Home

ଏଇ ଭାରତରେ

ଜଳ ପ୍ରଦୂଷଣ ଓ ସଙ୍କଟକୁ ଲକ୍ଷ୍ୟ କରି ତାହାର ସମାଧାନ ପାଇଁ ଆଗକୁ ବଢିଛନ୍ତି ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ରାମବାବୁ ତିଓ୍ବାରୀ। ଏବେ ତାଙ୍କୁ ୩୦ ବର୍ଷ। ସେ ନିଜ ଗାଁ ଅଧଓ୍ବାନର ଲୋକଙ୍କ ସହାୟତାରେ ପୋଖରୀ ପୁନରୁଦ୍ଧାର କରିବାରେ ଲଗିଛନ୍ତି। ବର୍ତ୍ତମାନ…

ଇୟର ଫୋନ୍‌ ବଧିର କରିବ

ବର୍ତ୍ତମାନ ସମୟର ଜୀବନଶୈଳୀକୁ ଦେଖିଲେ ଯାହା ଜଣାପଡ଼ୁଛି, ଅନେକଙ୍କର ଶ୍ରବଣ ଶକ୍ତି କମିବାର ପ୍ରମୁଖ କାରଣ ହେଉଛି ଇୟର ଫୋନର ମାତ୍ରାଧିକ ବ୍ୟବହାର। ମୋବାଇଲରେ କଥା ଓ ମନୋରଞ୍ଜନ ଲାଗି ଅତି କର୍କଶ ଶବ୍ଦର ପରିବେଶିତ ସଙ୍ଗୀତ ବିଶେଷକରି ଡିଜେର ପ୍ରଚଣ୍ଡ…

ସୈନ୍ୟ ମିଳିବେ ନାହିଁ ଯୁଦ୍ଧ କରିବାକୁ

ଏଣିକି ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଆକ୍ରମଣ କରିବାକୁ ଚାହୁଁଥିବା ନେତା ଓ ତାଙ୍କ ଅନୁଗାମୀମାନେ ଚିନ୍ତାରେ ପଡ଼ିଲେଣି, ସେନାବାହିନୀ ଯଥେଷ୍ଟ ନ ଥିଲେ ଯୁଦ୍ଧ କରିବା ବୃଥା।ନୌ ଓ ବାୟୁସେନା ଧ୍ୱସ୍ତବିଧ୍ୱସ୍ତ କରିଦେବ ସିନା ବିଜିତ ଅଞ୍ଚଳକୁ ଅକ୍ତିଆରରେ ରଖିବାକୁ…

ଓଭାଲ ଅଫିସ ଶିକ୍ଷା

ରାଜନୀତିରେ ନେତାଙ୍କ କାର୍ଯ୍ୟକାଳ ସ୍ବଳ୍ପସ୍ଥାୟୀ। ତାହାକୁ ଯେଉଁମାନେ ଦୀର୍ଘସ୍ଥାୟୀ ଭାବି ନେଇଥାଆନ୍ତି ତାହା ଅପରିଣାମଦର୍ଶିତାର ଫଳ ଦେଇଥାଏ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଭାବିଥିଲେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ତାଙ୍କ ଦଳ ପୁନର୍ବାର କ୍ଷମତାକୁ ଫେରିବେ। ସମ୍ଭବତଃ…

ଶହେ ମେଧାବୀଙ୍କୁ ରିଲାଏନ୍ସ ଫାଉଣ୍ଡେଶନ୍‌ ପିଜିଏସ୍‌

ମୁମ୍ବାଇ,୩।୩: ରିଲାଏନ୍ସ ଫାଉଣ୍ଡେଶନ୍‌ର ବହୁ ପ୍ରତୀକ୍ଷିତ ପୋଷ୍ଟଗ୍ରାଜୁଏଟ୍‌ ସ୍କଲାରଶିପ୍‌ (ପିଜିଏସ ୨୦୨୪-୨୫)ର ଫଳାଫଳକୁ ନିକଟରେ ଘୋଷଣା କରାଯାଇଛି। ଏପରିକି ଇଞ୍ଜିିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟରେ ଅଧ୍ୟୟନ କରୁଥିବା ୧୦୦ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଏହି ମେଧାବୃତ୍ତି ପ୍ରଦାନ…

ସାହସକୁ ମାନିବାକୁ ପଡ଼ିବ: ଘର ଆଗରେ ପେଟ୍ରୋଲ ଢାଳି ସ୍କର୍ପିଓରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୩ା୩(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଚୋରି, ଛିନତାଇ, ଆକ୍ରମଣ ଭଳି ଆପରାଧିକ କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢ଼ିଛି। ଅପରାଧୀମାନେ ରାସ୍ତାରୁ କଲୋନୀ ଆତଙ୍କ ଖେଳାଉଥିବାରୁ ସହରବାସୀ ନିଜ ଧନଜୀବନକୁ ନେଇ ଅସୁରକ୍ଷିତ ମଣୁଛନ୍ତି। ଘଟଣାକ୍ରମରେ ଦୁଇଜଣ ଦୁର୍ବୃତ୍ତ ଘର ଆଗରେ ଥୁଆ…

ଏହି ମାରାତ୍ମକ ରୋଗ ପାଇଁ ଅଙ୍ଗୁର ଖାଇବା ଲାଭଦାୟକ

ଆମ ସ୍ବାସ୍ଥ୍ୟ ପାଇଁ ଅଙ୍ଗୁର ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଏହାକୁ ଖାଇବା ଦ୍ୱାରା ଡାଇବେଟିସ, କ୍ୟାନ୍‌ସର, ହାର୍ଟ ଆଟାକ୍‌ ଆଦିର ଆଶଙ୍କା କେତେକାଂଶରେ କମ୍‌ କରିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ପ୍ରକାଶ କରିଛନ୍ତି।…

୧୦ ଦିନ ହେବ ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ, ମିଳୁନି ପତ୍ତା

ତେଲେଙ୍ଗାନା,୩ା୩: ୧୦ ଦିନ ବିତିଲାଣି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ। ଏହି ଶ୍ରମିକମାନେ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲରେ ଫସି ରହିଛନ୍ତି। ଏଠାରେ ଫସି ରହିଥିବା ୮ ଶ୍ରମିକଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ସଠିକ୍‌ ଭାବେ ମଳିପାରୁ ନାହିଁ। ଟନେଲ…

ଡେମ୍ଫ ଥାଇ ଅଧା ଫୁଟିଥିବା ପଦ୍ମଫୁଲ ଆକୃତିର କଳସ ସ୍ଥାପନ ହୋଇଥିଲା

ଆମେ ପୂର୍ବରୁ ଦୁଇଟି ବିଷୟ ସମ୍ପର୍କରେ ସୂଚନା ଦେଇଥିଲୁ। ଗୋଟିଏ ଶ୍ରୀପଦ୍ମକେଶର ମନ୍ଦିର ‘କଳସ’ ସମ୍ବନ୍ଧରେ, ଅନ୍ୟଟି ‘ଧ୍ୱଜପଦ୍ମ’ ସମ୍ବନ୍ଧରେ। କଳସଟି ତିନି ହାତ ଉଚ୍ଚତା ବିଶିଷ୍ଟ ଥିଲା, ଡେମ୍ଫ ସହିତ ଅଧା ଫୁଟିଥିବା ପଦ୍ମଫୁଲ ଆକୃତିର। ନୀଳମୁଗୁନି ପଥରରେ ଏହା…

ବୁଝୁଥିବା ଭାଷାରେ ୪୦%ଙ୍କୁ ମିଳୁନି ଶିକ୍ଷା

ନୂଆଦିଲ୍ଲୀ, ୩।୩: ବୈଶ୍ୱିକ ଜନସଂଖ୍ୟାର ୪୦% ଲୋକ ସେମାନେ କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷା ହାସଲ କରିବାର ସୁବିଧା ପାଇପାରୁ ନାହାନ୍ତି। କିଛି ସ୍ବଳ୍ପ ଏବଂ ମଧ୍ୟମ ଆୟ ବର୍ଗ ଦେଶରେ ଏହି ସଂଖ୍ୟା ୯୦% ପର୍ଯ୍ୟନ୍ତ ରହିଥିବା ନେଇ…

New Zealand vs India: ଚାମ୍ପିୟନ୍ସ ଟ୍ରଫିରେ ଭାରତର ହାଟ୍ରିକ ବିଜୟ

ଦୁବାଇ,୨ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ୪୪ ରନ୍‌ରେ ବିଜୟ ହୋଇଛି। ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬…

ଜୁଆଙ୍ଗଙ୍କ ଦୁର୍ଦ୍ଦଶା ଉପରେ ସବିଶେଷ ରିପୋର୍ଟ ମାଗିଲେ NHRC

କେନ୍ଦୁଝର,୨ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଜାତୀୟ ମାନବାଧିକାର କମିଶନ (NHRC) ଏକ ମାମଲାର ବିଚାର କରି ପୁରାତନ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦୁଝର ଜିଲାପାଳଙ୍କ ଠାରୁ ସବିଶେଷ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଲୋଡ଼ିଛନ୍ତି। ଏ ନେଇ କମିଶନଙ୍କ ପର୍ଯ୍ୟବେକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?