Home

ଭାରତର ଶତ୍ରୁ ଏବେ ଚାଲିଲାଣି ‘ଲାଠି’ର ସାହାରାରେ!

ନୂଆଦିଲ୍ଲୀ,୧୦।୧୦: ଯଦି ଆମେ ଭାରତର ଶତ୍ରୁମାନଙ୍କ ବିଷୟରେ କହିବା, ତେବେ ଚାଇନା ଏବଂ ପାକିସ୍ତାନର ନାମ ସମସ୍ତଙ୍କ ମନକୁ ଆସିବ। ହେଲେ ଏବେ ସମୟ ବଦଳିଲାଣି। ଏହି ଦୁଇଦେଶର ନାଲି ଆଖି ଏବେ ଧିରେ ଧିରେ ଫିକା ପଡିବାରେ ଲାଗିଲାଣି। ପାକିସ୍ତାନ…

ଜୟଶଙ୍କର ହଁ କହିବାରୁ ଖୁସି ହୋଇଗଲା ପାକିସ୍ତାନ…,ହେଲେ ଖରାପ ହେବ କି ସମ୍ପର୍କ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ/ଇସଲାମାବାଦ,୧୦।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ଶେଷରେ ପାକିସ୍ତାନ ଗସ୍ତ କରି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେ ପ୍ରାୟ ୧୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ଯାଉଛନ୍ତି। ସେ…

ଏହି ଗୋଟିଏ ମାତ୍ର ଫିଲ୍ମର ପ୍ରଯୋଜକ ଥିଲେ ରତନ ଟାଟା, ଅଭିନୟ କରିଥିଲେ ଅମିତାଭ ବଚ୍ଚନ

ମୁମ୍ବାଇ,୧୦ା୧୦: ଜଣେ ଶିଳ୍ପପତି ହେବା ବ୍ୟତୀତ ରତନ ଟାଟା ମଧ୍ୟ ଜଣେ ଫିଲ୍ମପ୍ରେମୀ ଥିଲେ। ୨୦୦୪ରେ ରତନ ଟାଟା ଏକ ବଲିଉଡ୍‌ ଫିଲ୍ମର ପ୍ରଯୋଜନା କରିଥିଲେ। ରତନ ଟାଟା ଏହି ଫିଲ୍ମଟି ଜତିନ କୁମାରଙ୍କ ସହ ପ୍ରଯୋଜନା କରିଥିଲେ। ୧୯୯୬ରେ ହଲିଉଡ୍‌…

କାହିଁକି ସମ୍ପୂର୍ଣ୍ଣ ତାଜ ହୋଟେଲକୁ ବୋମାରେ ଉଡାଇ ଦେବାକୁ କହିଥିଲେ ରତନ ଟାଟା

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରସିଦ୍ଧ ବିଜନେସ ଟାଇକୁନ ରତନ ଟାଟାଙ୍କର ବୁଧବାର ରାତିରେ (୯ ଅକ୍ଟୋବର ୨୦୨୪) ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ପରଲୋକ ହୋଇଛି। ନିଜର ସରଳ ସ୍ବଭାବ ଏବଂ ଦୟାର୍ଦ ହୃଦୟ ପାଇଁ ଲୋକଙ୍କ ହୃଦୟରେ ଏକ…

କାହିଁକି ସମସ୍ତଙ୍କ ସାମ୍ନାରେ କାନ୍ଦିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଭାବୁକ

ନୂଆଦିଲ୍ଲୀ,୧୦।୧୦: ସାଧାରଣତଃ ଆପଣ ଦେଖିଥିବେ ନେତାମାନେ ଭୋଟ ମାଗନ୍ତି, ଦଳର ସଫଳତାକୁ ଗଣନା କରନ୍ତି କିମ୍ବା ବିରୋଧୀ ଦଳ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। କିନ୍ତୁ ଜଣେ ନେତାଙ୍କୁ ସର୍ବସାଧାରଣରେ କାନ୍ଦୁଥିବା ଦେଖିବାକୁ ବହୁତ କମ୍‌ ମିଳେ। କିନ୍ତୁ ଅକ୍ଟୋବର…

ସାହିତି୍ୟକା ହାନ୍‌ କାଙ୍ଗ୍‌ ପାଇବେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର

ସିଓଲ,୧୦ା୧୦: ଦକ୍ଷିଣ କୋରିଆ ଲେଖିକା ହାନ୍‌ କାଙ୍ଗ୍‌ଙ୍କୁ ୨୦୨୪ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ତାଙ୍କ ରଚିତ କାବ୍ୟାତ୍ମକ ଗଦ୍ୟ ଐତିହାସିକ ଆଘାତର ସାମ୍‌ନା କରିବା ସହ ମାନବ ଜୀବନର ଭଙ୍ଗୁରତାକୁ ପଦାରେ ପକାଇଥାଏ ବୋଲି ନୋବେଲ…

ଟ୍ରକ୍‌ ପଛରେ କାହିଁକି ଲେଖାଯାଇଥାଏ ‘OK TATA’, ଏହାର ଅର୍ଥ କ’ଣ? ରତନ ଟାଟାଙ୍କ ସହ ସମ୍ପର୍କ କ’ଣ…

ନୂଆଦିଲ୍ଲୀ,୧୦।୧୦: ଯାତ୍ରା ସମୟରେ ଆପଣ ଟ୍ରକ୍‌ ପଛରେ କବିତା ସହ ଦୁଇଟି ଶବ୍ଦ ଲେଖାଯାଇଥିବା ଦେଖିଥାଇପାରନ୍ତି। ତାହା ହେଲା-OK TATA। ଏହି ଶବ୍ଦ ଟ୍ରକ୍‌ର ନେମ୍‌ପ୍ଲେଟ୍‌ର ନମ୍ବରଠାରୁ ବଡ଼ ଅକ୍ଷରରେ ଲେଖାଯାଇଥାଏ। ଅଧିକାଂଶ ଲୋକ ଏହାର ଅର୍ଥ ଜାଣନ୍ତି ନାହିଁ। କିଛି…

ରାହୁଲ କହିଲେ କେଉଁ ନେତାଙ୍କ ପାଇଁ ହରିୟାଣାରେ ହାରିଲା କଂଗ୍ରେସ

ନୂଅଦେିଲ୍ଲୀ,୧୦।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟକୁ ସହଜରେ ହଜମ କରିପାରୁ ନାହିଁ। ଫଳସ୍ବରୂପ, ବିଜୟକୁ ନେଇ ଅତ୍ୟଧିକ ଆତ୍ମବିଶ୍ୱାସୀ କଂଗ୍ରେସ ମଧ୍ୟ ଏହି ଫଳାଫଳକୁ ବିଶ୍ଳେଷଣ କରିବା ପାଇଁ ଗୁରୁବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିଛି। ଏହି ସଭାରେ…

ବେଙ୍ଗାଲୁରୁରେ ଲୁଚିଛପି ହିନ୍ଦୁ ନାଁରେ ରହୁଛନ୍ତି ପାକିସ୍ତାନ ମୁସଲମାନ!

ବେଙ୍ଗାଲୁରୁ,୧୦।୧୦: କର୍ନାଟକର ରାଜଧାନୀରେ ପୋଲିସ ଏକ ବଡ ଠକେଇର ଫର୍ଦ୍ଦାଫାଶ କରିଛି। ପାକିସ୍ତାନୀ ନାଗରିକମାନେ ହିନ୍ଦୁ ନାମରେ ବର୍ଷ ବର୍ଷ ଧରି ବେଙ୍ଗାଲୁରୁରେ ରହୁଥିଲେ ଏବଂ ନକଲି ପରିଚୟ ସହ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ଭାରତୀୟ ଜୀବନଶୈଳୀ ଗ୍ରହଣ କରିଥିଲେ। ଏହି…

ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ…

ଯାଜପୁର,୧୦ା୧୦: ଯାଜପୁର ବିଜେଡି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀ ଯୋଗ ନ ଦେବାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର୍‌ ଧରିଛି। ଅମର କାହିଁକି ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହେଲେ ନାହିଁ। ବିଭିନ୍ନ ଚର୍ଚ୍ଚା, ଆଲୋଚନା, ତର୍କ ବିତର୍କ…

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସ ସିଲ୍‌, ଘର ସୋଫାରୁ ସରକାର ଚଳାଉନ୍ତି CM ଆତିଶୀ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସିଏମ୍‌ ଆବାସ ଖାଲି କରାଯିବାକୁ ନେଇ ଆପ୍‌ ଭାଜପାକୁ ଟାର୍ଗେଟ କରିଛି। ନବରାତ୍ରୀ ସମୟରେ ଜଣେ…

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଭୀମ୍‌ସାରରେ ଭର୍ତ୍ତି କରାଯାଇଛି। କନଷ୍ଟେବଳ ସରୋଜ ପ୍ରଧାନଙ୍କୁ ଆକ୍ରମଣକରି ପାପୁଲି ଛିଣ୍ଡାଇଥିବା କମଲୁଙ୍କୁ ଧରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?