ବିରୁଟ୍,୧୧ା୮: ପୂର୍ବ ସିରିଆର ଏକ ବସ୍ରେ କିଛି ଦୁର୍ବୃତ୍ତ ଗୁଳି ଚଳାଇବା ପରେ ଅତିକମ୍ରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବିରୋଧୀ…
ଓ୍ବାଶିଂଟନ,୧୧।୮: ଆମେରିକାର ନ୍ୟୁୟର୍କରେ ଜଣେ ଶିଖ ପୋଲିସ ଦାଢି ରଖିବାକୁ ବାରଣ କରିବା ପରେ ବିବାଦ ଲାଗି ରହିଛି। ଯାହା ଉପରେ ୱାଶିଂଟନରେ ଥିବା ଭାରତୀୟ ଦୂତାବାସ…
ଲଣ୍ଡନ,୧୧।୮: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ଟମ ତୁଗେଂଦହାଟ ‘ଖଲିସ୍ତାନ ସମର୍ଥକ ଉଗ୍ରବାଦ’ର ମୁକାବିଲା ପାଇଁ ବ୍ରିଟେନର କ୍ଷମତା ବଢାଇବାକୁ ୯୫,୦୦୦ ପାଉଣ୍ଡ(ପ୍ରାୟ ଏକ କୋଟି ଟଙ୍କା)ନୂଆ ଫଣ୍ଡିଂ…
କ୍ୟୁଟୋ,୧୧।୮: ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋ ବିଲାବିକେନ୍ସିଓଙ୍କ ହତ୍ୟା ପରେ ଇକ୍ୟୁାଡୋର ଗୁରୁବାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏଥି ସହ ସେ ହତ୍ୟା ଘଟଣାର ତଦନ୍ତରେ ସାହାଯ୍ୟ…
ସିଓଲ,୧୧।୮: ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ଦେଶ ଉତ୍ତର କୋରିଆ ଲୁଚିଛପି ପରମାଣୁ ଅସ୍ତ୍ର ବିକଶିତ କରୁଛି। କେବଳ ସେତିକି ନୁହେଁ ଉତ୍ତର କୋରିଆ୨୦୨୩ରେ ପରମାଣୁ…
ଇସଲାମାବାଦ,୧୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଆସନ୍ତା ମାସରେ ପାକିସ୍ତାନକୁ ଫେରି ତାଙ୍କ ବିଚାରାଧୀନ କୋର୍ଟ ମାମଲାର ସମ୍ମୁଖୀନ ହେବେ ଏବଂ ସାଧାରଣ ନିର୍ବାଚନରେ ଦଳର…
ଇସଲାମାବାଦ,୧୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ହାଇ ସିକ୍ୟୁରିଟି ସହିତ ଅଟକ ଜେଲର କୋଠରୀରେ ରଖାଯାଇଛି। ଦୁର୍ନୀତି ମାମଲାରେ ଗିରଫ ଏବଂ ଦୋଷୀ ସାବ୍ୟସ୍ତ ହେବା…
ତେହରାନ,୧୧ା୮: ଇରାନର ହିଜାବ ବିବାଦ ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରକୁ ପ୍ରବେଶ କରିଛି। ବର୍ତ୍ତମାନ ପ୍ରଶାସନ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ନଜର ରଖିଛନ୍ତି। ଯେଉଁ ମହିଳାମାନେ ହିଜାବ…
ବେଜିଂ,୧୧।୮: ଅଷ୍ଟ୍ରେଲୀୟ ଖବରଦାତା ଚେଙ୍ଗ ଲେଇ ୟିର୍ନ ଏକ ସ୍ପର୍ଶକାତର ଚିଠି ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚେଙ୍ଗ ଲେଇ ଲେଖିଛନ୍ତି ଯେ ସେ…
ଜେନେଭା/ନୂଆଦିଲ୍ଲୀ,୧୧।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) କରୋନାର ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ଏରିସ ଉପରେ ଯାଞ୍ଚ ଆରମ୍ଭ କରିଛି। ବର୍ତ୍ତମାନ ଡବ୍ଲୁଏଚ୍ଓଏହାକୁ ଭାରିଆଣ୍ଟ ଅଫ ଇଣ୍ଟ୍ରେସ ବର୍ଗରେ…