ଅନ୍ତର୍ଜାତୀୟ

ଅଭିଶପ୍ତ ପ୍ରଧାନମନ୍ତ୍ରୀ ସିଂହାସନ, କାହାର ବି ନାହିଁ ୫ ବର୍ଷ କାର୍ଯ୍ୟକାଳ…

ଇସଲାମାବାଦ୍‌, ୪।୪ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନ ଆଜି ପର୍ଯ୍ୟନ୍ତ ଅଭିଶପ୍ତ ରହିଛି। ଦେଶର କୌଣସି ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରି ପାରି…

2 years ago

ବିଶ୍ୱକୁ ଭାବପ୍ରବଣ ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୪।୪: ରୁଷିଆ ଆକ୍ରମଣରେ ୟୁକ୍ରେନ ଏବେ ଧ୍ୱଂସ ଆଡକୁ ଗତି କରୁଛି। ୟୁକ୍ରେନ ଅନେକ ସହର ନିଶ୍ଚିହ୍ନ ହୋଇପଡିଛି। ଏହି ସମୟରେ, ଗ୍ରାମୀ ପୁରସ୍କାର ସମାରୋହ ମଞ୍ଚରୁ…

2 years ago

ରୁଷିଆ ଆକ୍ରମଣରେ ୧୪୧୭ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ

କ୍ୱିଭ୍‌,୪।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୦ ଦିନ ପୂରିଛି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ଏଠାରେ ଅନେକ…

2 years ago

ରାତି ଅଧାରେ କ୍ୟାବିନେଟ୍‌ ଇସ୍ତଫା…

ନୂଆଦିଲ୍ଲୀ, ୪।୪ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମସ୍ତ କ୍ୟାବିନେଟ ସଦସ୍ୟ ରାତି ଅଧାରେ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା…

2 years ago

ନୱାଜ ଶରିଫଙ୍କ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟ ଉପରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ଲଣ୍ଡନ,୪ ।୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ-ନୱାଜ(ପିଏମଏଲ-ଏନ)ର ସୁପ୍ରିମୋ ନୱାଜ ଶରିଫଙ୍କ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟରେ ରବିବାର ରାତିରେ ଆକ୍ରମଣ ହୋଇଛି ।…

2 years ago

ରୁଷିଆ ସେନାଙ୍କ ତାଣ୍ଡବ: କ୍ୱିଭରୁ ମିଳିଲା ୪୧୦ ମୃତଦେହ, ଜେଲେନସ୍କି କହିଲେ ନରସଂହାର

କ୍ୱିଭ,୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ କବଜାକୁ ନେବାରେ ବିଫଳ ହୋଇଛି ରୁଷିଆ ସେନା…

2 years ago

ଶ୍ରୀଲଙ୍କାରେ କର୍ଫ୍ୟୁ ଉଲ୍ଲଂଘନ: ୬୬୪ ଗିରଫ

କଲମ୍ବୋ,୪।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଉତ୍କଟ ହୋଇଥିବାବେଳେ ସରକାର ବିରୋଧୀ ଆନ୍ଦୋଳନ ଏଡ଼ାଇବା ପାଇଁ ସେଠାରେ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଥିଲା। ରବିବାର ବିଭିନ୍ନ ସ୍ଥାନରେ…

2 years ago

ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହିଲେ ବାଇଡେନ୍‌

ଓ୍ବାଶିଂଟନ,୪।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭୁଲ୍‌ବଶତଃ ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହି ସମାଲୋଚିତ ହୋଇଛନ୍ତି। ଶନିବାର ୟୁଏସ୍‌ଏସ୍‌ ଡେଲାଓ୍ବେର୍‌ କମିଶନିଂ ଉତ୍ସବରେ ଉଦ୍‌ବୋଧନ ଦେବାବେଳେ…

2 years ago

ଚାଇନାରେ ବେକାବୁ ହେଲାଣି କରୋନା, ସାଂଘାଇରେ ଗୋଟିଏ ଦିନରେ ୯୦୦୬ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୪ ।୪: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଏହି ମହାମାରୀ ମୁଣ୍ଡ ଟେକିଲାଣି । ଗୋଟିଏ ଦିନରେ ହଜାର ହଜାର ସଂଖ୍ୟାରେ ନୂଆ ସଂକ୍ରମିତଙ୍କୁ…

2 years ago

ଚୌକି ତଳେ ଭୂକମ୍ପ

ଇସ୍‌ଲାମାବାଦ,୪ା୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ ଶାହ ସୁରି ରବିବାର ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ସମ୍ବିଧାନ ଅନୁଚ୍ଛେଦ ୫ର ଉଲ୍ଲଂଘନ କହି ଖାରଜ…

2 years ago