ଅନ୍ତର୍ଜାତୀୟ

ଆମେରିକାରେ ଘୂର୍ଣ୍ଣିବଳୟର ତାଣ୍ଡବ, ୬ଲକ୍ଷରୁ ଅଧିକ ଘରେ ନାହିଁ ବିଜୁଳି

ଓ୍ବାଶିଂଟନ,୨।୪: ଆମେରିକାରେ ପୁଣିଥରେ ଘୂର୍ଣ୍ଣିବଳୟ ତାଣ୍ଡବ ରଚିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଦକ୍ଷିଣ-ମଧ୍ୟ ଓ ପୂର୍ବ ଆମେରିକାରେ ଶୁକ୍ରବାର ଓ ଶନିବାର ଆସିଥିବା ଘୂର୍ଣ୍ଣିବଳୟରେ ମୃତକଙ୍କ…

3 years ago

ଇରାନ ସୀମାରେ ପାକିସ୍ତାନ ସେନାଙ୍କ ଉପରେ ଆତଙ୍କବାଦୀ ଆକମ୍ରଣ, ୪ ଯବାନ ମୃତ

ଇସଲାମାବାଦ,୨।୪: ପାକିସ୍ତାନର ବଲୁଚିସ୍ତାନରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଇରାନ ସୀମା ନିକଟରେ ଏକ ଚରମପନ୍ଥୀ ସଙ୍ଗଠନ ଦ୍ୱାରା ଏହି ଆକ୍ରମଣ କରାଯାଇଛି। ଏଥିରେ ୪…

3 years ago

୨୦୨୪ ନିର୍ବାଚନ ପାଇଁ ବଡ଼ ଘୋଷଣା କରିପାରନ୍ତି ବାଇଡେନ

ଓ୍ବାଶିଂଟନ,୨ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ଭାଗ ନେବେ ବୋଲି ଘୋଷଣା କରିଛନ୍ତି। ତଥାପି ଏନେଇ ଆଉ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି…

3 years ago

ହଟ ଏୟାର ବେଲୁନରେ ନିଆଁ: ପର୍ଯ୍ୟଟକମାନେ ଆକାଶରୁ ଡେଇଁଲେ, ସୋସିଆଲ ମିଡିଆରେ ଭାଇରାଲ…

ମେକ୍ସିକୋ ସିଟି,୨।୪ : ସୋସିଆଲ ମିଡିଆରେ ମେକ୍ସିକୋର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହଟ ଏୟାର ବେଲୁନ ଆକାଶରେ ଉଡୁଛି ଏବଂ…

3 years ago

ଝଡ଼ ପ୍ରଭାବିତ ସହରର ନାଁ ଭୁଲିଗଲେ ରାଷ୍ଟ୍ରପତି

ଓ୍ବାଶିଂଟନ,୨ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମିସିସିପିର ‘ରୋଲିଂ ଫର୍କ ସହରକୁ ଯିବାବେଳେ ଏକ ବଡ଼ ଭୁଲ୍‌ କରିଛନ୍ତି। ଯେତେବେଳେ ସେ ଝଡ଼ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ…

3 years ago

ଶ୍ରୀଲଙ୍କା ଆଣିବ ନୂଆ ଆତଙ୍କବାଦ ବିରୋଧୀ ବିଲ୍‌…

କଲମ୍ବୋ,୨।୪ : ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ଏହାର ବିବାଦୀୟ ଆତଙ୍କବାଦ ବିରୋଧୀ ଆଇନ (ପିଟିଏ) ୧୯୭୯ ରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି। ଶ୍ରୀଲଙ୍କା…

3 years ago

ଏସିଆନ ଦେଶରେ ବୃଦ୍ଧି ପାଉଛି ଭାରତର ପ୍ରଭାବ: ଚିନ୍ତାରେ ଚାଇନା…

ସିଙ୍ଗାପୁର,୨।୪ : ବର୍ତ୍ତମାନ ଏସିଆନ ଦେଶମାନଙ୍କ ମଧ୍ୟରେ ଭାରତର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସିଙ୍ଗାପୁରର ୟୁସୁଫ ଇଶାକ ଇନଷ୍ଟିଚ୍ୟୁଟର ଏକ ସର୍ଭେ ଏଜେନ୍ସି ଆଇଏସଇଏସଏ…

3 years ago

ଔଷଧର ବିଷକ୍ରିୟା ସମ୍ପର୍କରେ ସୂଚନା ଦେବ କୃତ୍ରିମ କିଡନୀ…

ସିଓଲ,୨।୪ : ଦକ୍ଷିଣ କୋରିଆର ପୋହଙ୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ କୃତ୍ରିମ କିଡନୀ ବିକଶିତ କରିଛନ୍ତି। ଏହି କିଡନୀ ଔଷଧର ବିଷକ୍ରିୟା ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକୁ…

3 years ago

ନେପାଳ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି…

କାଠମାଣ୍ଡୁ,୨।୪ : ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହେବା ପରେ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କୁ ଶନିବାର ରାତିରେ କାଠମାଣ୍ଡୁର ତ୍ରିଭୁବନ ୟୁନିଭରସିଟି ଟିଚିଂ ଡାକ୍ତରଖାନାରେ ଭର୍ତ୍ତି…

3 years ago

ଇଟାଲୀରେ ଇଂଲିଶ ଉପରେ ପ୍ରତିବନ୍ଧକ ପାଇଁ ପ୍ରସ୍ତାବ: ନିର୍ଦ୍ଦେଶ ଅମାନ୍ୟ କଲେ ଏକ ଲକ୍ଷ ୟୁରୋ ଜରିମାନା…

ରୋମ,୨।୪ : ଇଟାଲୀ ସରକାର ନିଜ ଦେଶରେ ଇଂଲିଶ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ନ୍ୟୁଜ୍‌ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସରକାରୀ ଯୋଗାଯୋଗ ପାଇଁ…

3 years ago