ଅନ୍ତର୍ଜାତୀୟ

ଗ୍ରୀସରେ ବୁଡିଲା ମାଲବାହୀ ଜାହାଜ, ୪ ଭାରତୀୟଙ୍କ ସମେତ ୧୪ ନିଖୋଜ

ଏଥେନ୍ସ,୨୬।୧୧: କୋମୋରସ ଫ୍ଲାଗ ଥିବା ଏକ ମାଲ ପରିବହନ ଜାହାଜ ଲେସବୋସ ଦ୍ୱୀପ ନିକଟରେ ବୁଡ଼ିଯିବା କାରଣରୁ ୧୪ ଜଣ ନିଖୋଜ ହୋଇଯାଇଛନ୍ତି। ରବିବାର ଗ୍ରୀକ ତଟରକ୍ଷୀ…

6 months ago

ଇସ୍ରାଏଲ ସେନା ଆକ୍ରମଣରେ ହମାସର ୪ କମାଣ୍ଡର ନିହତ

ଜେରୁଜେଲମ,୨୬।୧୧: ପଶ୍ଚିମ ଏସିଆରେ ହିଂସାତ୍ମକ ବିବାଦ ଜାରି ରହିଛି। ଇସ୍ରାଏଲ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ଲୁଚି ରହିଥିବା ଚାରିଜଣ ହମାସ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ…

6 months ago

ଜାପାନରେ ଗୁଜରାଟର ମୁଖ୍ୟମନ୍ତ୍ରୀ

ଟୋକିଓ,୨୬ା୧୧: ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରେ ପଟେଲଙ୍କୁ ଜାପାନରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଥିଲେ। ଭୂପେନ୍ଦ୍ର ଏକ…

6 months ago

ସାଣ୍ଡଓ୍ବିଚ ଅର୍ଡର କରି ଟିପ୍ସରେ ଦେଲେ ୬ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୨୬।୧୧: କୌଣସି ଭଲ ରେଷ୍ଟୁରାଣ୍ଟରେ ଖାଇବା ପରେ ଆପଣ ଓ୍ବେଟରଙ୍କୁ ଟିପ୍ସ ଦେବାକୁ ପସନ୍ଦ କରନ୍ତି। ଖାଇବା ଓ ସର୍ଭିସରେ ଖୁସି ହେଲେ ଓ୍ବେଟରଙ୍କୁ ଏହି ଟିପ୍ସ…

6 months ago

‘ଭାରତ ଆମ ଯନ୍ତ୍ରଣାକୁ ନିଜର ଭାବିଛି’

ଜେରୁଜେଲମ୍‌,୨୬ା୧୧: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଥିବା ଜଣେ ଇସ୍ରାଏଲୀ ଶିଶୁଙ୍କ ଜେଜେବାପା ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୫ ବର୍ଷ ପୂର୍ବେ…

6 months ago

ୟୁକ୍ରେନର ୨୦ ଡ୍ରୋନ୍‌ ନଷ୍ଟ କଲା ରୁଷିଆ

ମସ୍କୋ,୨୬ା୧୧: ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍‌ ଆକ୍ରମଣ କରିଚାଲିଛନ୍ତି। ଏହି ସମୟ…

6 months ago

ବନ୍ଧକଙ୍କୁ ମୁକ୍ତ କରିବାରେ ବିଳମ୍ବ କଲା ହମାସ, ପୁଣି ଅପରେସନ ଆରମ୍ଭ କରିବାକୁ ଧମକ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ,୨୫ା୧୧: ବନ୍ଧକ ମାନଙ୍କୁ ମୁକ୍ତ କରିବାକୁ ହମାସ ପକ୍ଷରୁ ବିଳମ୍ବ ହେବା ପରେ ଗାଜା ସିଟିରେ ଅପରେସନ ପୁଣି ଆରମ୍ଭ କରିବାକୁ ଧମକ ଦେଇଛି ଇସ୍ରାଏଲ। ବିଶେଷ…

6 months ago

ଦ୍ୱିତୀୟ ପର୍ଯ୍ୟାୟ ବନ୍ଧକ ମାନଙ୍କୁ ମୁକ୍ତ କରିବାରେ ବିଳମ୍ବ କଲା ହମାସ, ରଖିଲା ଏହି ସର୍ତ୍ତ

ନୂଆଦିଲ୍ଲୀ, ,୨୫ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିବା ପରେ ବନ୍ଧକ ମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ହମାସ ଇସ୍ରାଏଲ…

6 months ago

ମୃତ୍ୟୁକୁ ଭିସା ନେବାକୁ ପଡେନା,ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବାସଭବନରେ ଗୁଳିମାଡ଼ ପରେ କହିଲା ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌…

ଟରୋଣ୍ଟୋ,୨୫।୧୧ : ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବିଷୟରେ ବଡ ଖବର ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ କାନାଡ଼ାସ୍ଥିତ ବାସଭବନ ଉପରେ ଗୁଳିମାଡ଼ ହୋଇଛି। ଲରେନ୍ସ…

6 months ago

ଯୌନ ସମ୍ପର୍କ ଦ୍ୱାରା ବି ହୋଇଥାଏ ମଙ୍କିପକ୍ସ ସଂକ୍ରମଣ, କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୨୫।୧୧ : ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି ମଙ୍କିପକ୍ସ ମଧ୍ୟ ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ। ଆଫ୍ରିକୀୟ ଦେଶ କଙ୍ଗୋରେ ମଙ୍କିପକ୍ସ…

6 months ago