ଅନ୍ତର୍ଜାତୀୟ

“ଦକ୍ଷ ଭାରତୀୟମାନେ ଆମେରିକାକୁ ବହୁତ ଲାଭ ଦେଇଛନ୍ତି”: ଏଲନ୍ ମସ୍କ

ନୂଆଦିଲ୍ଲୀ,୩୦।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଏବଂ ସ୍ପେସ୍ ଏକ୍ସ'ର ମୁଖ୍ୟ ଏଲନ୍ ମସ୍କ କହିଛନ୍ତି ଯେ ଦକ୍ଷ ଭାରତୀୟମାନଙ୍କୁ ନିଯୁକ୍ତି ଦେଇ ଆମେରିକା…

2 weeks ago

“ମୋ ସ୍ତ୍ରୀ ଅଧା-ଭାରତୀୟ, ପୁଅର ନାଁ ‘ଶେଖର'”: ଏଲନ୍ ମସ୍କ

ନୂଆଦିଲ୍ଲୀ,୩୦।୧୧: ଟେସଲା ଏବଂ ସ୍ପେସ୍ ଏକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ୍ ମସ୍କ ପ୍ରକାଶ କରିଛନ୍ତି ଯେ ତାଙ୍କ ପାର୍ଟନର ସ୍ତ୍ରୀ ଶିଭୋନ୍ ଜିଲିସ୍ ଅଧା-ଭାରତୀୟ।…

2 weeks ago

ଭାରତୀୟ ଯୁବକଙ୍କୁ ଏପରି ପରାମର୍ଶ ଦେଲେ ଏଲନ୍ ମସ୍କ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୦।୧୧: ସ୍ପେସ୍ ଏବଂ ଟେକ୍ ବିଲିୟନେୟାର ଇଲନ୍ ମସ୍କ ନିକଟରେ ଭାରତୀୟ ଉଦ୍ୟୋଗୀମାନଙ୍କୁ ଏକ ବିବାଦୀୟ ପରାମର୍ଶ ଦେଇଛନ୍ତି। "ବିଦ୍ରୋହୀ ହୁଅ" (Be a bully) ବୋଲି…

2 weeks ago

ଚାଇନା ପାଇଁ କାଳ ପାଲଟିବ ତାଇଓ୍ବାନର ‘T-Dome’, ଜାଣନ୍ତୁ ଏହାର ବିଶେଷତ୍ୱ

ବେଜିଂ,୩୦।୧୧: ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗ-ତେ ସମ୍ପ୍ରତି ଦେଶର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରତିରକ୍ଷା ପ୍ରକଳ୍ପ ‘ତାଇୱାନ ଡୋମ’ ଘୋଷଣା କରିଛନ୍ତି। ଏହାକୁ ଇସ୍ରାଏଲର ପ୍ରସିଦ୍ଧ ଲୁହା ଡୋମ…

3 weeks ago

‘ମୋ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ବାଂଲାଦେଶ ଫେରିବା ମୋ ନିୟନ୍ତ୍ରଣ ବାହାରେ,’ ଖାଲେଦା ଜିଆଙ୍କ ପୁଅଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ୟୁନୁସ

ଢାକା,୩୦।୧୧: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ସ୍ବ-ନିର୍ବାସିତ କାର୍ଯ୍ୟକାରୀ ସଭାପତି ତାରିକ ରହମାନ ଶନିବାର କହିଛନ୍ତି ଯେ ଘରକୁ ଫେରିବା ସମ୍ପୂର୍ଣ୍ଣ ତାଙ୍କ ନିୟନ୍ତ୍ରଣରେ ନାହିଁ, ବିଶେଷକରି…

3 weeks ago

ଜେଲନସ୍କିଙ୍କ ଗସ୍ତ ପୂର୍ବରୁ ପୁଟିନଙ୍କୁ ଅଲଟିମେଟମ ଦେଲା ଫ୍ରାନ୍ସ

ପ୍ୟାରିସ,୩୦।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୋମବାର…

3 weeks ago

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଦେଖି ଭୟ କରୁଛି ପାକିସ୍ତାନ, କାହିଁକି ଏମିତି କହିଲେ ପିଟିଆଇ ସାଂସଦ? ଜାଣନ୍ତୁ ଏହାର କାରଣ…

ଇସଲାମାବାଦ,୩୦।୧୧: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ସମ୍ପର୍କରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି କରାଯାଉଛି। ଏହି ସମୟରେ, ତାଙ୍କ ଦଳର ଜଣେ ସଦସ୍ୟ ଦାବି…

3 weeks ago

ଅଶାନ୍ତ କାଲିଫର୍ନିଆ: ଭିଷଣ ଗୁଳିକାଣ୍ଡରେ ୪ ମୃତ ୧୦ ଆହତ

କାଲିଫର୍ନିଆ,୩୦।୧୧: ଆମେରିକାର କାଲିଫର୍ନିଆରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଷ୍ଟକଟନର ଏକ ବ୍ୟାଙ୍କେଟ ହଲରେ ହୋଇଥିବା ଅଚାନକ ଗୁଳିକାଣ୍ଡରେ ଅନେକ ଲୋକ ପ୍ରାଣ…

3 weeks ago

ଶ୍ରୀଲଙ୍କାରେ ପ୍ରଳୟ ରଚିଲା ବାତ୍ୟା ଡିଟ୍‌ଓ୍ବା: ୧୫୧ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କଲମ୍ବୋ,୨୯ା୧୧ ବାତ୍ୟା ଡିଟ୍‌ଓ୍ବା ଜନିତ ପ୍ରବଳ ବର୍ଷାରେ ଶ୍ରୀଲଙ୍କାରେ ବନ୍ୟା ଏବଂ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି।…

3 weeks ago

ପାର୍ଟନର ଯୋଡି ହେଡନଙ୍କୁ ବିବାହ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ମେଲ୍‌ବର୍ନ,୨୯ା୧୧: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍‌ ଶନିବାର ତାଙ୍କ ପାର୍ଟନର ଯୋଡି ହେଡନଙ୍କୁ ବିବାହ କରିଛନ୍ତି। ରାଜଧାନୀ କାନ୍‌ବେରାସ୍ଥିତ ଆଲବାନିସ୍‌ଙ୍କ ସରକାରୀ ବାସଭବନରେ ବିବାହ ସମ୍ପନ୍ନ ହୋଇଛି।…

3 weeks ago