Home

ପାକିସ୍ତାନବାସୀ ଭାରତଠାରୁ କିଛି ଶିଖନ୍ତୁ, ପଡୋଶୀ ଦେଶକୁ କାହିଁକି ଏମିତି ଉପଦେଶ ଦେଲା ଏଡିବି

ଇସଲାମାବାଦ,୧୫।୯: ଦି ଏକ୍ସପ୍ରେସ ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁଯାୟୀ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଏହାର ସଂଘର୍ଷପୂର୍ଣ୍ଣ ଶିକ୍ଷା କ୍ଷେତ୍ରକୁ ସମାଧାନ କରିବା ପାଇଁ ଭାରତର ‘ଆଜୀବନ ଶିକ୍ଷା ପାଇଁ ଅଲ ଇନ ସୋସାଇଟି’ ବା ‘Understanding of Lifelong Learning…

ଅଗ୍ନିପରୀକ୍ଷା ପାଇଁ ପ୍ରସ୍ତୁତ କେଜରିଓ୍ବାଲ, କାହିଁକି ଏମିତି କହିଲେ ରାଘବ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଦୁଇ ଦିନ ମଧ୍ୟରେ ସେ ଏହି ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। କେଜରିୱାଲଙ୍କ ଇସ୍ତଫା ସମ୍ପର୍କରେ ଏମି ରାଘବ ଚଢା କହିଛନ୍ତି…

ଅଜିତ ପାଓ୍ବାର ହେବେ ମୁଖ୍ୟମନ୍ତ୍ରୀ! ରାଜ୍ୟ ରାଜନୀତି ସରଗରମ

ମୁମ୍ବାଇ,୧୫।୯: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ତୀବ୍ର ହୋଇଛି। ଏଠାରେ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ନିର୍ବାଚନ ହୋଇପାରେ ବୋଲି ବିଶ୍ୱାସ ରହିଛି। ଏହି କାରଣରୁ, ସମସ୍ତ ଦଳ ପ୍ରସ୍ତୁତ ହୋଇ ଲୋକଙ୍କ ମଧ୍ୟରେ ରାଲି କରିବା ଆରମ୍ଭ କରି ଦେଇଛନ୍ତି।…

ଇନ୍‌ଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କଲେ ଦୀପିକା, ପୋଷ୍ଟରେ ଲେଖିଲେ ଏମିତି…

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସେପ୍ଟେମ୍ବର ୮ରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହା ବିଷୟରେ ରଣବୀର ସିଂ ଇନ୍‌ଷ୍ଟାଗ୍ରାମରେ ଦେଇଥିଲେ। ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପୂର୍ବରୁ ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମ…

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୫।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସୁରକ୍ଷା ରେ ରବିବାର ଏକ ବଡ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଝିରେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଦୌଡି ଯାଇଥିଲେ। ପ୍ରଥମେ ଅଜ୍ଞାତ ବ୍ୟକ୍ତିଙ୍କ ଏହି କାର୍ଯ୍ୟ ହେତୁ ସେଠାରେ କେହି…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ ୧୭ କିଲୋମିଟର। ଏଠାକୁ ଟ୍ରେନ୍‌ ଓ ବସ୍‌ ସୁବିଧା ରହିଥିବାବେଳେ ସେଠାରୁ ସିଟିବସ୍‌, କାର,…

ଜେଲରୁ ବାହାରିବା ପରେ ପରେ ହିଁ କାହିଁକି ଇସ୍ତଫା ଦେଲେ କେଜରିଓ୍ବାଲ? ଗୋଟିଏ ଗୁଳିରେ କେମିତି କଲେ ଦୁଇଟି ଶିକାର ଜାଣନ୍ତୁ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ନିଜ ଆସନ ଛାଡିବେ ବୋଲି ଏଏପି ସଂଯୋଜକ କହିଛନ୍ତି। ଅରବିନ୍ଦ କେଜରିୱାଲ ପ୍ରାୟ ୬ମାସ ଜେଲରେ ରହିଥିଲେ। ସେତେବେଳେ ମଧ୍ୟ ତାଙ୍କ ଇସ୍ତଫା…

ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା

କର୍ଲାମୁଣ୍ଡା,୧୫ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତଥା ମିଶନ ଶକ୍ତି ପକ୍ଷରୁ ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ସିଡିପିଓ କଳ୍ପଳତା ତ୍ରିପାଠୀ, ମିଶନ…

ଜଣେ ମହିଳା ହେବେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛନ୍ତି। ତେବେ ତାଙ୍କ…

ପୂରଣ ହେବ କି କେଜ୍‌ରିଓ୍ବାଲଙ୍କ ଦାବି, ଦିଲ୍ଲୀ ନିର୍ବାଚନକୁ ନେଇ ECI ଦେଲେ ବଡ଼ ସୂଚନା, କହିଲେ…

ନୂଆଦିଲ୍ଲୀ,୧୫ା୯: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଏକ ରାଜନୈତିକ କାର୍ଡ ଖେଳିଛନ୍ତି। ଯେଉଁଥିରେ ସେ କହିଛନ୍ତି, ସେ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ…

କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, କେଜ୍‌ରିଓ୍ବାଲ ଦେଲେ ବଡ଼ ସୂଚନା, କହିଲେ…

ନୂଆଦିଲ୍ଲୀ,୧୫ା୯: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନରେ ଆସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି। ସେ ଆପ୍‌ର କର୍ମୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଦୁଇ ଦିନ ମଧ୍ୟରେ ଇସ୍ତଫା ଦେବାକୁ ଯାଉଛି। ପରବର୍ତ୍ତୀ…

ବାଂଲାଦେଶକୁ ନୂଆ ଉପହାର ଦେଲା ଭାରତ, ପ୍ରତି ପରିବାର ହେବେ ଖୁସି!

ନୂଆଦିଲ୍ଲୀ/ଢାକା,୧୫।୯: ଶେଖ ହାସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆଉ ପୂର୍ବଭଳି ନାହିଁ। ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହୋଇଥିବା ହିଂସା ଭାରତର ଚିନ୍ତା ବଢାଇ ଦେଇଛି। ଏହି ସମୟରେ ମଧ୍ୟବର୍ତ୍ତୀକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?