ଅନ୍ତର୍ଜାତୀୟ

କିଙ୍ଗ ଚାର୍ଲସ ତୃତୀୟଙ୍କ କରୋନେଶନ କନସର୍ଟରେ ସାମିଲ ହେବେ ନାହିଁ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୭।୫: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ଶେଷ ହୋଇଛି। ତାଙ୍କ ରାଜ୍ୟାଭିଷେକ ସମାରୋହରେ ପ୍ରାୟ ୨,୨୦୦ ଅତିଥି ସାମିଲ ହୋଇଥିଲେ। ହେଲେ ଏହି ଆୟୋଜନର…

3 years ago

କଙ୍ଗୋ ବନ୍ୟାରେ ୧୭୫ରୁ ଅଧିକ ମୃତ, ଅନେକେ ନିଖୋଜ, ସ୍କୁଲ-ହସ୍ପିଟାଲ ସବୁ ବନ୍ଦ

ବ୍ରଜାଭିଲେ,୭।୫: ଆଫ୍ରିକା ଦେଶ କଙ୍ଗୋରେ ପ୍ରକୃତି ଦାଉ ସାଧିଛି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଫଳରେ ଏଠାରେ ବନ୍ୟା…

3 years ago

ଟେକ୍ସାସ ଶପିଂ ମଲରେ ଗୁଳିକାଣ୍ଡ, ଅତିକମରେ ୯ ମୃତ

ଓ୍ବାଶିଂଟନ,୭।୫: ଆମେରିକାରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି। ସଦ୍ୟତମ ଘଟଣା ଘଟିଛି ଟେକ୍ସାସରେ। ମିଡିଆ ରିପୋର୍ଟ ଅନୁଯାୟୀ, ଟେକ୍ସାସର ଏକ ଶପିଂ ମଲରେ ଗୁଳିକାଣ୍ଡ…

3 years ago

ରୁଷିଆ କ୍ଷେପଣାସ୍ତ୍ରକୁ ଖସାଇଲା ୟୁକ୍ରେନ୍‌

କିଭ୍‌,୭।୫: ରୁଷିଆର ହାଇପରସୋନିକ୍‌ ମିଶାଇଲକୁ ୟୁକ୍ରେନ୍‌ ବାୟୁସେନା ଖସାଇଦେଇଥିବା ଶନିବାର ଦାବି କରିଛି। ଆମେରିକାର ପାଟ୍ରିଅଟ୍‌ ଡିଫେନ୍ସ ସିଷ୍ଟମ ସହାୟତାରେ ୟୁକ୍ରେନ୍‌ ପ୍ରଥମ ଥର ପାଇଁ ମସ୍କୋର…

3 years ago

ବାଇଡେନ୍‌ଙ୍କ ନୀତି ଉପଦେଷ୍ଟା ନୀରା ଟଣ୍ଡେନ

ଓ୍ବାଶିଂଟନ, ୭।୫: ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡେନ୍‌ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନର ଘରୋଇ ନୀତି ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ଭାରତୀୟ-ଆମେରିକୀୟ ପବ୍ଲିକ୍‌ ପଲିସି…

3 years ago

ଖବର ସଂଗ୍ରହ ବେଳେ ସାକ୍ଷୀ ଜୋଷୀଙ୍କୁ ପୋଲିସ ଆକ୍ରମଣ

ନୂଆଦିଲ୍ଲୀ/ନ୍ୟୁୟର୍କ, ୭।୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ…

3 years ago

୩୬୦ ବର୍ଷ ପୁରୁଣା ରାଜମୁକୁଟ

ଲଣ୍ଡନ, ୭।୫: ରାଜ୍ୟାଭିଷେକ ଅବସରରେ ସେଣ୍ଟ ଏଡ୍‌ଓ୍ବାର୍ଡଙ୍କ ରାଜମୁକୁଟ ଚାଲର୍‌ସଙ୍କୁ ପିନ୍ଧାଯାଇଛି। ତାଙ୍କ ପୂର୍ବରୁ ମୁକୁଟକୁ ତାଙ୍କ ମା’ ତଥା ବ୍ରିଟେନ୍‌ର ଦିବଂଗତ ମହାରାଣୀ ଏଲିଜାବେଥ ୨ୟ…

3 years ago

‘ଈଶ୍ୱର ରାଜାଙ୍କୁ ରକ୍ଷା କରନ୍ତୁ ’

ଲଣ୍ଡନ, ୭।୫: ଗତବର୍ଷ ସେପ୍ଟେମ୍ବର ୮ରେ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ପରଲୋକ ଘଟିଥିଲା। ଏଲିଜାବେଥଙ୍କ ପରେ କିଙ୍ଗ୍‌ ଚାଲର୍‌ସ ୩ୟ ହିଁ ଥିଲେ ବ୍ରିଟେନ୍‌ ରାଜା…

3 years ago

ସୁନକଙ୍କୁ ଝଟକା, ୧୦୦୦ରୁ ଅଧିକ କାଉନସିଲର ପରାଜିତ…

ଲଣ୍ଡନ,୬।୫ : ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସ୍ଥାନୀୟ ପୌରପରିଷଦ ନିର୍ବାଚନରେ ଏକ ବଡ଼ ଝଟ୍‌କା ଲାଗିଛି। ସାରା ଦେଶରେ ଅନୁଷ୍ଠିତ ପୌରପରିଷଦ ନିର୍ବାଚନରେ ସୁନକଙ୍କ କଞ୍ଜରଭେଟିବ…

3 years ago

ପ୍ରତିଶ୍ରୁତି ଦୋହରାଇଲା ପାକିସ୍ତାନ

ଇସଲାମାବାଦ,୬ା୫: ଶନିବାର ପାକିସ୍ତାନ ଏବଂ ଚାଇନା ବୈଦେଶିକ ମନ୍ତ୍ରୀ କୋଟି କୋଟି ଡଲାର ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପରେ ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାର ଗୋଟିଏ…

3 years ago