଠାରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏବେ ଆକାଶରେ ନୁହେଁ, ଭୂତଳରେ ଘର ନିର୍ମାଣ କରୁଛନ୍ତି। ଫେସବୁକ (ବର୍ତ୍ତମାନ ମେଟା) ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ହାୱାଇରେ…

5 months ago

ଯାହା ଚାହୁଁଥିଲେ ଟ୍ରମ୍ପ, ସେଇଆ ଦେଇଦେଲା ଚାଇନା, ବିଶ୍ୱରେ ଚହଳ…

ଓ୍ବାଶିଂଟନ୍‌,୩୦।୧୦: ଚାଇନା ଘୋଷଣା କରିଛି ଯେ ସେ ଖୁବ ଶୀଘ୍ର ବିରଳ ଆର୍ଥ ମିନେରାଲ୍ସ ଏବଂ ଅନ୍ୟ କିଛି ସାମଗ୍ରୀର ରପ୍ତାନି ପୁନଃ ଆରମ୍ଭ କରିବ। ଦକ୍ଷିଣ…

5 months ago