Home

ବାରିପଦାରୁ ଗଡ଼ିଲା ୧୪ ସରକାରୀ ବସ୍‌, ଗଡୁନି ଘରୋଇ ବସ୍‌

ବାରିପଦା,୨୩ା୬: ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ସରକାରୀ ବସ୍‌ ସେବା ରବିବାରଠାରୁ ଆରମ୍ଭ ହୋଇଛି। ବସ୍‌ ମାଲିକ ସଂଘର ଧର୍ମଘଟ ଯୋଗୁ ଶୁକ୍ରବାର ରାତିରୁ ବସ୍‌ ଚଳାଚଳ ବନ୍ଦ ପରେ ଜିଲା ପ୍ରଶାସନ ଏଭଳି ପଦକ୍ଷେପ…

ସମ୍ପତ୍ତି ବଢାଇବାକୁ ଚାହୁଁଛନ୍ତିକି? ଆପଣାନ୍ତୁ ଏଭଳି ବାସ୍ତୁ ଉପାୟ…

ଧନପ୍ରାପ୍ତିର ଇଚ୍ଛା ସମସ୍ତଙ୍କର ଥାଏ। ସେଥିପାଇଁ କିଏ କେତେ ପରିଶ୍ରମ ବି କରିଥାନ୍ତି। ହେଲେ ଏମିତି କେତୋଟି ସହଜ ବାସ୍ତୁ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ଧନସମ୍ପତ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ… * ଧନର ଦେବତା କୁବେର ହେଲେ…

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର: ସନୁ ବେହେରା ଜିତିଲେ ମାରୁତି ସ୍ବିଫ୍ଟ କାର୍‌

ଭୁବନେଶ୍ୱର,୨୩ା୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୁଚି ଫୁଡ୍‌ଲାଇନର ବହୁ ପ୍ରତୀକ୍ଷିତ ଯୋଜନା ‘ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର’ରେ ଜଣଙ୍କୁ କାର୍‌ ଓ ୫ ଜଣ ଗ୍ରାହକଙ୍କୁ ଇ-ସ୍କୁଟର ପୁରସ୍କାର ସ୍ବରୂପ ଏହି ଉପହାରମାନ ପ୍ରଦାନ…

ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ, ଇଣ୍ଟରନେଟ୍‌ ପାଇଁ ସଂଘର୍ଷ

ବାଲେଶ୍ୱର ଅଫିସ,୨୩।୬ ( ମାନସ ବିଶ୍ୱାଳ)- ବାଲେଶ୍ବର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ୫ରୁ ରାତି ୯ଟା ଯାଏ କର୍ଫୁ କୋହଳ ହୋଇଥିବା ବେଳେ ଟାଉନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ…

ପେଟ୍ରୋଲ, ଡିଜେଲରେ ଜିଏସ୍‌ଟି ନିଷ୍ପତ୍ତି ରାଜ୍ୟ ନେବେ

ନୂଆଦିଲ୍ଲୀ,୨୩ା୬: ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ପରିସରକୁ ଆଣିବା ପାଇଁ କେନ୍ଦ୍ର ସରକାର ଚାହାନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର କହିଛନ୍ତି। ତେବେ ଏହି ତୈଳ ଉପରେ ଜିଏସ୍‌ଟି ହାର ସମ୍ପର୍କରେ ରାଜ୍ୟ ସରକାରଗୁଡ଼ିକ…

ଉଚ୍ଚ ସ୍ତରୀୟ ବୈଠକ କରିବେ ଶାହା

ନୂଆଦିଲ୍ଲୀ,୨୩।୬: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମୌସୁମୀ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବେ। ପ୍ରତିବର୍ଷ ବିହାର, ଆସାମ ଏବଂ ଅନ୍ୟାନ୍ୟ ପୂର୍ବ ରାଜ୍ୟଗୁଡିକର ବଡ଼ ଅଞ୍ଚଳ ମୌସୁମୀ ବର୍ଷା…

କଣ୍ଟେନରକୁ ପିଟି ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମତେ ୪ ଗୁରୁତର

ରୂପସା, ୨୩।୬(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥର ରୂପସା ଥାନା ଅନ୍ତର୍ଗତ ଏବଂ ଢାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଏକ…

ଟି-୨୦ ଓ୍ବାର୍ଲଡ କପରେ ସବୁଠାରୁ ବଡ ଓଲଟପାଲଟ, ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୩।୬: ବୋଧହୁଏ ଆଇସିସି ଟି -୨୦ ବିଶ୍ୱକପ ଇତିହାସରେ ସବୁଠୁ ବଡ ଓଲଟପାଲଟ ଏଥର ଦେଖିବାକୁ ମିଳିଛି। ଆଫଗାନିସ୍ତାନ ଦଳ ଏକ ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟଲାଭ କରିଛି। ପ୍ରଥମେ ବ୍ୟାଟିଂ କରି ରହମାନୁଲ୍ଲା ଗୁରୁବାଜ ଏବଂ ଇବ୍ରାହିମ ଜାଦରାନଙ୍କ…

ଚାଇନା ଉପରେ ଭରଷା ନାହିଁ… ମହାକାଶକୁ ଛାଡିଥିବା ରକେଟରେ ଯାଇଥାଆନ୍ତା ଲୋକଙ୍କ ଜୀବନ: ଦେଖନ୍ତୁ ଭିଡିଓ

ବେଜିଂ,୨୩।୬: ଚାଇନା ୨୨ ଜୁନ ଭୋର ପ୍ରାୟ ୩ଟାରେ (ଚାଇନିଜ ସମୟ) ଶିଚାଙ୍ଗ ସାଟେଲାଇଟ ଲଞ୍ଚ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ ୨-ସି ରକେଟ ବ୍ୟବହାର କରି ଏକ ଉପଗ୍ରହ ଉତକ୍ଷେପଣ କରିଛି। ଏହି ଉପଗ୍ରହକୁ ଚାଇନା ଏବଂ ଫ୍ରାନ୍ସ ମିଳିତ ଭାବେ…

ଅଧିକାରୀଙ୍କୁ ନାଳକୁ ଠେଲିଦେଲେ

ଯୋଡ଼ା,୨୩ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଦେଓଝରରେ ଥିବା ଏକ କମ୍ପାନୀର ତୈଳଯୁକ୍ତ ଜଳ ନିକଟବର୍ତ୍ତୀ ଗ୍ରାମରେ ଥିବା ନାଳରେ ମିଶିବାକୁ ନେଇ କିଛିଦିନ ହେବ ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀ ଶନିବାର ସଂସ୍ଥାର କେତେଜଣ ଅଧିକାରୀଙ୍କୁ ନାଳ ପାଣି…

ସମ୍ବଲପୁରରେ ଏମ୍ସ, ୫ ଲକ୍ଷ ଆବାସ

ଭୁବନେଶ୍ୱର,୨୩ା୬(ଅନିଲ ଦାସ) ରାଜ୍ୟରେ ପ୍ରଥମ ଥର କ୍ଷମତାକୁ ଆସିଥିବା ଭାଜପା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଅତିକମ୍‌ରେ ୫ ଲକ୍ଷ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ସେହିପରି…

ଅନୁଷ୍କା ଶେଟ୍ଟୀଙ୍କୁ ‘ହସ ରୋଗ’

ହାଇଦ୍ରାବାଦ, ୨୩।୬: ‘ବାହୁବଲୀ’ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ସ୍ୟୁଡୋବୁଲ୍‌ବାର ଆଫେକ୍ଟ(ପିବିଏ) ନାମକ ଏକ ବିରଳ ‘ହସ ରୋଗ’ରେ ପୀଡ଼ିତ ଅଛନ୍ତି। ଶନିବାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଅନୁଷ୍କା ଏନେଇ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?