Home

ଜେଲ୍‌ରୁ ବାହାରିବେ ମନୀଷ ସିସୋଡିଆ! ଆଜି ଶୁଣାଣି

ନୂଆଦିଲ୍ଲୀ,୬।୪: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଆଜି ଅର୍ଥାତ ଶନିବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ। ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ସିସୋଡିଆ ତିହାର…

‘ଆଲେକ୍ସା କୁତୋଁ କି ଆଓ୍ବାଜ ନିକାଲୋ’, ବାସ ଏତିକି କହି ଛୋଟ ଭଉଣୀର ଜୀବନ ବଞ୍ଚାଇଲେ କୁନି ଝିଅ ନିକିତା

ଲକ୍ଷ୍ନୌ,୬।୪: ଟେକ୍ନୋଲୋଜିର ଯୋଗୁ ବର୍ତ୍ତମାନ ସମୟରେ ପିଲାମାନେ ମଧ୍ୟ ଆଡଭାନ୍ସ ହୋଇଛନ୍ତି। ଅନେକ ଥର ବୟସ୍କମାନେ କୁହନ୍ତି ଯେ ମୋବାଇଲ ଏବଂ ଇଣ୍ଟରନେଟ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । କିନ୍ତୁ ଅନେକ ଥର ଏପରି…

କାନାଡା ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗକୁ ଭାରତ କହିଲା କପଟତା, ଦେଲା କଡା ଜବାବ

ନୂଆଦିଲ୍ଲୀ,୬।୪: କାନାଡାର ଗୁପ୍ତଚର ଏଜେନ୍ସି ସିଏସଆଇଏସ ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ଭାରତ ଦୃଢ ପ୍ରତିକ୍ରିୟା ଦେଇଛି। ଭାରତ ଦେଶର ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛି ବୋଲି କାନାଡା ଅଭିଯୋଗ କରିଛି। ଭାରତ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି।…

ଏନଆଇଏ ଟିମ ଉପରେ ଆକ୍ରମଣ, ବିସ୍ଫୋରଣ ମାମଲାର ଯାଞ୍ଚ ପାଇଁ ପହଞ୍ଚିଥିଲେ

କୋଲକାତା,୬।୪: ପୂର୍ବ ମେଦିନୀପୁର ଜିଲାର ଭୁପତିନଗରରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏନଆଇଏ ଟିମ ଭୁପତିନଗର ବିସ୍ଫୋରଣ ମାମଲାର ଯାଞ୍ଚକରିବାକୁ ଆସିଥିଲେ, ଏହି ସମୟରେ ସେମାନଙ୍କ ଉପରେ ଆsକ୍ରମଣ କରାଯାଇଥିଲା। କାହାକୁ ପଚରାଉଚରା ପାଇଁ…

୫ ବର୍ଷ ପୁରୁଣା ଡାଇବେଟିସ ରୋଗୀଙ୍କ ଆଖି, ଗୋଡ଼ ପରିକ୍ଷା ହେବା ଜରୁରୀ, କେନ୍ଦ୍ର ସରକାର ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୪: ମଧୁମେହ ବା ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ରୋଗ ନିର୍ଣ୍ଣୟ ହେବାର ୫ ବର୍ଷ ପରେ ପାଦ ଏବଂ ଚକ୍ଷୁ ପରୀକ୍ଷା ବାଧ୍ୟତାମୂଳକ ହେବ। ଟାଇପ- ୧ ଡାଇବେଟିସ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ସାରା ଦେଶରେ ଡାକ୍ତରଙ୍କ ସହ…

ବିବାହ ପାଇଁ ମନ ବଳାଇଲେଣି ସୁସ୍ମିତା

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌, ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ସୁସ୍ମିତା ସେନ୍‌। ଏବେ ତାଙ୍କୁ ୪୮ ବର୍ଷ। ଦୁଇଟି ଝିଅଙ୍କୁ ସେ ନିଜର ପାଳିତା କନ୍ୟା ଭାବେ ଗ୍ରହଣ…

ୟୁବିଆଇ ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୬।୪: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ କୁନ୍ଦନ କୁମାର ସିହ୍ନା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବିଶାଖାପାଟଣାର ଜୋନାଲ ଅଡିଟ୍‌ କାର୍ଯ୍ୟାଳୟଠାରେ ଜୋନାଲ ଅଡିଟ୍‌ ମୁଖ୍ୟ ଭାବେ…

ଗ୍ରାହକ ଚାହିଦାକୁ ଗୁରୁତ୍ୱ

ଭୁବନେଶ୍ୱର,୬।୪: କ୍ରମାଗତ ୧୫ବର୍ଷ ଧରି ୧ ନମ୍ବର ତଥା ସର୍ବଭାରତୀୟସ୍ତରରେ ପ୍ରମୁଖ ଉପକରଣ ବ୍ରାଣ୍ଡ୍‌ ଭାବେ ହାୟର ବଜାରରେ ତା’ର ସ୍ଥିତି ସୁଦୃଢ଼ କରିଆସିଛି। ହେକ୍‌ଜା ଇନ୍‌ଭର୍ଟର ପ୍ରଯୁକ୍ତି ସହ ସୁପର ହେଭି ଡ୍ୟୁଟି ରେଞ୍ଜର ଉପତ୍ାଦ ବଜାରକୁ ଆଣିଛି। ଏହି…

ବେଦାନ୍ତ ଆଲୁମିନିୟମର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ସମ୍ପ୍ରସାରଣ ଯୋଜନାରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ୩ ମିଲିୟନ ଟନ (ଏମ୍‌ଟିପିଏ)ର ଆଲୁମିନିୟମ ଉପତ୍ାଦନ କ୍ଷମତା ବିଶିଷ୍ଟ…

ଅଜନ୍ତା ଶୁଜ୍‌ର ସମ୍ପ୍ରସାରଣ ୟୁନିଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୬।୪ (ଅଭୟ ଦାଶ): ଅଜନ୍ତା ଶୁଜ୍‌ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ ବା ଅଜନ୍ତା ଫୁଟ୍‌କେୟାରର ସମ୍ପ୍ରସାରଣ ୟୁନିଟ୍‌ ଶୁକ୍ରବାର ଭୁବନେଶ୍ୱରର ଅଶୋକନଗର ଜନପଥଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଜନ୍ତା ଶୁଜ୍‌ସର ଆର୍‌ଏମ୍‌ ଓଡ଼ିଶା ସୁବାସ ପଣ୍ଡାଙ୍କ ସମେତ ମ୍ୟାନେଜର (ମାର୍କେଟିଂ) ମଦନ…

ଖାଇବା ତେଲ ମହଙ୍ଗା

ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହୋଇଛି। ୨୦୨୩ ଜୁଲାଇ ପରେ ପ୍ରଥମ ଥର ପାଇଁ ୨୦୨୪ ମାର୍ଚ୍ଚରେ ବିଶ୍ୱସ୍ତରରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍‌ଏଓ) ସୂଚନାନୁସାରେ,…

ଆର୍‌ବିଆଇର ନୂତନ ଓ୍ବେବ୍‌ସାଇଟ, ମୋବାଇଲ ଆପ୍‌ ଉନ୍ମୋଚିତ

ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ନୂଆ ମୋବାଇଲ ଓ ଓ୍ବେବ୍‌ସାଇଟ୍‌ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ଉନ୍ମୋଚନ କରିଛନ୍ତି। https://website.rbi.org.inରେ କିମ୍ବା ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ଲଗ୍‌ଇନ୍‌ କରିହେବ। ସେହିପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri