Home

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଯଦି ତ୍ରୁଟି ଅଛି ତେବେ…

ଭୁବନେଶ୍ୱର,୯ା୧୦: ବୁଧବାର ଅର୍ଥାତ୍‌ ୯ ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ୫୦୦୦ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ତେବେ ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ପ୍ରେସ୍‌ମିଟ୍‌ରେ ସୂଚନା…

ଗରିବଙ୍କୁ ଦଶହରା ଭେଟି ଦେଲେ କେନ୍ଦ୍ର ସରକାର, ୨୦୨୮ ଯାଏ…

ନୂଆଦିଲ୍ଲୀ,୯।୧୦: ଦଶହରା ଉପଲକ୍ଷେ ଦେଶର କୋଟି କୋଟି ଗରିବଙ୍କୁ କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏହି ଯୋଜନାର ଲାଭ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ…

ଆଜି ଖାତାକୁ ଆସିନି ସୁଭଦ୍ରା ଟଙ୍କା, ପୁନର୍ବାର କରିପାରିବେ କି ଆବେଦନ, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା…

ଭୁବନେଶ୍ୱର,୯।୧୦: ଖାତାକୁ ଆସିଛି ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଟଙ୍କା ବଣ୍ଟନ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ…

ହ୍ୟାଟ୍ରିକ୍‌ ବିଜୟ ପରେ ବି ହରିୟାଣାରେ ଭାଜପାକୁ ବଡ଼ ଝଟ୍‌କା: ଜାଣନ୍ତୁ କ’ଣ ଘଟିଲା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ ୨୦୨୪ରେ ଭାଜପା ଏକ ବଡ ବିଜୟ ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ମନ୍ତ୍ରୀମଣ୍ଡଳର ୧୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ଜଣ ମନ୍ତ୍ରୀ ନିର୍ବାଚନରେ ହାରିଛନ୍ତି, ମାତ୍ର ଦୁଇଜଣ ମନ୍ତ୍ରୀ ଜିତିଛନ୍ତି। ହାରିଯାଇଥିବା…

ରାହୁଲଙ୍କ ଘରକୁ ୧ କିଲୋ ଜିଲାପି ପଠାଇଲା ହରିୟାଣା ଭାଜପା

ଚଣ୍ଡିଗଡ଼,୯।୧୦: ହରିୟାଣା ନିର୍ବାଚନରେ ଜିଲାପିକୁ ନେଇ ରାଜନୈତିକ ଚର୍ଚ୍ଚା ଶୀଖରରେ। ବିଶେଷକରି କଂଗ୍ରେସର ପରାଜୟ ପରେ ଭାଜପା ପକ୍ଷରୁ ଜିଲାପି ବାହାନାରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସକୁ କଟାକ୍ଷ କରାଯାଉଛି। ଲଗାତର ଭାବେ ତୃତୀୟ ଥର ଲାଗି ରାଜ୍ୟରେ ଭାଜପା ସରକାର…

ଅନନ୍ତନାଗରେ ୨ ଯବାନଙ୍କୁ ଅପହରଣ: ଜଣେ ଖସି ଆସିଲେ, ଅନ୍ୟଜଣଙ୍କୁ ହତ୍ୟା

ଅନନ୍ତନାଗ,୯।୧୦: ଜମ୍ମୁ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀମାନେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜସ୍ବ ଉଦ୍ୟମରେ ଖସି ଆସିଥିବା ବେଳେ ବୁଧବାର ଜଣେ ନିଖୋଜ ଥିଲେ। ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ ଅପରେଶନ…

ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍‌: ବଢୁଛି ଅସନ୍ତୋଷ

ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ ଗ୍ରାମ। ଏହି ଗ୍ରାମରେ ୮୦ ଭାଗ ଲୋକ ବ୍ୟବସାୟ ସହିତ ସଂଶ୍ଳିଷ୍ଟ। ସମସ୍ତ ବ୍ୟବସାୟ…

୭୦% ପ୍ରତିଶତ ଅର୍ଥ ହରିଲୁଟ୍‌: ମୋହନ ସରକାର କରିବେନି ବରଦାସ୍ତ

ଛତ୍ରପୁର, ୯।୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ଗଞ୍ଜାମ ଜ଼ିଲାପରିଷଦ ବୈଠକ ବୁଧବାର ଜ଼ିଲାପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବସିଛି। ପ୍ରତି ୩ ମାସକୁ ଥରେ ଜ଼ିଲାପରିଷଦ ବୈଠକ ବସିବାର ନିୟମ ଥିବାବେଳେ ଗଞ୍ଜାମରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ଭାରତକୁ ବଡ଼ ଝଟ୍‌କା: ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍‌ ପଡ଼ିଲେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅଡ଼ୁଆ ଥମିବାର ନାଁ ଧରୁନି। ଶାମି ଆଜିକାଲି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପାଇଁ…

ବଢୁଛି ଦାଦନ ସମସ୍ୟା: ଦାଦନ ଖଟିବାକୁ ଯାଇ ମହିଳାଙ୍କ ଚାଲିଗଲା ଜୀବନ

ଦାରିଙ୍ଗବାଡି,୯।୧୦(ଅରୁଣ ସାହୁ): ଦାଦନ ଖଟିବାକୁ ଯାଇ ମହିଳାଙ୍କ କେରଳରେ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ପଞ୍ଚାୟତ କେରୁବାଡି ଗ୍ରାମ ଶ୍ରାମବା ସାହିର ସସ୍ମିତା ନାୟକ ଓରଫ ରଞ୍ଜୁତା (୪୦)।…

ଆରବିଆଇର ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୯।୧୦: ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ନୀତି ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏମ୍‌ପିସି ୫୧ତମ ବୈଠକରେ ଆଲୋଚନା ପରେ ରେପୋ ହାର ୬.୫%ରେ ରଖାଯାଇଥିଲା। ଗୁରୁବାର ତିନି ଦିନିଆ ଏମସିସି ବୈଠକ ପରେ ଆରବିଆଇ ଗଭର୍ନର…

ନକ୍ସଲବାଦ ଶେଷ କରିବ ‘ଗ୍ରାମୋଦୟ’: ଏହି ୧୦ ଜିଲାରେ ମିଳିବ ଶତ ପ୍ରତିଶତ ସରକାରୀ ସୁବିଧା

ଭୁବନେଶ୍ୱର,୯ା୧୦(ଅନିଲ ଦାସ):ମାଓବାଦୀ ପ୍ରଭାବିତ ୧୦ ଜିଲାର ୫୮୩ ଗ୍ରାମର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରାଯାଇଛି। ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?