Home

ଆରଜି କର ମାମଲା ମମତା ସରକାରଙ୍କ ପାଇଁ ଚେତାବନୀ, କାହିଁକି ଏମିତି କହିଲେ ଦଳ ଛାଡିଥିବା ନେତା

କୋଲକାତା,୧୦।୯: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ (ଟିଏମସି) ଛାଡିବା ପରେ ଜବାହର ସରକାର ସୋମବାର କହିଛନ୍ତି ଯେ ସେ ରାଜନୀତିରୁ ବାହାରିବା ତାଙ୍କ ମୂଲ୍ୟବୋଧକୁ ହ୍ରାସ କରିବ ନାହିଁ ଏବଂ ମହିଳା ଅଧିକାରକୁ ସମର୍ଥନ କରିବା ଦିଗରେ ଦେଇଥିବା ପ୍ରତିବଦ୍ଧତାକୁ ହ୍ରାସ କରିବ…

ସନ୍ଦୀପ ଘୋଷଙ୍କ ଆଉ ଏକ କଳାଧନ୍ଦା! ଷ୍ଟୁଡେଣ୍ଟଙ୍କ ପ୍ରାଇଭେଟ ପାର୍ଟ ଛୁଇଁ ପଚାରୁଥିଲେ…

କୋଲକାତା,୧୦।୯: ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ସ୍କାନରରେ ଅଛନ୍ତି। ଘୋଷଙ୍କ କଳାଧନ୍ଦାର ପରଦା ଉଠାଇବାରେ ସିବିଆଇ କ୍ରମାଗତ ଭାବରେ ଚେଷ୍ଟା…

ନଭେମ୍ବର ୨୫ରୁ ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଭାରତରେ ପ୍ରଥମ ଥର ପାଇଁ ଏକ ୬ ଦିନିଆ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪ ନଭେମ୍ବର ୨୫ରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌, ଆଇଟିପିଓ, ପ୍ରଗତି ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱସ୍ତରରେ ସମବାୟ ଆନ୍ଦୋଳନ ନିମନ୍ତେ ରହିଥିବା…

ଏସ୍‌ବିଆଇ ପ୍ରପର୍ଟି ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପ୍ରପର୍ଟି ଏକ୍ସପୋ-୨୦୨୪ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ଶାଖା ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଏସବିଆଇ…

ପିଏମ୍‌ବିଆଇ ସହ ସିଆଇଏଲ୍‌ର ବୁଝାମଣା

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ତଥା ଫାର୍ମାସ୍ୟୁଟିକାଲ୍‌ସ ଆଣ୍ଡ ମେଡିକାଲ ଡିଭାଇସ ବ୍ୟୁରୋ ଅଫ୍‌ ଇଣ୍ଡିଆ ବା ପିଏମ୍‌ବିଆଇ ଏବଂ କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ…

ସେମିକନ ଇଣ୍ଡିଆକୁ ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ଆବଶ୍ୟକତା ଓ ଶିଳ୍ପର ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଭାରତ ସରକାର ଓ ଘରୋଇ ଶିଳ୍ପୋଦ୍ୟୋଗୀଙ୍କ ମିଳିତ ସହଯୋଗରେ ଏକ ୩ ଦିନିଆ ଜାତୀୟ ସମ୍ମିଳନୀ ‘ସେମିକନ ଇଣ୍ଡିଆ-୨୦୨୪’ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ହେବାକୁ ଯାଉଛି।…

ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନ୍‌ସର ସେଣ୍ଟର

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ କେୟାର ଚେନ ‘ମେଡିକୋଭର କ୍ୟାନସର ଇନ୍‌ଷ୍ଟିଚ୍ୟୁଟ’ର ନୂତନ ଏବଂ ଅତ୍ୟାଧୁନିକ କ୍ୟାନସର ୟୁନିଟ୍‌ ବା ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର ନିକଟରେ ବିଶାଖାପାଟଣାର ଆରିଲୋଭା ହେଲ୍‌ଥ ସିଟିଠାରେ…

ଆଦାନୀ ହେବେ ଟ୍ରିଲିୟନେୟାର

ନୂଆଦିଲ୍ଲୀ, ୧୦।୯ (ଅଭୟ ଦାଶ): ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ୨୦୨୭ରେ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଟ୍ରିଲିୟନେୟାର ତାଲିକାରେ ସାମିଲ ହେବେ। ଏପରିକି ସେତେବେଳକୁ ତାଙ୍କ ସମ୍ପତ୍ତି ଏକ ହଜାର ବିଲିୟନ…

ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସର

ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ୧୧୯ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସରକୁ ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ମହାପ୍ରବନ୍ଧକ ବିକାଶ କ୍ରିଷ୍ଣା…

ପାର୍ବଣ ଋତୁରେ ଆକାଶଛୁଆଁ ଧନିଆ ପତ୍ର, ଶାଗ ଦର

ଭୁବନେଶ୍ୱର,୧୦।୯ (ଅନୁରାଧା ମହାରଣା): ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଅତ୍ୟଧିକ ବର୍ଷା ହେତୁ ପ୍ରମୁଖ ସହରଗୁଡିକରେ ପନିପରିବା ଯୋଗାଣ ବ୍ୟାହତ ସହ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଥିବା କୁହାଯାଉଛି। ଏସବୁ ମଧ୍ୟରେ ସବୁଜ ପନିପରିବା ମଧ୍ୟରେ ଧନିଆପତ୍ରର ମୂଲ୍ୟ ସର୍ବାଧିକ ବୃଦ୍ଧି…

ମୃତ ଡାକ୍ତରଙ୍କ ପରିବାରକୁ ଟଙ୍କା ଯାଚିନାହିଁ: ମମତା

କୋଲକାତା,୧୦ା୯: କୋଲକାତା ଆର୍‌.ଜି. କର ହସ୍ପିଟାଲର ମହିଳା ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ କଦାପି ଟଙ୍କା ଯାଚି ନ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି। ଡାକ୍ତରଙ୍କ ପରିବାରକୁ ଟଙ୍କା ଯଚାଯାଇଥିବା, ମାମଲାକୁ ଚାପିଦେବାକୁ ପୋଲିସ ଉଦ୍ୟମ କରିଥିବା ଆଦି…

ଆଲିଆଙ୍କ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ ଅବତାର

ମୁମ୍ବାଇ: ଭାସନ୍‌ ବାଲାଙ୍କ ନିର୍ଦ୍ଦେଶିତ କ୍ରାଇମ ଥ୍ରୀଲର ଫିଲ୍ମ ‘ଜିଗ୍‌ରା’ର ପ୍ରଥମ ଟିଜର ରିଲିଜ ହୋଇଛି। ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ଙ୍କ ଭୂମିକାରେ ନଜରକୁ ଆସିଛନ୍ତି। ଉକ୍ତ ଟିଜର ଏକ ଭାବପ୍ରବଣ ଦୃଶ୍ୟରୁ ଆରମ୍ଭ ହୋଇଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?