Home

ପ୍ଲେଜର ମ୍ୟାରେଜ କ’ଣ, ମୁସଲିମ ଦେଶରେ କାହିଁକି ବଢୁଛି ଏହାର ଚଳଣି?

ଜାକର୍ତ୍ତା: ଇଣ୍ଡୋନେସିଆ ହେଉଛି ଦକ୍ଷିଣ ପୂର୍ବ ଏସିଆରେ ଅବସ୍ଥିତ ଏକ ମୁସଲମାନ ବହୁଳ ଦେଶ। ଏବେ ଏଠାରେ ଏକ ସ୍ବତନ୍ତ୍ର ବିବାହକୁ ନେଇ ଆଲୋଚନା ହେଉଛି। ସୂଚନା ଅନୁସାରେ ଏଠାରେ ଥିବା ଝିଅମାନେ ଟଙ୍କା ବଦଳରେ କିଛି ସମୟ ପାଇଁ ଅସ୍ଥାୟୀ…

ସ୍କୁଲରେ ଅଜବ ନିୟମ: ୱାଶ୍‌ରୁମ୍‌ ନ ଗଲେ ଏକ୍ସଟ୍ରା ମାର୍କ

ୱାଶିଂଟନ୍‌:ତେବେ ପିଲାଙ୍କ ପରୀକ୍ଷାକୁ ନେଇ ଆମେରିକାର କାଲିଫର୍ନିଆର ଏକ ବିଦ୍ୟାଳୟରୁ ଗୋଟିଏ ଆଶ୍ଚର୍ଯକର ଘଟଣା ସାମ୍‌ନାକୁ ଆସିଛି। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କ ଏକ ଅଜବ ଆଦେଶକୁ ନେଇ ବିବାଦ ଦେଖାଦେଇଛି। ସମ୍ପୃକ୍ତ ଶିକ୍ଷୟିତ୍ରୀ କରିଥିବା ନିୟମ ଅନୁଯାୟୀ, ଯଦି ସେ…

୮୬ ବିଧାୟକ କୋଟିପତି: ଏହି ବିଧାୟକଙ୍କ ଅଛି ସବୁଠୁ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୧୧ା୧୦:ହରିୟାଣା ବିଧାନସଭାର ୯୦ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୮୬ ଜଣ ଅର୍ଥାତ୍‌ ୯୬ ପ୍ରତିଶତ କୋଟିପତି ହୋଇଥିବାବେଳେ ୧୨ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ୯୦ ବିଧାୟକ ଦାଖଲ…

ଦୁବାଇରେ ମହାଦେବ ବେଟିଂ ଆପ୍‌ ମାଲିକ ଅଟକ

ଦୁବାଇ,୧୧ା୧୦: ମହାଦେବ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ ତଥା ମାଷ୍ଟରମାଇଣ୍ଡ୍‌ ସୌରଭ ଚନ୍ଦ୍ରକରଙ୍କୁ ଦୁବାଇରେ ଅଟକ ରଖାଯାଇଛି। ଇଣ୍ଟରପୋଲର ରେଡ୍‌ କର୍ନର ନୋଟିସ୍‌ ପରେ ତାଙ୍କୁ ଅଟକ ରଖାଯାଇଛି। ସପ୍ତାହେ ଭିତରେ ସୌରଭଙ୍କୁ ଭାରତ ଅଣାଯିବା ସମ୍ଭାବନା ରହିଛି। ଦେଶର ବିଭିନ୍ନ…

କଂଗ୍ରେସ ହାଇକମାଣ୍ଡଙ୍କୁ ଅନ୍ଧାରରେ ରଖିଥିଲେ ଭୁପେନ୍ଦ୍ର ସିଂ ହୁଡ୍ଡା: ଚାଞ୍ଚଲ୍ୟକର ଖୁଲାସା

ଚଣ୍ଡିଗଡ,୧୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ସୂଚନାନୁସାରେ, ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ଉପରେ କଂଗ୍ରେସ ନେତୃତ୍ୱ ରାଗିଛନ୍ତି। ଫଳାଫଳକୁ ନେଇ ଦଳର ନେତୃତ୍ୱ ନିରାଶ ହୋଇଛନ୍ତି। କୁହାଯାଉଛି ଯେ ଭୁପେନ୍ଦ୍ର ସିଂ ପ୍ରକୃତ…

ରକୁଲ ‘ସ୍ତ୍ରୀ ନମ୍ବର ୧’

ମୁମ୍ବାଇ:ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଗୁରୁବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ବିବାହ କରିବାପରେ ଏହା ହେଉଛି ତାଙ୍କର ପ୍ରଥମ ଜନ୍ମଦିନ। ରକୁଲଙ୍କ ଜନ୍ମଦିନକୁ ସ୍ବାମୀ ଜ୍ୟାକି ଭଗ୍‌ନାନୀ ସ୍ବତନ୍ତ୍ର ଭାବେ ସେଲିବ୍ରେଟ କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟଗ୍ରାମରେ ରାକୁଲଙ୍କୁ…

ବିଶ୍ବର ସବୁଠୁ ଧନୀ ପରିବାର: ୪୦୦୦ କୋଟିର ଘର, କାର୍‌ ସଂଖ୍ୟା ଜାରିଲେ ଉଡିଯିବ ହୋଶ୍‌

ଆବୁଧାବି:ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ସ୍ଥିତ ଆବୁଧାବିର ଅଲ୍‌ ନାହୟାନ ରାଜ ପରିବାର ହେଉଛି ବିଶ୍ବର ସବୁଠାରୁ ଧନୀ ପରିବାର। ଏହି ପରିବାରର ସମୁଦାୟ ସମ୍ପତ୍ତିର ମୂଲ୍ୟ ୩୦୦ ବିଲିୟନ ଡଲାରରୁ ଅଧିକ। ଅନେକ ଘରୋଇ ଜେଟ୍‌, ଫୁଟ୍‌ବଲ୍‌ କ୍ଲବ୍‌, ତୈଳ ଭଣ୍ଡାର…

ଏମିତି ଦେଶ, ଯେଉଁଠି ଦୋଷୀଙ୍କୁ ମିଳିଥାଏ ସର୍ବାଧିକ ମୃତ୍ୟୁଦଣ୍ଡ ସାଉଦିଆରବ ବି ପଡ଼ିଯିବ ପଛରେ…

ଇସଲାମାବାଦ,୧୧ା୧୦: ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ଦୋଷୀମାନଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ମିଳିଥାଏ। ସେହି ଦେଶ ହେଲା ପାକିସ୍ତାନ। ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ଭୋଗୁଥିବା ୨୬ ପ୍ରତିଶତ କଏଦୀ କେବଳ ପାକିସ୍ତାନରେ ଅଛନ୍ତି। ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା…

ନାଁ ବଦଳାଇ ଦେଇଥିଲେ ଅମିତାଭ ବଚ୍ଚନ: ପ୍ରକୃତ ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ବର୍ଷ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହି ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ଅମିତାଭ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଏକ ଭଲ ସନ୍ତୁଳନ ବଜାୟ ରଖନ୍ତି। ପ୍ରଶଂସକମାନେ ତାଙ୍କୁ ସ୍ନେହରେ ବିଗ ବି ବୋଲି…

କୋଇଲା ଖଣି ଉପରେ ଅତର୍କିତ ଆକ୍ରମଣ: ଚାଳିଗଲା ୨୦ ଜୀବନ

ବାଲୁଚିସ୍ତାନ,୧୧।୧୦: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଏକ କୋଇଲା ଖଣି ଉପରେ ଅଜ୍ଞାତ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଥିଲେ। ଡୁକି ଜିଲାରେ ଏହି ଆକ୍ରମଣ…

ଖୋଲିଲା ହାଟ: ଏଣିକି ମିଳିବ ହଳଦୀ, ଦେଶୀ ଛେଳି ଆଉ କୁକୁଡ଼ା

ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ଜୈବିକ ହଳଦୀଚାଷ ସହ କ୍ଷୁଦ୍ରଦାନା ଶସ୍ୟ, ଡାଲି ଜାତୀୟ ଫସଲ, ସୋରିଷ, ଜଙ୍ଗଲଜାତ ଦ୍ରବ୍ୟ ପାଳୁଅ, ମହୁ, ଝୁଣା, ମହୁଲ, ତେନ୍ତୁଳି ଭଳି ସାମଗ୍ରୀର ବହୁତ ଚାହିଦା ରହିଛି। ସେହିପରି ଛେଳି, ଦେଶୀ କୁକୁଡ଼ାର ଚାହିଦା…

କଂଗ୍ରେସ ସହିପାରୁନି ହରିୟାଣା ପରାଜୟ, ରାଗିଲେ ରାହୁଲ, ସମୀକ୍ଷା ବୈଠକ ଅଧାରୁ…

ନୂଆଦିଲ୍ଲୀ,୧୧।୧୦: ହରିୟାଣାରେ ନିଶ୍ଚିତ ବିଜୟ ପାଇଁ ସବୁଠାରୁ ବଡ ଦାବିଦାର ବିବେଚିତ ହୋଇଥିଲେ ମଧ୍ୟ କଂଗ୍ରେସ ଦଳ ରାଜ୍ୟରେ କ୍ଷମତା ହରାଇଛି। ହରିୟାଣାରେ ଦଳ କାହିଁକି ହାରିଲା ଏନେଇ ନିର୍ବାଚନ ପରେ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ତେବେ ହରିୟାଣାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri