ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍: ରଖିଛନ୍ତି ଏହି ଫଟୋ
ମୁମ୍ବାଇ,୨୯।୧୧: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକଙ୍କ ମଧ୍ୟରେ ଛାଡପତ୍ରର ଗୁଜବ କିଛି ସମୟ ଧରି ଚାଲିଆସୁଛି। କୁହାଯାଉଛି ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର ମଧ୍ୟରେ ପାରିବାରିକ କଳହ ଚାଲିଛି। ଐଶ୍ୱର୍ଯ୍ୟା ଏବଂ ତାଙ୍କ ଝିଅ ଆରାଧ୍ୟା ଗତ କିଛି…
ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ପୋଡ଼ି ପାଉଁଶ ହେଲା ୫୦ କ୍ୱିଣ୍ଟାଲରୁ ଅଧିକ ଧାନ
କେସିଙ୍ଗା,୨୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମର ଜନ୍ମସି ନାଏକଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାରୁ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ଭୋର୍ରୁ ନିଜ ଧାନଗଦାରେ…
୮୮ କେଜି ରୁପା ଇଟା ସହ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ: ୨ ଗିରଫ
ଖଲ୍ଲିକୋଟ,୨୯ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଜାତୀୟ ରାଜପଥ ନଂ୧୬ ଗୁରାପଲ୍ଲି ଟୋଲ୍ଗେଟ ନିକଟରେ ଖଲ୍ଲିକୋଟ ପୋଲିସର ଗାଡ଼ି ଯାଞ୍ଚବେଳେ ଏକ କାର୍ରୁ ୮୮ କେଜି ରୁପା ସହ ନଗଦ ୫ ଲକ୍ଷ ୪୬ ହଜାର ୬ ଶହ…
ପ୍ରେମିକଙ୍କ ସହ ବେଙ୍ଗାଲୁରୁ ପଳାଇଥିଲେ ଯୁବତୀ: ଫେରିଲା ମୃତଦେହ
ଧାମନଗର,୨୯।୧୧(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ):୮ ମାସ ତଳେ ଜଣେ ଯୁବକ ତାଙ୍କ ଝିଅକୁ ନେଇ ବେଙ୍ଗାଲୁରୁ ଚାଲି ଯାଇଥିଲେ। ଏବେ ତାଙ୍କ ଝିଅର ମୃତଦେହ ଫେରିଥିବା ବେଳେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି। ଯୁବକ ଜଣକ ନ ଆସିବା ଯାଏ ତାଙ୍କ…
ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ୨୦୦ରୁ ଅଧିକ ଭାରତୀୟ
ନୂଆଦିଲ୍ଲୀ,୨୯।୧୧: ୨୧୧ ଭାରତୀୟ ମତ୍ସ୍ୟଜୀବୀ ପାକିସ୍ତାନର ଜେଲରେ ବନ୍ଦୀ ଅଛନ୍ତି। ଭାରତ ସରକାର ସଂସଦରେ ଏହି ସୂଚନା ଦେଇଛନ୍ତି। ଏହି ୨୧୧ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୩୯ଜଣ କେବଳ ଗୁଜୁରାଟର ବାସିନ୍ଦା। କଂଗ୍ରେସ ଏମପି ଶକ୍ତି ସିଂ ଗୋହିଲ ଏହି ପ୍ରସଙ୍ଗ ଗୃହରେ…
୩ ଦିନ ପାଇଁ ମୋ’ ବସ୍ କଟକଣା: ଏସବୁ ରାସ୍ତା ଦେଇ ଯିବା ମନା
ଭୁବନେଶ୍ୱର,୨୯ା୧୧: ଶୁକ୍ରବାରଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି…
ପୁଣି ଅଡ଼ୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ: ଘରେ ପଶିଲା ଇଡି
ମୁମ୍ବାଇ,୨୯।୧୧: ମୋବାଇଲ ଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ପ୍ରଚାର ଏବଂ ପ୍ରସାର ସହ ଜଡିତ ଅର୍ଥ ହେରଫେର ଘଟଣାରେ ଶୁକ୍ରବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ…
ରାଜଧାନୀରେ ଶିଶୁକନ୍ୟା ଅଲୋଡ଼ା, ବସ୍ତି ପାଖରେ ଛାଡ଼ି ଚାଲିଗଲେ…
ଭୁବନେଶ୍ୱର,୨୯ା୧୧: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୧ ନମ୍ବର ଆରଟିଓ ନିକଟ ବସ୍ତି ପାଖରେ ଏକ ଶିଶୁକନ୍ୟାକୁ କେହି ଛାଡ଼ି ଚାଲିଯାଇଛନ୍ତି। ଲୋକମାନେ ରାସ୍ତା ଉପରେ ଶିଶୁକନ୍ୟାକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ…
ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଏମିତି କଥା କହିଦେଲେ ରୋହିତ ଶର୍ମା: ସମସ୍ତେ କରୁଛନ୍ତି ବାଃ ବାଃ
କାନବେରା,୨୯ା୧୧: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ଙ୍କୁ ଭେଟିଛି ଭାରତୀୟ କ୍ରିକେଟ ଦଳ। ନଭେମ୍ବର ୩୦ ତାରିଖରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ରହିଥିବା ବେଳେ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ…
୧୬ ବର୍ଷରୁ କମ ବୟସର ପିଲାଙ୍କୁ ସୋସିଆଲ ମିଡିଆ ମନା, ଏମିତି ନ ହେଲେ ଦାୟୀ ରହିବେ କମ୍ପାନୀ
କାନବେରା,୨୯।୧୧: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସୋସିଆଲ ମିଡିଆ କମ୍ପାନୀଗୁଡିକର ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ସାମାଜିକ ଦାୟିତ୍ୱ ରହିଛି, କାରଣ ସଂସଦ ଏକ ଆଇନ ପ୍ରଣୟନ କରି ୧୬ ବର୍ଷରୁ କମ ବୟସର…
ହଠାତ୍ ପଡ଼ିଆରେ ଚାଲିଗଲା ଏହି ଭାରତୀୟ କ୍ରିକେଟର୍ଙ୍କ ଜୀବନ: କ୍ରିକେଟ୍ ଜଗତ ସ୍ତବ୍ଧ
ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଛି। ୩୫ ବର୍ଷୀୟ ପେସାଦାର କ୍ରିକେଟର ଇମ୍ରାନ ପଟେଲଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପଟେଲ ଏକ ଲିଗ ମ୍ୟାଚରେ ନିଜ ଦଳ ପାଇଁ ଇନିଂସ କରିବାକୁ ଆସିଥିଲେ। ଯେତେବେଳେ ସେ ଅମ୍ପାୟାରଙ୍କୁ ତାଙ୍କ…
ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣି ଆଣୁଛି ଶାନ୍ତି ଉପତ୍ୟକା, ଜମୁଛି ଭିଡ଼
ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଲେ ଅନେକ ପର୍ଯ୍ୟଟନକ୍ଷେତ୍ର ଦେଖିବାର ସୁଯୋଗ ପାଇଥାନ୍ତି। ହେଲେ ଏଠାରେ ଏଭଳି ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ରହିଛି, ଯେଉଁଠିକି ପର୍ଯ୍ୟଟକ ଅଧିକ ପସନ୍ଦ କରିବା ସହ ଗୋଟିଏ ମୁହୂର୍ତ୍ତ…
Archives


