ଅନ୍ତର୍ଜାତୀୟ

ଆମେରିକା, ଦକ୍ଷିଣ କୋରିଆକୁ ଚେତାବନୀ ଦେଲା ଉତ୍ତର କୋରିଆ

ସିଓଲ,୧୭।୩: ଆମେରିକା ଏବଂ ଦକ୍ଷିଣ କୋରିଆକୁ ‘କଠୋର ଚେତାବନୀ’ ଦେବା ପାଇଁ ଆନ୍ତଃ-ମହାଦୀପ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ‘ହ୍ବାସଙ୍ଗଫୋ -୧୭’ ପରୀକ୍ଷଣ କରିଛି ବୋଲି ଉତ୍ତର କୋରିଆ…

3 years ago

ବଢିବାରେ ଲାଗିଛି ଇସ୍ରାଏଲ ସଙ୍କଟ

ତେଲ ଆଭିବ,୧୭ ।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଦେଶର ଆଇନ ପ୍ରଣାଳୀରେ ପରିବର୍ତ୍ତନକୁ ନେଇ ଜାରି କରାଯାଇଥିବା ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ପ୍ରସ୍ତାବକୁ ପ୍ରତ୍ୟାଖାନ…

3 years ago

ଘୂର୍ଣ୍ଣିଝଡ଼ ‘ଫ୍ରେଡି’ର ଭୟଙ୍କର ରୂପ, ଦକ୍ଷିଣପୂର୍ବ ଆଫ୍ରିକାରେ ୩୦୦ରୁ ଅଧିକ ମୃତ

ଲିଲୋଂୱେ,୧୭ ।୩: ଟ୍ରପିକାଲ ସାଇକ୍ଲୋନ ‘ଫ୍ରେଡି’ ଦକ୍ଷଣ-ପୂର୍ବ ଆଫ୍ରିକାର ମାଲ୍ୟାରେ ଭୟଙ୍କର ରୂପ ଦେଖାଇଛି । ଏହି ଘୂର୍ଣ୍ଣିଝଡ଼ରେ ମାଲ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି…

3 years ago

ବାଇଡେନ୍‌ଙ୍କ ଘନିଷ୍ଠ ଏରିକ୍‌ ହେବେ ଭାରତର ରାଷ୍ଟ୍ରଦୂତ

ଓ୍ବାଶିଂଟନ, ୧୬ା୩ : ଏରିକ୍‌ ଗାର୍‌ସେଟ୍ଟୀ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ ହେବାସ୍ପଷ୍ଟ ହୋଇଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଏରିକ୍‌ଙ୍କ ଘନିଷ୍ଠ ସମ୍ପର୍କ ଥିବାରୁ ଗୁରୁତ୍ୱପୂର୍ଣ୍ଣ…

3 years ago

ଆମେରିକା ଡ୍ରୋନ୍‌ ଉପରେ ଇନ୍ଧନ ଫିଙ୍ଗିଥିଲା ରୁଷିଆ ଯୁଦ୍ଧବିମାନ: ଭିଡିଓ ଜାରି କଲା ଓ୍ବାଶିଂଟନ୍‌

ଓ୍ବାଶିଂଟନ,୧୬ା୩: ରୁଷିଆ ଯୁଦ୍ଧବିମାନ ସୁଖୋଇ-୨୭ ଗତ ୧୪ ତାରିଖରେ କୃଷ୍ଣ ସାଗର ଉପର ଅନ୍ତର୍ଜାତୀୟ ବାୟୀସୁମାରେ ଅସୁରକ୍ଷିତ ତଥା ଅଣପେସାଦାରି ଢଙ୍ଗରେ ଆମେରିକାର ବାୟୁସେନାର ଏମ୍‌କବ୍ୟୁ-୯ ଡ୍ରୋନ୍‌କୁ…

3 years ago

ଭୂକମ୍ପ ପରେ ତୁର୍କୀକୁ ଆଉ ଏକ ବିପଦ,ବନ୍ୟାରେ ଗଲାଣି ୫ ଜୀବନ

ଆଙ୍କାରା,୧୬।୩: ଭୟଙ୍କର ଭୂକମ୍ପ ପରେ ବର୍ତ୍ତମାନ ତୁର୍କୀକୁ ଆଉ ଏକ ବିପଦ ମାଡି ଆସିଛି। ଏଠାରେ ଦକ୍ଷିଣ ପ୍ରଦେଶରେ ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ…

3 years ago

ବ୍ରିଟିଶ ମ୍ୟୁଜିୟମ୍‌ରେ ସଜାଯିବ ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ

ଲଣ୍ଡନ/ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡରୁ ଦେଶ ରାଜ୍ୟ ସହ ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ ବର୍ତ୍ତମାନ ଲଣ୍ଡନର ବ୍ରିଟିଶ୍‌ ମ୍ୟୁଜିୟମ୍‌ରେ ରଖାଯିବ।…

3 years ago

ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ବାସଭବନରେ ପହଞ୍ଚିଲା ପୋଲିସ

ଇସଲାମାବାଦ,୧୬।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ଲାଗି ଗୁରୁବାର ପୋଲିସ ଲାହୋରସ୍ଥିତ ବାସଭବନରେ ପହଞ୍ଚିିଛି। ଏଥିସହିତ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ସମର୍ଥକମାନେ କଣ୍ଟେନର…

3 years ago

ନିଜ ଜାଲରେ ଫସିଛି ପାକିସ୍ତାନ

ଇସଲାମାବାଦ,୧୬ା୩: ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇ ଭାରତରେ ହଇଚଇ ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲା କିନ୍ତୁ ବର୍ତ୍ତମାନ ଆତଙ୍କବାଦୀମାନେ ପାକିସ୍ତାନରେ ହଇଚଇ ସୃଷ୍ଟି କରିବାକୁ…

3 years ago

ଏହି ଦେଶରେ ଦେଖିବାକୁ ମିଳିଛି ପ୍ଲାଷ୍ଟିକ୍‌ ଚଟାଣ, ଚିନ୍ତାରେ ବୈଜ୍ଞାନିକ

ବ୍ରାସିଲିଆ,୧୬ା୩: ପରାନା ଫେଡେରାଲ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ବ୍ରାଜିଲର ଟ୍ରାଇଡେଣ୍ଟ ଦ୍ୱୀପରେ ଏକ ପ୍ଲାଷ୍ଟିକ ଚଟାଣ ଆବିଷ୍କାର କରିଛନ୍ତି। ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭୂବିଜ୍ଞାନୀମାନେ କହିଛନ୍ତି,…

3 years ago