Home

ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ: ତହସିଲ ଅଫିସ ଘେରାଉ କଲେ ଅଞ୍ଚଳବାସୀ

ଲାଞ୍ଜିଗଡ, ୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ସବ-ରେଜିଷ୍ଟର କାର୍ଯ୍ୟାଳୟ ସ୍ଥାପନରେ ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ କରି ଅଞ୍ଚଳବାସୀ ସୋମବାର ଲାଞ୍ଜିଗଡ ତହସିଲ ଅଫିସ ଘେରାଉ କରିଛନ୍ତି। ସୂଚନାନୁସାରେ, ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ବିଜ୍ଞାପିତ…

ପାକିସ୍ତାନ T20 ବିଶ୍ୱକପ ବର୍ଜନ ପରେ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। T20 ବିଶ୍ୱକପରେ ପାକିସ୍ତାନ ଭାରତ ବିପକ୍ଷରେ ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ମନା କରିଦେଇଛି। ICC ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛି…

ଅଦୃଶ୍ୟ ଆକ୍ରମଣକାରୀ ମାଇକ୍ରୋପ୍ଲାଷ୍ଟିକ

ମାଇକ୍ରୋପ୍ଲାଷ୍ଟିକ୍‌ ଆଧୁନିକ ବିଶ୍ୱର ସବୁଠାରୁ ବ୍ୟାପକ କିନ୍ତୁ ସବୁଠାରୁ କମ୍‌ ଦୃଶ୍ୟମାନ ପ୍ରଦୂଷକ ମଧ୍ୟରୁ ଗୋଟିଏ। ଏହା ୫ ମିଲିମିଟରରୁ ଛୋଟ ପ୍ଲାଷ୍ଟିକ୍‌ ଖଣ୍ଡ ଭାବରେ ପରିଭାଷିତ। ଏହି କଣିକାଗୁଡ଼ିକ ତିଳ ବିହନ ତୁଳନାତ୍ମକ ଖଣ୍ଡରୁ ଆରମ୍ଭ କରି ନାନୋପ୍ଲାଷ୍ଟିକ୍‌ ପର୍ଯ୍ୟନ୍ତ…

ଫେବୃଆରୀରେ ଖୋଲିବ ଏହି ଦୁଇ ରାଶିର ଭାଗ୍ୟ, ସବୁ ସ୍ୱପ୍ନ ସତ ହେବ!

ଫେବୃଆରୀ ମାସ କନ୍ୟା ଏବଂ କୁମ୍ଭ ରାଶି ପାଇଁ ଉତ୍କୃଷ୍ଟ ପ୍ରମାଣିତ ହେବ । ସେମାନେ ପ୍ରତ୍ୟେକ ପ୍ରୟାସରେ ସଫଳତା ପାଇବେ । ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ​​ହେବ । ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକ ବାସ୍ତବ…

ଅନନ୍ୟ ପ୍ରତିଭା ଦେଖାଇଲେ ଅଭିଜିତ-ପ୍ରୀତିଶଙ୍କର

ଗୁଣପୁର, ୨/୨(ସଂକେତ ପାତ୍ର):ଗୁଣପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟର ଯାନ୍ତ୍ରିକ (Mechanical Engineering) ବିଭାଗର ତୃତୀୟ ବର୍ଷର ଦୁଇ ଜଣ ଛାତ୍ର ଅଭିଜିତ ନାରାୟଣ ସେଠୀ ଓ ପ୍ରୀତିଶଙ୍କର ପଣ୍ଡା (୨୦ ବର୍ଷ) ଏକ ଅନନ୍ୟ ଓ ପ୍ରେରଣାଦାୟକ ପ୍ରୟାସ ଆରମ୍ଭ କରିଛନ୍ତି। ଆଚାର୍ଯ୍ୟ…

ଓଡ଼ିଶାରେ ବିକ୍ରି କଲେ ଧାନ, କେରଳ ଆକାଉଣ୍ଟରେ ଜମା ହେଲା ଟଙ୍କା

ଲୋଇସିଂହା,୨।୨(ସୁଶାନ୍ତ ବାରିକ):ଏବେ ବି ରାଜ୍ୟରେ ମଣ୍ଡିରେ ଧାନ ବିକ୍ରି ନେଇ ଅବ୍ୟବସ୍ଥା ଲାଗି ରହିଛି। ଧାନ ବିକ୍ରି ବାବଦ ଟଙ୍କା ପାଇବାରେ ଚାଷୀଙ୍କୁ ହଟହଟା ହେବକୁ ପଡୁଛି। ଧାନ ବିକ୍ରି ଟଙ୍କା ଆଣିବାକୁ ଯାଇ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର ଜଣେ…

ବଢ଼ିବକି ଟ୍ରେନଭଡ଼ା? ବଜେଟରେ ସରକାର ଦେଲେ ଏହି ବଡ଼ ସଙ୍କେତ

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ନବମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ତାଙ୍କର ପ୍ରାୟ ଦେଢ଼ ଘଣ୍ଟାର ଭାଷଣରେ, କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ଅନେକ ଘୋଷଣା କରିଛନ୍ତି।…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସଙ୍କଟ, ICCକୁ ଲାଗିପାରେ ୨୦୦ କୋଟିର ଝଟକା?

ନୂଆଦିଲ୍ଲୀ,୨।୨: ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ, ଭାରତ-ପାକିସ୍ତାନ ମ୍ୟାଚ ପରିପ୍ରେକ୍ଷୀରେ ପରିସ୍ଥିତି ଧୀରେ ଧୀରେ ଖରାପ ହେଉଥିବା ପରି ମନେ ହେଉଛି। ପାକିସ୍ତାନ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି ଯେ ଏହାର ଦଳ ଭାରତ ବିପକ୍ଷରେ ଖେଳିବ ନାହିଁ। କାରଣ ଦର୍ଶାଯାଇଛି…

ବଣାଇଁ ବନଖଣ୍ଡରେ ହାତୀପଲ ଆତଙ୍କ: ଜୀବନକୁ ବାଜି ଲଗାଇ ସେଲ୍‌ଫି ନେଉଛନ୍ତି ଲୋକେ

ବଣାଇଁ,୨ା୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡ଼ା ବନାଞ୍ଚଳରେ ୨୩ ଟିକିଆ ହାତୀପଲ ରାତିଦିନ ଘୂରି ବୁଲୁଛନ୍ତି। ଏହା ଭିତରୁ ଏକ ଗୋଠଛଡ଼ା ଦନ୍ତା କେତେବେଳେ ଗାଁ ଭିତରେ ତ କେତେବେଳେ ଗାଁ ଜମିରେ ଘୂରି ବୁଲୁଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା…

କାଟୁଥିଲେ ଗୋମାଂସ, ହଠାତ୍‌ ପହଞ୍ଚିଲା ପୋଲିସ: ଆଉ ତା’ପରେ ଘଟିଲା…

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମ ପଞ୍ଚାୟତର ଗାଇଦର ଗ୍ରାମରେ ଏକ ବଳଦକୁ କାଟୁଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଧରିଛି। ଗାଇଦର ଗ୍ରାମର ଯଶୋବନ୍ତ ଭୋଇଙ୍କ ଏକ ବଳଦ ମରିଯିବାରୁ ଗ୍ରାମର କିଛି ବ୍ୟକ୍ତି ବଳଦକୁ ଗ୍ରାମର…

Grammy Awardରେ ସମ୍ମାନିତ ହେଲେ ଦଲାଇ ଲାମା, ଜାଣନ୍ତୁ କେଉଁ କାରଣ ପାଇଁ ବୌଦ୍ଧ ଧର୍ମଗୁରୁଙ୍କୁ ମିଳିଛି ପ୍ରତିଷ୍ଠିତ ସମ୍ମାନ

ନୂଆଦିଲ୍ଲୀ,୨।୨: ବୌଦ୍ଧ ଧାର୍ମ ସବୁଠାରୁ ବଡ଼ ଧର୍ମଗୁରୁ ଦଲାଇ ଲାମା ଗ୍ରାମୀ ପୁରସ୍କାର ଜିତିଛନ୍ତି। ୧୪ତମ ଦଲାଇ ଲାମା ୬୮ତମ ଗ୍ରାମୀ ପୁରସ୍କାରରେ ଏକ ପୁରସ୍କାର ଜିତିଛନ୍ତି। ଉଲ୍ଲେଖନୀୟ ଯେ ଗ୍ରାମୀ ପୁରସ୍କାର ସଂଗୀତ ଜଗତର ଏକ ଅତ୍ୟନ୍ତ ମର୍ଯ୍ୟାଦାଜନକ ପୁରସ୍କାର,…

ରାଜ୍ୟ ସଭା ନିର୍ବାଚନ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, ରାଜ୍ୟ ସ୍ବାର୍ଥ ପାଇଁ ନବୀନଙ୍କୁ ଭେଟିବି

ଭୁବନେଶ୍ୱର,୨ା୨: ରାଜ୍ୟ ସଭା ନିର୍ବାଚନକୁ ନେଇ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ମର୍ଯ୍ୟାଦା ପାଇଁ ରାଜ୍ୟ ସଭା ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି। ରାଜ୍ୟର ବୃହତ ସ୍ବାର୍ଥ ପାଇଁ ଦିନେ ଦୁଇଦିନ ଭିତରେ ନବୀନଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?