ସରିଲା ରେଲଓ୍ବେ ଟ୍ରାକ୍ ମରାମତି କାମ, ଖୁବ୍ଶୀଘ୍ର ଚାଲିବ ଟ୍ରେନ୍
ଚୌଦ୍ୱାର,୩୧।୩:କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟଣାରେ ସୋମବାର ନୂଆ ଅପ୍ଡେଟ୍ ସାମ୍ନାକୁ ଆସିଛି। ସକାଳ ୭.୧୫ ସୁଦ୍ଧାରେଲଓ୍ବେ ଟ୍ରାକ୍ ମରାମତି କାର୍ଯ୍ୟ ଶେଷ ହୋଇଛି। ଖୁବ୍ଶୀଘ୍ର ଟ୍ରେନ୍ ଚଳାଚଳ ହେବାନେଇ ରେଳ ବିଭାଗ ପକ୍ଷରୁ ସୂଚନା…
ଧୋନିଙ୍କ ବଡ଼ ଦୃଦୟ, ଆଶାବାଡ଼ି ଧରି ଚାଲୁଥିବା ରାହୁଲ ଦ୍ରାବିଡଙ୍କୁ ଭେଟି ପଚାରିଲେ…
ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଗତ ରବିବାର, ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ କରିଥିଲା। ଏବେ ରାହୁଲ ଦ୍ରାବିଡଙ୍କୁ ଭେଟିବା ପାଇଁ ଧୋନିଙ୍କ ଗସ୍ତ ଆଲୋଚନାର…
ଫୋନ ବ୍ୟବହାରକାରୀ ସାବଧାନ, ବାବା ଭେଙ୍ଗା କଲେ ଏମିତି ଭବିଷ୍ୟବାଣୀ
ନୂଆଦିଲ୍ଲୀ: ବାବା ଭେଙ୍ଗା ଅନେକ ପ୍ରକାରର ଭବିଷ୍ୟବାଣୀ କରିବା ସମସ୍ତେ ଜାଣନ୍ତି। ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଏପରି ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର ସମୟରେ ଭୟଙ୍କର। ମୋବାଇଲ ଫୋନ ବ୍ୟବହାର ସମ୍ପର୍କରେ ସେ ସମାନ ଭବିଷ୍ୟବାଣୀ କରିଛନ୍ତି, ଯାହା…
ହାଇଓ୍ବାକୁ ପିଟିଲା ଟ୍ରଲର୍; ଚାଲିଗଲା ଡ୍ରାଇଭରଙ୍କ ଜୀବନ
ଆନନ୍ଦପୁର,୩୧।୩(ସୁଶାନ୍ତ କୁମାର ସାହୁ ): ଜାତୀୟ ରାଜପଥ ୨୦ ନମ୍ବର ଘସିପୁରା ଥାନା ଶୈଲଙ୍ଗ ବିଜି ମୋଟର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସୋମବାର ଭୋର ସମୟରେ ଏକ ଟ୍ରଲର କେନ୍ଦୁଝର ଆଡକୁ ଯାଉଥିବା ସମୟରେ ଏକ ହାଇୱା ପିଚୁ ଅନଲୋଡ…
ଟ୍ରମ୍ପକୁ କଡ଼ା ଜବାବ ଦେଲା ତେହରାନ, କହିଲା ଆମର ବି ମିଶାଇଲ ପ୍ରସ୍ତୁତ
ତେହେରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ପରମାଣୁ ଚୁକ୍ତିନାମା ନ କରିବାରୁ ଟ୍ରମ୍ପ ଇରାନ ଉପରେ ରାଗି ଯାଇଛନ୍ତି। ସେ ସିଧାସଳଖ ଧମକ ଦେଇଛନ୍ତି ଯେ ଯଦି ଇରାନ ଆମ ସହିତ ଏକ ନୂଆ ପରମାଣୁ ଚୁକ୍ତି…
ସରିଆସୁଛି ବଜେଟ ଅଧିବେଶନ: ଆଲୋଚନାରେ ବିଜେଡି, ଭାଜପା; ବାହାରେ କଂଗ୍ରେସ
ଭୁବନେଶ୍ୱର,୩୧।୩(ରବିନାରାୟଣ ଜେନା): ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଶେଷ ହେବାକୁ ଆଉ ୪ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରେ ୨ଟି ଅଫିସିଆଲ ବିଜ୍ନେସ୍ ରହିଥିବାବେଳେ ଅନ୍ୟ ୨ଟି ପ୍ରାଇଭେଟ ମେମ୍ବର ବିଜ୍ନେସ୍ ରହିଛି। ଗୃହରେ ବିଜେଡି, ଭାଜପା ସଦସ୍ୟଙ୍କୁ…
ବାପା ଜୟନାରାୟଣଙ୍କୁ ଅନୁସରଣ କଲେ ଶୁଭଶ୍ରୀ,ବନ୍ଦେ ଉତ୍କଳ ଜନନୀ ଗାନବେଳେ ବସି ରହିଲେ
ସମ୍ବଲପୁର,୩୧ା୩(ଭବାନୀ ଶଙ୍କର ଭୋଇ): ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପଦାଙ୍କ ଅନୁସରଣ କରିଛନ୍ତି ତାଙ୍କ ଝିଅ ଶୁଭଶ୍ରୀ…
ଫସିଥିବା ଲୋକେ ବଞ୍ଚିବା ଆଶା କ୍ଷୀଣ
ମାଣ୍ଡଲେ,୩୧ା୩: ମ୍ୟାନ୍ମାରର ଦ୍ୱିତୀୟ ସର୍ବବୃହତ୍ ସହର ମାଣ୍ଡଲେର ରାସ୍ତାଘାଟରେ ଗଳିତ ମୃତଦେହର ଗନ୍ଧ। ଉକ୍ତ ଅଞ୍ଚଳ ଏକ କବରସ୍ଥଳରେ ପରିଣତ ହୋଇଛି। ପ୍ରଳୟଙ୍କରୀ ଭୂକମ୍ପର ୨ ଦିନ ପରେ ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକଙ୍କ ବଞ୍ଚିବା ଆଶା କ୍ଷୀଣ ହେବାରେ ଲାଗିଛି।…
ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ
ବ୍ୟାଙ୍କକ୍,୩୧ା୩: ମ୍ୟାନ୍ମାରରେ ପ୍ରଳୟଙ୍କରୀ ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଭଗ୍ନାବଶେଷ ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଏଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ଦେଶର ସାମରିକ ସରକାର ବିଦ୍ରୋହୀଙ୍କ ଉପରେ ବୋମାମାଡ଼ ଜାରି ରଖିଛି। ଭୂକମ୍ପ ପରବର୍ତ୍ତୀ…
ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ସନ୍ଧ୍ୟା ୫ରୁ ରାତି ୧୦ ଯାଏ ଦର୍ଶନ ବନ୍ଦ
ପୁରୀ,୩୧ା୩(ଅଜିତ୍ କୁମାର ମହାନ୍ତି): ଚୈତ୍ର ମାସ ଶୁକ୍ଳ ଦ୍ୱିତୀୟା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି…
ଇସ୍ପାତ ଶିଳ୍ପରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରୁଛି
ଓଡ଼ିଶା ଆଇରନ୍ ଓ ଷ୍ଟିଲ୍ ଶିଳ୍ପରେ ସ୍କାନ୍ ଗ୍ରୁପ୍ ବେଶ୍ ଜଣାଶୁଣା। ଏହାର ଫ୍ଲାଗଶିପ୍ କମ୍ପାନୀ ସ୍କାନ ଷ୍ଟିଲ୍ ଲିମିଟେଡ୍ ରାଜଗାଙ୍ଗପୁରରେ ଅବସ୍ଥିତ ଏହାର ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟକୁ ପ୍ରତିନିଧିତ୍ୱ କରୁଥିବାବେଳେ ଗ୍ରାହକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଛି। ୨୦୧୪ରେ ଏହା…
ଉଦ୍ୟୋଗୀମାନେ ନୈତିକତା ବଜାୟ ରଖିବା ଜରୁରୀ
ଅତ୍ୟାଧୁନିକ ପ୍ରଣାଳୀରେ କାଜୁ ପ୍ରକ୍ରିୟାକରଣ କରି ବଜାରରେ ଉପଲବ୍ଧ କରାଇବାରେ ବିନାୟକ କ୍ୟାସ୍ୟୁଜ୍ ବେଶ୍ ପରିଚିତ। ଓଡ଼ିଶା କାଜୁକୁ ସାରା ଭାରତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଢେଙ୍କାନାଳସ୍ଥିତ ଏହି କମ୍ପାନୀ ୨୦୨୨ରେ ପ୍ରତିଷ୍ଠିତ ହୋଇଥିଲା। ବହୁତ କମ୍ ସମୟ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ…

