ରୁକ୍ ନା ନେହି ହୈ’ର ଶୁଭାରମ୍ଭ
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଜେଏସ୍ଡବ୍ଲ୍ୟୁ ଗ୍ରୁପର ନୂତନ ଅଭିଯାନ ‘ରୁକ୍ ନା ନେହି ହୈ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପ୍ୟାରିସ୍ ଅଲିମ୍ପିକ୍-୨୦୨୪ ଗେମ୍ ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା…
ଏସ୍ବିଆଇର ସାଇବର ସଚେତନତା
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସ୍ବିଆଇ)ର ଭୁବନେଶ୍ୱର ମଣ୍ଡଳରେ ଯୋଗ ଦେଇ ପ୍ରଶିକ୍ଷଣ ନେଉଥିବା ବିଭିନ୍ନ ରାଜ୍ୟର ୭୪ ଜଣ ବ୍ୟାଙ୍କ ପ୍ରୋବେସନାରୀ ଅଫିସର(ବ୍ୟାଙ୍କ ପିଓ)ଙ୍କୁ ନେଇ ଏକାମ୍ର ଐତିହ୍ୟ କ୍ଷେତ୍ରରେ…
ନିଯୁକ୍ତି ସୃଷ୍ଟିରେ ଏଆଇ ବାଧକ
ଭୁବନେଶ୍ୱର, ୨୩।୭(ଅନୁରାଧା ମହାରଣା): କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏକ ବଡ଼ଧରଣର ରୋଜଗାର ସଙ୍କଟ ସୃଷ୍ଟି କରିବ ବୋଲି ସାରା ବିଶ୍ୱରେ ବିଭିନ୍ନ ସମୟରେ ଆଲୋଚନା ହେଉଛି। ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେରେ ମଧ୍ୟ ଏଆଇର ପ୍ରଭାବକୁ…
୨୦୩୦ ସୁଦ୍ଧା ବାର୍ଷିକ ୭୮.୫ ଲକ୍ଷ ନିଯୁକ୍ତି ସୃଷ୍ଟି ଆବଶ୍ୟକ
ଭୁବନେଶ୍ୱର, ୨୩।୭(ଅନୁରାଧା ମହାରଣା): ସଂସଦରେ ‘ଅର୍ଥନୈତିକ ସମୀକ୍ଷା ୨୦୨୩-୨୪’ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ଚତୁର୍ଥ ଶିଳ୍ପ ବିପ୍ଳବ ବିଶ୍ୱର ଶ୍ରମ ବଜାରକୁ ବ୍ୟାଘାତ ଏବଂ କ୍ରମାଗତ ଭାବରେ ପରିବର୍ତ୍ତନ କରୁଛି…
ଖସିଲା ଶେୟାର ବଜାର
ନୂଆଦିଲ୍ଲୀ,୨୩।୭ (ଅଭୟ ଦାଶ): କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ ଦିବସ)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ…
ବଜାରରେ କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ହୋମ୍ ଆପ୍ଲାଏନ୍ସ ବ୍ରାଣ୍ଡ୍ ତଥା କେଣ୍ଟ ହେଲ୍ଥ କେୟାର ପ୍ରଡକ୍ଟସର ନୂତନ ଉତ୍ପାଦ ‘କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ସହ ବଜାର ପ୍ରବେଶ ମଧ୍ୟ କରାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ…
ଗ୍ୟାଙ୍ଗଷ୍ଟର ଭୂମିକାରେ ମୋନା
ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ କେବଳ ଟିଭି ପରଦାରେ ନୁହେଁ ବରଂ ବଲିଉଡ୍ରେ ମଧ୍ୟ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ପ୍ରଡକ୍ସନ୍ ହାଉସ୍ର ଫିଲ୍ମରେ ମଧ୍ୟ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି।…
ଏହି ଦିନ ଦେଖାଦେବ ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ ଲୁଚିବ ଶନି
ଭୁବନେଶ୍ୱର, ୨୩ା୭(ଅସମାପିକା ସାହୁ):ଆସନ୍ତା ୨୪ ତାରିଖରେ ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଘଟଣା ଦେଖିବାର ସୁଯୋଗ ମିଳିବ। ବୁଧବାର ମଧ୍ୟରାତ୍ର ପରେ ଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇଯିବ। କିଛି ସମୟ…
ଏଇ ଭାରତରେ
ଭି. ସହେଲି, ଲକ୍ଷ୍ୟ ଗୋସ୍ବାମୀ, ଉଦୟ ସିଂ, ସୌରିଶ ଗ୍ରୋଭର ଏବଂ ଅର୍ମାନ ଶରନ ଏକାବେଳକେ ଦୁଇଟି କାମ କରୁଥିବା ଏକ କୁଲିଂ ଡିଭାଇସ ଆବିଷ୍କାର କରିଛନ୍ତି। ଏହା ମଧ୍ୟ ହିଟର ଭାବେ କାମ କରୁଛି। ଏହି କୁଲରର ନାମ ରଖାଯାଇଛି…
ଆହୁରି ୪ଦିନ ବର୍ଷିବ: ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୨୩ା୭(ଅସମାପିକା ସାହୁ):ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ସୋମବାର ପୁରୀରେ ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଅଧିକାଂଶ ଜିଲାରେ ପ୍ରବଳ ବର୍ଷିଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଜାରି ରହିବ। ଦୁଇଦିନ କିଛି…
ଖାଦ୍ୟ ପାଇଁ ସୈନ୍ୟଙ୍କୁ ଦେହଦାନ କରୁଛନ୍ତି ସୁଦାନ ମହିଳା
ନୂଆଦିଲ୍ଲୀ,୨୩ା୭:ଯୁଦ୍ଧ କ୍ଷତିଗ୍ରସ୍ତ ସୁଦାନର ଜନସାଧାରଣ ଉତ୍କଟ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି। ସେଠାର ମହିଳାମାନେ ପରିବାର ସଦସ୍ୟଙ୍କୁ ଖାଦ୍ୟ ଯୋଗାଇବାକୁ ଯାଇ ସୈନ୍ୟମାନଙ୍କୁ ଦେହଦାନ କରିବାକୁ ବାଧ୍ୟ ହେଉଥିବା ଏକ ରିପୋର୍ଟ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ବହୁସଂଖ୍ୟାରେ ମହିଳା ସେମାନଙ୍କ ଦୁତ୍ଃଖ…
ପ୍ରେରଣା ଓ ପ୍ରତାରଣା
ସମାଜରେ ଅସାମାଜିକ ତତ୍ତ୍ୱଙ୍କ ସଂଖ୍ୟା ବୃଦ୍ଧି ପାଇ ସମାଜକୁ ବିଶୃଙ୍ଖଳିତ କରିଦେଉଛି। ମଣିଷର ଭକ୍ତି ଓ କୃତି ମଧ୍ୟରେ ଭୟଙ୍କର ବ୍ୟବଧାନ। ଗତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ବ୍ୟକ୍ତିର ବ୍ୟକ୍ତିତ୍ୱ ମହନୀୟତାରେ ଉଦ୍ଭାସିତ ଥିଲା। ସମ୍ପ୍ରତି ବ୍ୟକ୍ତିର ବ୍ୟକ୍ତିତ୍ୱରେ ଦେଖାଦେଇଛି କାଳବୈଶାଖୀର…

