Home

ତୁଟୁନି ସମସ୍ୟା, ବଢୁଛି ଅସନ୍ତୋଷ

ବରଗଡ଼,୩।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଥମିବାର ନାଁ ନେଉନାହିଁ। ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୧ଦିନ ବିତିଛି। କିନ୍ତୁ ଆରମ୍ଭରୁ ଦେଖାଯାଇଥିବା ସମସ୍ୟା ସମାଧାନ ହୋଇ ପାରିନାହିଁ। ଟୋକନ କଟକଣା, ଗନିବ୍ୟାଗ୍‌ (ବସ୍ତା), କଟନୀଛଟନୀ ସମସ୍ୟା ଲାଗି ରହିଛି। ଏହାକୁ…

ଡିଜିଟାଲ ଶୋଷଣ ମହାମାରୀ

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଉଦ୍ୟମରେ ୱେବ୍‌ ସେଫ୍‌ ଆଣ୍ଡ ୱାଇଜ୍‌ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ପିଲାମାନଙ୍କ ପ୍ରତି ହେଉଥିବା ଡିଜିଟାଲ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏହା…

ସମାଜର ପ୍ରଗତି ଓ ଦୁର୍ଗତି

ସମୟକ୍ରମେ ସମାଜରେ ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନ ସମ୍ପର୍କରେ ସମାଜଶାସ୍ତ୍ରରୁ ବାସ୍ତବ ଆକଳନ କରି ହେବ। ଫରାସୀ ଚିନ୍ତକ ଅଗଷ୍ଟ କମ୍‌ଟେ (୧୭୯୮-୧୮୫୭)ଙ୍କୁ ସମାଜଶାସ୍ତ୍ରର ଜନକ (ଫାଦର ଅଫ୍‌ ସୋସିଓଲଜି) ଭାବେ ନାମିତ କରାଯାଇଛି। ୧୮୩୦ରେ ପ୍ରଣୀତ ଏହି ଶାସ୍ତ୍ରରେ କମ୍‌ଟେ…

ବାଣ ଫୁଟାଅନି

ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି। ନଭେମ୍ବର ୩୦ରେ ବ୍ରିକ୍ସ ଦେଶଗୁଡ଼ିକୁ ଲକ୍ଷ୍ୟକରି…

ବୃଦ୍ଧ ବାପାଙ୍କ ଘର ବାହୁଡା ଶୁଣି ଘରେ ତାଲା ପକାଇ ପୁଅ, ବୋହୂ ଚମ୍ପଟ

କୁଜଙ୍ଗ,୩।୧୨(ମନୋଜ ପ୍ରଧାନ): ପରିଣତ ବୟସରେ ବୃଦ୍ଧ ବାପାଙ୍କୁ ଘରୁ ବାହାର କରିଦେଇଥିଲେ ପୁଅ, ବୋହୂ। ଫଳରେ ସେ ଭୋକ ଉପାସରେ ଛଟପଟ ହେଉଥିଲେ। ପ୍ରଶାସନ ହସ୍ତକ୍ଷେପ କରି ସମ୍ପୃକ୍ତ ବୃଦ୍ଧଙ୍କୁ ଘରକୁ ନେଇଥିବାବେଳେ ପୁଅ, ବୋହୂ ଘରେ ତାଲା ପକାଇ ଚମ୍ପଟ…

ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍‌ ଭୋଗିବ ପରିଣାମ

ଓ୍ବାଶିଂଟନ,୩।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରେ ଚାଲିଥିବା ବନ୍ଧକ ସଙ୍କଟ ସମ୍ପର୍କରେ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। ହମାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ କରି ସେ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଜାନୁୟାରୀ ୨୦, ୨୦୨୫ ପୂର୍ବରୁ…

୭ରୁ ଓଡ଼ିଶା ଷ୍ଟାର୍ଟଅପ୍‌ କାର୍ନିଭାଲ

ଭୁବନେଶ୍ୱର,୩।୧୨: ରାଜ୍ୟର ସର୍ବବୃହତ୍‌ ମେଣ୍ଟର-ନିବେଶ ସମ୍ପର୍କ ଉତ୍ସବ ଓଡ଼ିଶା ଷ୍ଟାର୍ଟଅପ୍‌ କାର୍ନିଭାଲ-୨୦୨୪ର ତୃତୀୟ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ୨୦୨୪ ଡିସେମ୍ବର ୭ ରୁ ୨୧ ପର୍ଯ୍ୟନ୍ତ ଏହି ୧୫ ଦିନିଆ ଉତ୍ସବ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି…

ଆଜିଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର,୩ା୧୨(ସୂର୍ଯ୍ୟକାନ୍ତ ବେହେରା):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାରଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ଅପରାହ୍ନ ୪.୫୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ସେଠୁ ସିଧାସଳଖ ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିବେ। ପରେ…

୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍‌ ଛୁଇଁବ

ନୂଆଦିଲ୍ଲୀ,୩।୧୨: ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଯାଇଛି। ଏପରିକି ସୋଲାର ପ୍ୟାନେଲ ଓ ମଡ୍ୟୁଲ…

ଜିନ୍ଦଲ ଷ୍ଟେନ୍‌ଲେସକୁ ସ୍ବର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ,୩।୧୨(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଦଶମ ଇଣ୍ଡିଆ ଗ୍ରୀନ୍‌ ଉତ୍ପାଦନ ଚ୍ୟାଲେଞ୍ଜ (ଆଇଜିଏମ୍‌ସି) କାର୍ଯ୍ୟକ୍ରମରେ ଜେଏସ୍‌ଏଲ୍‌ର ହିସାର ୟୁନିଟକୁ ସମ୍ମାନଜନକ ସ୍ବର୍ଣ୍ଣ…

ଶୀତ ଲହରି ଜାରି: ୫ ଯାଏ ଝିପି ଝିପି ବର୍ଷା

ଭୁବନେଶ୍ୱର,୩ା୧୨(ଅନୁରାଧା ମହାରଣା):ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେଉଛି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସମ୍ବଲପୁର, ପୁରୀ, କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜ ଆଦି…

ବାଂଲାଦେଶରେ ଶାନ୍ତି ଫେରାଇବା ପାଇଁ ଜାତିସଂଘର ସହାୟତା ନେଉ କେନ୍ଦ୍ର

କୋଲକାତା, ୩।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବାଂଲାଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଜାତିସଂଘର ସହାୟତା ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି। ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri