Home

ହଠାତ୍‌ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷା ବଢ଼ାଇଲା ଦିଲ୍ଲୀ ପୋଲିସ, କି ବିପଦ ପଡ଼ିଲା?

ନୂଆଦିଲ୍ଲୀ,୪।୭: ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ବିରୋଧୀ ଦଳର ଏହି ନେତାଙ୍କ ଆବାସ ବାହାରେ ସାମରିକ ବାହିନୀର ଏକ ଟିମ୍‌ ଏବଂ ଦିଲ୍ଲୀ ପୋଲିସର ଅନେକ ଟିମ୍‌ ନିୟୋଜିତ ହୋଇଛନ୍ତି।…

ପୁଣି ପ୍ରଶଂସକଙ୍କୁ ଖୁସିଖବର ଦେଲେ ଆଲିଆ

ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି। ସେ ଆଜିକାଲି ଅଧିକ ସମୟ ଝିଅ ରାହାକୁ ଦେଉଛନ୍ତି। ଏସବୁ ଭିତରେ ସେ ନିଜ ଫ୍ୟାନ୍ସକୁ ଏକ ଖୁସି ଖବର ଦେଇଛନ୍ତି। ଖୁବଶୀଘ୍ର ୟଶ ରାଜ ଫିଲ୍ମସର…

ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି ରାସ୍ତାରେ ଫିଙ୍ଗିଦେଲେ ପଡ଼ୋଶୀ

ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ କେନ୍ଦୁଡିହା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜନୈକ ଅଭିଯୁକ୍ତ ଏକ କୁରାଢ଼ୀରେ ମହିଳାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାବୁଲି…

ଟ୍ରକ୍‌ ପଛରେ ପିଟି ହେଲା କାର୍‌: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ, ଅନ୍ୟ ୨ ଜଣ ଗୁରୁତର

ଯାଜପୁର,୪ା୭: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଛକ ଶର୍ମା ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଟ୍ରକ ପଛରେ କାର୍‌ ପିଟି ହେବାରୁ ଘଟଣାସ୍ଥଳରେ ୨…

ମା’-ଭଉଣୀଙ୍କୁ ଦେଖି ଭାବପ୍ରବଣ ହୋଇପଡିଲେ କୋହଲି: ସଙ୍ଗେ ସଙ୍ଗେ କଲେ ଏମିତି କାମ

ନୂଆଦିଲ୍ଲୀ,୪।୭: ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ ଇଣ୍ଡିଆ ଗୁରୁବାର ଭାରତ ଫେରିଛି। ରୋହିତ ଶର୍ମାଙ୍କ ସେନା ପ୍ରତ୍ୟାବର୍ତ୍ତନ ହେତୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପ୍ରଶଂସକଙ୍କ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଟ୍ରେଲର ଚାଳକଙ୍କ ଜୀବନ ଗଲା

ପାଟଣା,୪ା୭(ବୀରକିଶୋର ଦାଶ): ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁବାର ଜଣେ ଟ୍ରେଲର ଚାଳକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ଚେମେଣାରେ ଥିବା ଏକ ବିହାରୀ ଢାବା ପାଣିଟାଙ୍କିରେ ମୁହଁ ଧୋଇ ହେଉଥିବା…

ଗାଁ ମୁଣ୍ଡରୁ ମିଳିଲା ଭିଏଲ୍‌ଡବ୍ଲ୍ୟୁଙ୍କ ମୃତଦେହ

ଚୌଦ୍ୱାର,୪ା୭: କଟଜ ଜିଲା ଚୌଦ୍ବାର ଥାନା ଆଗ୍ରାହାଟ ପଞ୍ଚାୟତର ଏକ ଗାଁ ମୁଣ୍ଡରୁ ଜଣେ ଭିଏଲ୍‌ଡବ୍ଲ୍ୟୁଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ଗଦାଧର ଗୁରୁ ବୋଲି ଜଣାପଡ଼ିଛି। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।…

ସୁନକଙ୍କ ପାଇଁ ଅଗ୍ନିପରୀକ୍ଷା; ଏହି ବ୍ୟକ୍ତି ଦେବେ କଡ଼ା ଟକ୍କର

ଲଣ୍ଡନ,୪।୭: ବ୍ରିଟେନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ବ୍ରିଟେନର ଭୋଟରମାନେ ଭୋଟ ଦେବାକୁ ପ୍ରସ୍ତୁତ, ଏଠାରେ ଭୋଟ ଆଜି ଅର୍ଥାତ୍‌ ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ…

ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୭: ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଫୁଲ ଓ ରଙ୍ଗୋଲିରେ ସଜେଇ ହୋଇଥିଲା ଲୋକସେବା ଭବନ। ତେବେ ଗୁରୁବାର ବିଧିବଦ୍ଧ ଭାବେ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି କାର୍ଯ୍ୟ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଣ୍ଠୁ…

ଏହିଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ, କ୍ୟାବିନେଟରେ ସାମିଲ ହୋଇପାରନ୍ତି ନୂଆ ଚେହେରା

ଝାଡଖଣ୍ଡ,୪।୭: ପୁଣି ମଇଦାନକୁ ଫେରିଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହାପରେ ଆସନ୍ତା ଜୁଲାଇ ୭ରେ ସେ ଶପଥ ଗ୍ରହଣ କରିବେ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହ ସାରା ରାଜ୍ୟ ଏବେ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ…

‘ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ’

ଭୁବନେଶ୍ୱର,୪ା୭: ଲୋକସେବା ଭବନରେ ବିଧିବଦ୍ଧ ଭାବରେ ଗୁରୁବାର କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ସମୟରେ ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା…

ପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ଗୁରୁବାର ଭୋରରୁ ପୋଖରୀରେ ବୁଡ଼ି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ସିଙ୍ଗପୁର ଗ୍ରାମ କାଳୁପାତ୍ର ସାହିର ରଘୁ ସାହୁ(୭୦)। ରଘୁ ପ୍ରତିଦିନ ଭଳି ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?