Home

IND vs NZ: ଫାଇନାଲରେ ବି ଟସ୍‌ ହାରିଲେ ରୋହିତ, ବୋଲିଂ କରିବ ଟିମ୍‌ ଇଣ୍ଡିଆ

ଦୁବାଇ,୯।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି। ଏହି ଐତିହାସିକ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏଣୁ ଭାରତ ପ୍ରଥମେ ବୋଲିଂ କରିବ। ତେବେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ…

ଡହଡହ ନିଆଁରେ ଚାଲିଲେ ମାନସିକଧାରୀ

ଗଞ୍ଜାମ,୯ା୩(ବିଦ୍ୟାଧର ସାହୁ): କଥାରେ ଅଛି, ବାର ମାସରେ ତେର ଯାତ୍ରା। ଏଥିମଧ୍ୟରୁ ଗଞ୍ଜାମର ଝାମୁଯାତ୍ରା ଅନ୍ୟତମ। ପ୍ରତିବର୍ଷ ଦୋଳ ଯାତ୍ରା ପୂର୍ବରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଇଲେମା ମନ୍ଦିରରେ ଏହି ଝାମୁଯାତ୍ରା…

ଗୁଟ୍‌ଖା ବିଜ୍ଞାପନ କରି ଫସିଲେ ଶାହାରୁଖ-ଅଜୟ-ଟାଇଗର

ମୁମ୍ବାଇ: ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଏକ ବିଜ୍ଞାପନ ଯୋଗୁ ଆଇନଗତ ସମସ୍ୟାରେ ପଡ଼ିଛନ୍ତି। ଜୟପୁର ଜିଲା ଉପଭୋକ୍ତା କମିଶନ ଭ୍ରାମକ ବିଜ୍ଞାପନ ଅଭିଯୋଗରେ ସମସ୍ତ ତିନି ତାରକାଙ୍କୁ ସମନ କରିଛି। ସେ ଶାହରୁଖ ଖାନଙ୍କୁ…

ସାହିତ୍ୟକୁ ବଞ୍ଚାଇବା ପାଇଁ ସାହିତି୍ୟକଙ୍କ ପ୍ରଚେଷ୍ଟା

ଭଞ୍ଜନଗର,୯ା୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ରବିବାର ଓମ୍‌ ସଙ୍ଗୀତ ଏକାଡେମୀ କାର୍ଯ୍ୟାଳୟ ପରିସରରେ ଏକ କବିତା ପାଠୋତ୍ସବ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବୟିତ୍ରୀ, କବି ଯୋଗଦେଇ କବିତା ପାଠ କରିଥିଲେ। ସଂସଦର…

ଖରାରୁ ଆସିବା ପରେ କିଛି ସମୟ ପାଇଁ କାହିଁକି ଦିଶେ ଅନ୍ଧାର, ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକ କାରଣ…

ଶୀତଋତୁରେ ସୂର୍ଯ୍ୟ ସ୍ନାନ କରିବାକୁ କିଏ ବା ପସନ୍ଦ ନ କରନ୍ତି। ସମସ୍ତେ ନିଜର ଅଧିକାଂଶ ଦୈନନ୍ଦିନ କାମ ଖରାରେ ବସି କରିବାକୁ ଚାହାନ୍ତି । ମାତ୍ର ଗ୍ରୀଷ୍ମ ଋତୁରେ ସୂର୍ଯ୍ୟକୁ ଆଦୌ ପସନ୍ଦ କରାଯାଏ ନାହିଁ। ଗ୍ରୀଷ୍ମ ଋତୁରେ, ଅଧିକ…

ଆମେରିକାର କାଲିଫର୍ନିଆରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା: ନିନ୍ଦା କଲା ଭାରତ, କାର୍ଯ୍ୟାନୁଷ୍ଠାନ ଦାବି

ଓ୍ବାଶିଂଟନ,୯।୩: ଆମେରିକାର କାଲିଫର୍ନିଆର ଚିନୋ ହିଲ୍ସରେ ଥିବା ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (BAPS) ମନ୍ଦିରରେ ଅଜ୍ଞାତ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି। ଯାହା ହିନ୍ଦୁମାନଙ୍କ ବିରୋଧରେ ବଢ଼ୁଥିବା ହିଂସାକୁ ଉଜାଗର କରିଛି ଏବଂ ମନ୍ଦିରଗୁଡ଼ିକୁ ସୁରକ୍ଷା ଦେବାରେ ବିଫଳ ଆମେରିକୀୟ…

ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ହରାଉଛି ଗଞ୍ଜାମ, ଭାଙ୍ଗିରୁଜି ଗଲାଣି ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ଗଞ୍ଜାମ,୯ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗ ଦୁଇ ବର୍ଷ ତଳେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏବଂ ଅନ୍ୟାନ୍ୟ ଆକର୍ଷଣୀୟ କରାଯାଇଛି। ସେଥିଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ…

୧୪୦ ବର୍ଷ ଇତିହାସର ସବୁଠାରୁ ଅସଫଳ ନେତା, ଆମର ଟ୍ରମ୍ପକାର୍ଡ…ରାହୁଲଙ୍କ ଉପରେ ବର୍ଷିଲା ଭାଜପା

ନୂଆଦିଲ୍ଲୀ,୯।୩: ଭାରତୀୟ ଜନତା ପାର୍ଟି (ଭାଜପା) ଶନିବାର କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନିଜ ଦଳର ନେତାମାନଙ୍କ ବିଷୟରେ ମନ୍ତବ୍ୟକୁ ନେଇ ତାଙ୍କୁ କଟାକ୍ଷ କରିଛି। ଭାଜପା କହିଛି ଯେ ତାଙ୍କୁ ପ୍ରଥମେ ବୁଝିବା ଉଚିତ ଯେ ନିର୍ବାଚନରେ ତାଙ୍କ ଦଳର…

ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ସୁଦର୍ଶନ ବେହେରା

ପୁରୁଷୋତ୍ତମପୁର,୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଓ ତହସିଲ କାର୍ଯ୍ୟାଳୟ ଲାଗି ଖଲ୍ଲିକୋଟ ବିଧାୟକଙ୍କ ପ୍ରତିନିଧି ରୂପେ ସୁଦର୍ଶନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ଚିଠି ନଂ ୨୦୨୫୧୯ ପ୍ରକାରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ…

ଉପରାଷ୍ଟ୍ରପତି ଏମ୍ସରେ ଭର୍ତ୍ତି, ଡାକ୍ତର କହିଲେ…

ନୂଆଦିଲ୍ଲୀ,୯ା୩: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଛି। ସୂତ୍ର ଅନୁସାରେ, ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କୁହାଯାଉଛି। ହସ୍ପିଟାଲ…

ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷ ଶିଶୁର ମୁଣ୍ଡ, କଟର୍‌ରେ କାଟି ଉଦ୍ଧାର କଲେ ଡାକ୍ତର

ବଣାଇଁ,୯।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ମୁଣ୍ଡରେ ଷ୍ଟିଲ ଗରା ପଶିଯିବା ଭଳି ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି। ଶୁକ୍ରବାର ସା ସମୟରେ ଘର…

ମୁଁ କେବଳ ଜଣେ ଯୋଗୀ…BJPରେ ରାଜନୈତିକ ଭବିଷ୍ୟତ ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ UPର ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୯।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପାରେ ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ ଖୋଲାଖୋଲି ବୟାନ ଦେଇଛନ୍ତି। ରାଜନୀତିରେ ତାଙ୍କର ଭୂମିକା ଜନସେବା ପାଇଁ ସମର୍ପିତ ଯୋଗୀଙ୍କ ଭଳି ବୋଲି ସେ କହିଛନ୍ତି। ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?