ଅନ୍ତର୍ଜାତୀୟ

କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ଭାଙ୍ଗିଛି ରୁଷିଆ, ଗରିବ ଦେଶରେ ଅନେକ ଲୋକଙ୍କର ହୋଇପାରେ ମୃତ୍ୟୁ: ଜାତିସଂଘ

ମସ୍କୋ,୨୨।୭: ରୁଷିଆ କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ପ୍ରତ୍ୟାହାର କରିଛି। ରୁଷିଆ ଏହି ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିପାରେ। ଏସିଆରେ ଅଧିକାଂଶ ଗରିବ ଦେଶ…

3 years ago

ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ବିପଦକୁ ମିଳିମିଶି ମୁକାବିଲା କରିବେ ଭାରତ-ଆମେରିକା, ବାରମ୍ବାର ମୋଦି ଉଠାଇଥିଲେ ଏହି ପ୍ରସଙ୍ଗ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଜ୍ଞାନିକ ଉପଦେଷ୍ଟା ବା ପରାମର୍ଶଦାତା ଭାରତୀୟ ଭୂଳ ବାସିନ୍ଦା ଆରତୀ ପ୍ରଭାକର କହିଛନ୍ତି ଯେ ଆମେରିକା ଏବଂ ଭାରତ ଭଳି…

3 years ago

ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଆମେରିକାରେ ହିନ୍ଦୁଙ୍କ ବିଭାଜନ, ପ୍ରବାସୀ ଭାରତୀୟ ନାରାଜ

ଓ୍ବାଶିଂଟନ,୨୨।୭: ଆମେରିକାର କାଲିଫର୍ନିଆରେ ଉଚ୍ଚ ସଦନ(ସିନେଟ)ରେ ରାଜ୍ୟର ୧୦ମ ଜିଲାର ପ୍ରଥମ ମୁସଲମାନ ପ୍ରତିନିଧି ଆୟଶା ବହାବ ଜାତିଗତ ଭେଦଭାବ ବିଲ ଉପସ୍ଥାପନ କରିଛନ୍ତି। ଏହା ଜାତି…

3 years ago

ଆମେରିକା ନୌସେନାରେ ମହିଳା ମୁଖ୍ୟ ଲିସା ଫ୍ରାନ୍‌ଚେଟ୍ଟି

ଓ୍ବାଶିଂଟନ,୨୨।୭: ଆମେରିକା ନୌସେନାର ନେତୃତ୍ୱ ଜଣେ ମହିଳା ନେବାକୁ ଯାଉଛନ୍ତି। ଆଡ୍‌ମିରାଲ୍‌ ଲିସା ଫ୍ରାନ୍‌ଚେଟ୍ଟିଙ୍କୁ ନୌସେନା ମୁଖ୍ୟ କରିବା ପାଇଁ ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଶୁକ୍ରବାର ନିଷ୍ପତ୍ତି…

3 years ago

କିମଙ୍କୁ ଚେତାବନୀ ଦେଲା ଦକ୍ଷିଣ କୋରିଆ

ସିଓଲ,୨୨।୭: ଉତ୍ତର କୋରିଆ କ୍ଷେପଣାସ୍ତ୍ର ଏବଂ ରକେଟ ପରୀକ୍ଷଣ କରିବା ମଧ୍ୟରେ କିମ ଜୋନ ଉନ ଶାସନକୁ ଦକ୍ଷିଣ କୋରିଆ ଚେତାବନୀ ଦେଇଛି। ସିଓଲରୁ ପକ୍ଷରୁ କୁହାଯାଇଛି…

3 years ago

‘ନିର୍ବାଚନରେ ମୋର ଜିତିବାକୁ ନେଇ ଡରୁଛନ୍ତି ଶହବାଜ ସରକାର’, ଏଜେଣ୍ଡା ଚଳାଉଥିବା ଅଭିଯୋଗ ଆଣିଲେ ଇମ୍ରାନ୍‌

ଇସଲାମାବାଦ,୨୨।୭: ପାକିସ୍ତାନରେ ରାଜନନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନର ମିଳିତ ସରକାର ଏବଂ ବିରୋଧୀ ଦଳର ନେତା ଇମ୍ରାନ୍‌ ଖାନଙ୍କ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ…

3 years ago

ପାକିସ୍ତାନ ରକ୍ଷାମନ୍ତ୍ରୀଙ୍କ ଦାବି, ନୱାଜ ଶରିଫ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୨।୭: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନେତା ଖାୱଜା ଆସିଫ କହିଛନ୍ତି ଯେ, ଦଳର ସର୍ବୋଚ୍ଚ ନେତା ନୱାଜ ଶରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ନ୍ୟୁଜ…

3 years ago

ହରତାଳ କରିବେ ପାକିସ୍ତାନୀ ପେଟ୍ରୋଲିୟମ ଡିଲର

ଇସଲାମବାଦ,୨୧।୭: ଅର୍ଥସଙ୍କଟରେ ଯୁଝୁଥିବା ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛି। ପାକିସ୍ତାନର ପେଟ୍ରୋଲିୟମ ଡିଲରମାନେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ଉପରେ…

3 years ago

ପୁଣି ନକଲି କଫ୍‌ ସିରପ ପିଇ ୬ ଶିଶୁ ମୃତ, ଭାରତକୁ ସାହାର୍ଯ୍ୟ ମାଗିଲା ହୁ

ଲଣ୍ଡନ,୨୧।୭: ନକଲି କଫ ସିରପ ଯୋଗୁ ପୁଣି କିଛି ଶିଶୁଙ୍କ ମୃତ୍ୟୁ ହୋଇଛି। ନକଲି କଫ ସିରପ ପିଇବା ଯୋଗୁ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।…

3 years ago

ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ, ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ସନ୍ଦେହ

ବେଜିଂ,୨୧।୭: ଚାଇନାର ବୈଦେଶିକ ମନ୍ତ୍ରୀ କିଛି ଦିନ ଧରି ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତିନି ସପ୍ତାହ ପୂର୍ବରୁ ଅର୍ଥାତ୍‌ ୨୫ ଜୁନ୍‌ରେ ଦେଖାଯାଇଥିଲା…

3 years ago