ଅନ୍ତର୍ଜାତୀୟ

ବୋଇଂ ଭଳି ବିରାଟ କମ୍ପାନୀରେ କାମ ଠପ୍‌, ଧର୍ମଘଟରେ ଗଲେ ଲଢୁଆ ବିମାନ ତିଆରି କରୁଥିବା କର୍ମଚାରୀ, ଜାଣନ୍ତୁ ଏହା ପଛର ସତ୍ୟତା

ନ୍ୟୁୟର୍କ,୪।୮: ବିମାନ ଚଳାଚଳ କମ୍ପାନୀ ବୋଇଂ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପ୍ରକୃତରେ, ବୋଇଂ ପ୍ରତିରକ୍ଷାର ୩୦୦୦ରୁ ଅଧିକ କର୍ମଚାରୀ ଧର୍ମଘଟ କରିଛନ୍ତି।…

5 months ago

ଉବୁଟୁବୁ ହେଉଛି ପାକିସ୍ତାନ-ଚାଇନା! ଗଲାଣି ଶହ ଶହ ଲୋକଙ୍କ ଜୀବନ

ଇସଲାମାବାଦ/ବେଜିଂ,୪।୮: ବର୍ଷା ଯୋଗୁ ସବୁଠି ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଗୋଟିଏ ପଟେ ଭାରତର ବିଭିନ୍ନ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ପଡ଼ୋଶୀ ଦେଶ…

5 months ago

ଆମେରିକାକୁ ଧୋକା ଦେଲା ପାକିସ୍ତାନ? ଇରାନ ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ସପୋର୍ଟ କଲେ ଶହବାଜ

ଇସଲାମାବାଦ,୪।୮: ଆମେରିକା ସମ୍ପ୍ରତି ଇରାନର ଫୋର୍ଡୋ ଏବଂ ଇସଫାହାନ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଏହା B-2 ବୋମାବର୍ଷୀ ବିମାନରୁ ବିଧ୍ୱଂସକାରୀ ବୋମା ପକାଇଥିଲା। ପାକିସ୍ତାନ…

5 months ago

ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଥରହର ଆମେରିକା

ଓ୍ବାଶିଂଟନ,୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ଏକ ତ୍ରୁଟି ସାମ୍ନାକୁ ଆସିଛି। ରବିବାର ଏକ ବେସାମରିକ ବିମାନ ନ୍ୟୁ ଜର୍ସିର ଟ୍ରମ୍ପଙ୍କ ଗଲ୍ଫ କ୍ଲବ ଉପରେ…

5 months ago

ମଝି ସମୁଦ୍ରରେ ବୁଡ଼ିଗଲା ଜାହାଜ: ୬୮ ମୃତ, ୭୪ ନିଖୋଜ

ୟେମେନ,୪।୮: ୟେମେନର ଅବୟାନ ପ୍ରଦେଶର ଉପକୂଳରେ ପ୍ରବାସୀ ଭର୍ତ୍ତି ଏକ ଜାହାଜ ବୁଡ଼ିଯାଇଛି॥ ଜାହାଜରେ ୧୫୪ ଜଣ ଥିଲେ। ଏଥିରୁ ଅତି କମରେ ୬୮ ଜଣଙ୍କର ମୃତ୍ୟୁ…

5 months ago

ଭ୍ରମଣ ପାଇଁ ଯାଇଥିଲେ ଆମେରିକା: କାର ଦୁର୍ଘଟଣାରେ ଚାଲିଗଲା ୪ ଭାରତୀୟ ବଂଶୋଦ୍ଭବଙ୍କ ଜୀବନ

ନୂଆଦିଲ୍ଲୀ,୩ା୮: ଆମେରିକାରେ ଭ୍ରମଣ ପାଇଁ ଯାଇ ନିଖୋଜ ଥିବା ୪ ଜଣ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ନାଗରିକଙ୍କର କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ରାତି ୯ଟା…

5 months ago

ସବୁ ରେକର୍ଡ ଭାଙ୍ଗିଲା ସାଉଦି ଆରବର ମୃତ୍ୟୁଦଣ୍ଡ, ଗୋଟିଏ ଦିନରେ ଶୁଳିରେ ଚଢିଲେ ୮ଜଣ, ଜାଣନ୍ତୁ ଏହାର କାରଣ

ରିୟାଦ,୩।୮: ସାଉଦି ଆରବ ଶନିବାର ଗୋଟିଏ ଦିନରେ ୮ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ନିଶା କାରବାର ସହ ଜଡିତ ମାମଲାରେ ଫାଶି…

5 months ago

ଫସିଗଲେ ଟ୍ରମ୍ପ! ଏମିତି କ’ଣ କହିଲେ ଯେ ଏଥର କ୍ଲିଣ୍ଟନଙ୍କ ସହ କରାଯାଉଛି ତୁଳନା

ଓ୍ବାଶିଂଟନ,୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ତାଙ୍କ ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ୍‌ଙ୍କୁ ପ୍ରଶଂସା କରିଛନ୍ତି। କାରୋଲିନଙ୍କୁ ପ୍ରଶଂସା କରିବା ସମୟରେ…

5 months ago

ରୁଷିଆରେ ପୁଣିଥରେ ଭୟଙ୍କର ଭୂକମ୍ପ, ଫାଟିଲା ଜ୍ୱାଳାମୁଖୀ

ମସ୍କୋ,୩।୮: ରୁଷିଆର ସେଭେରୋ-କୁରିଲସ୍କର ୧୨୧ କିଲୋମିଟର ପୂର୍ବରେ ୭.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଭାରତୀୟ ସମୟ ପ୍ରାୟ ୧୧ଟାରେ ହୋଇଥିଲା। ଏହି…

5 months ago

ଡୋନାଲ୍ଡ ଟ୍ରମ୍ପଙ୍କ ଇଚ୍ଛା ପୂରଣ କଲେ ମୋଦି, ଟେନସନରେ ପୁଟିନ୍‌, ଏବେ ହେବ ଅସଲ ଖେଳ!

ଓ୍ବାଶିଂଟନ୍‌,୩।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସମସ୍ତ ଦେଶ ବିରୁଦ୍ଧରେ ଏକ ଟାରିଫ୍‌ ଯୁଦ୍ଧ ଆରମ୍ଭ କରିଛନ୍ତି। ଟ୍ରମ୍ପ ସରକାର ଆମେରିକୀୟ ଉତ୍ପାଦ ଉପରେ ଟିକସ…

5 months ago