ଇସଲାମାବାଦ,୨୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବେବି ଡ୍ରିଲ’ ଆମେରିକାରେ ପ୍ରସିଦ୍ଧ ହୋଇଥିଲା, କିନ୍ତୁ ତାଙ୍କର ସାମ୍ପ୍ରତିକ ବକ୍ତବ୍ୟ ପାକିସ୍ତାନରେ ଏକ ନୂତନ ବିତର୍କ ସୃଷ୍ଟି କରିଛି।…
ହାନୋଇ,୨୧।୧୧: ଭିଏତନାମ ବର୍ତ୍ତମାନ ପ୍ରକୃତିର ପ୍ରକୋପ ଦେଖି ଚାଲିଛି। ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରୀୟ ଭିଏତନାମରେ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଏପର୍ଯ୍ୟନ୍ତ୪୧ଜଣଙ୍କ…
ଜେରୁଜେଲମ,୨୧।୧୧: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ସମ୍ପ୍ରତି ଏକ ଗୁପ୍ତ ସୁଡ଼ଙ୍ଗ ଆବିଷ୍କାର କରିଛି। ଗାଜା ଷ୍ଟ୍ରିପର ଏହି ଗୁପ୍ତ ସ୍ଥାନକୁ ହମାସର ଶୀର୍ଷ କମାଣ୍ଡରମାନେ ବ୍ୟବହାର…
ଢାକା,୨୧।୧୧: ମାନବତା ବିରୋଧୀ ଅପରାଧ ମାମଲାରେ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦ୍ୱାରା ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଟ୍ରିବ୍ୟୁନାଲର ନିଷ୍ପତ୍ତି ପରେ, ଶେଖ…
ନୂଆଦିଲ୍ଲୀ,୨୧।୧୧: ଥାଇଲ୍ୟାଣ୍ଡର ନନ୍ଥବୁରିରେ ଆୟୋଜିତ ହୋଇଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ମେକ୍ସିକୋର ପ୍ରତିନିଧି ଫାତିମା ବସ୍ଚ୍ ବିଜୟୀ ହୋଇଛନ୍ତି। ବିଶ୍ୱର ୧୨୦ରୁ ଅଧିକ ଦେଶର…
ୱାଶିଂଟନ୍, ୨୧।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ଉଭୟଙ୍କୁ ହ୍ୱାଇଟ…
ରିଆଦ/ତେଲଙ୍ଗାନା,୨୦।୧୧: ସାଉଦି ଆରବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅନେକ ଭାରତୀୟ ପ୍ରାଣ ହରାଇଥିଲେ। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ଏବେ ସେମାନଙ୍କ ମୃତଦେହ ଚିହ୍ନଟ…
ନୂଆଦିଲ୍ଲୀ,୨୦।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପାକିସ୍ତାନରେ "ବିଶାଳ ତୈଳ ଭଣ୍ଡାର" ଥିବା ନେଇ ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେବାର କିଛି ମାସ ପରେ, ପାକିସ୍ତାନ…
ଓ୍ବାଶିଂଟନ,୨୦।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ସମାଧାନ କରିଛନ୍ତି।…
ଇସଲାମାବାଦ,୨୦।୧୧: ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ହୋଇଥିବା କାର ବୋମା ବିସ୍ଫୋରଣ ସମ୍ପର୍କରେ ପାକିସ୍ତାନରୁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ଚର୍ଯ୍ୟଜନକ ବୟାନ ଆସିଛି। ପାକିସ୍ତାନ ଅଧିକୃତ…