Home

ଘାରିଛି ରିଲ୍ସ ନିଶା: ଟ୍ରେନ୍‌ ଆସିବା କ୍ଷଣି ସିଧା ଟ୍ରାକ୍‌ରେ ଶୋଇପଡ଼ିଲା ନାବାଳକ, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଅଧିକାଂଶ ଲୋକଙ୍କୁ ରିଲ୍ସ ନିଶା ଘାରିଛି। ଏହି ନିଶାରେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉନାହାନ୍ତି ଲୋକେ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓଟି…

ଧରିତ୍ରୀରେ ଖବର ପ୍ରକାଶ ପରେ ଏନ୍‌ଏସି ପ୍ରଶାସନର ନିଦ ଭାଙ୍ଗିଲା, ଯୁଦ୍ଧକାଳୀନ ଭିତ୍ତିରେ…

ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ବର୍ଷାରେ ଓ୍ବାର୍ଡ ନଂ ୯ ରଥସାହି ଜଗନ୍ନାଥମନ୍ଦିର ଉତ୍ତର ଦ୍ବାର ରାସ୍ଥାଟି ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡୁଛି। ଯାହାକି ଜଗନ୍ନାଥଙ୍କ ରଥଯାତ୍ରାକୁ…

ସକାଳୁ ମେଥିପାଣି ପିଇଲେ ମିଳିଥାଏ ଅନେକ ଲାଭ, ଓଜନ ହ୍ରାସଠୁ ଆରମ୍ଭ କରି…

ସୁସ୍ଥ ରହିବାକୁ ଚାହୁଁଥିଲେ ଘରୋଇ ଉପଚାର ବେଶ୍‌ ଲାଭଦାୟକ ହୋଇଥାଏ। ଯଦି ପ୍ରଭାବଶାଳୀ ଉପଚାର ଖୋଜୁଛନ୍ତି ତେବେ ମେଥିପାଣି ବହୁ ଉପାଦେୟ। ଯାହା ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ବାସ୍ଥ୍ୟକୁ ଉନ୍ନତ କରିପାରିବ। ଜାଣନ୍ତୁ ଏନେଇ କ’ଣ କୁହନ୍ତି ଆୟୁବେର୍ଦିକ ବିଶେଷଜ୍ଞ। ପାଚନ…

ସିମନବାଡ଼ିରେ ସକାଳୁ ମହାବାହୁଙ୍କ ସୁନାବେଶ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ସିମନବାଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶନିବାର ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ହୋଇଥିଲା। ଦେଉଳକୁ ଫେରିବା ବାଟରେ ସନ୍ଧ୍ୟାରେ…

ଆଜି ସୁନାବେଶରେ ଝଲସିବେ ଦାରୁଦିଅଁ

ପୁରୀ,୬ା୭(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେଦି ଆଡ଼ପ ମଣ୍ଡପ ଛାଡ଼ି…

ଏସବୁ ପରିବାକୁ ତେଲରେ ଭାଜି ଖାଇଲେ ହୁଏ ନାନା ସମସ୍ୟା

ସାଧାରଣତଃ ନିତିଦିନ ଆମେ କିଛି ନା କିଛି ପରିବା ଖାଇଥାଉ। ହେଲେ ଆମ ଭିତରେ ଅନେକ ଅଛନ୍ତି ଯେଉଁମାନେ କେଉଁ କେଉଁ ପରିବାକୁ ତେଲରେ ଭାଜି ଖାଇଲେ ରୋଗ ସୃଷ୍ଟି ହୋଇଥାଏ ତାହା ହୁଏତ ଜାଣି ନ ଥିବେ। ଆମେ ଆପଣଙ୍କୁ…

୧୧ ଝିଅଙ୍କ ବିବାହ ପାଇଁ ସାକ୍ଷାତକାରରେ ସାମିଲ ହେଲେ ୧୯୦୦ ଯୁବକ, ଦେଖନ୍ତୁ କେମିତି ହେଲା ଫାଇନାଲ

ଜୟପୁର,୫।୭: ରାଜସ୍ଥାନରେ, ୧୯୦୦ ଯୁବକ ୧୧ ଜଣ ଝିଅଙ୍କ ସହିତ ବିବାହ ପାଇଁ ଆବେଦନ କରିଥିଲେ, ସେମାନଙ୍କର ସାକ୍ଷାତକାର ନିଆଯାଇଥିଲା। ଯୁବକମାନଙ୍କ ପରିବାର ଏବଂ ବ୍ୟବସାୟ ଦେଖାଯାଇଥିଲା। ମନୋନୀତ ପୁଅମାନଙ୍କ ବିଷୟରେ ଝିଅମାନଙ୍କ ମତାମତ ନିଆଯାଇଥିଲା ଏବଂ ସେମାନଙ୍କ ସମ୍ମତି ପରେ…

ବର୍ମିଂହାମରେ ‘ରେକର୍ଡ କିଙ୍ଗ’ ପାଲଟିଲେ ଶୁବମନ, ଏମିତି କରିବାରେ ପାଲଟିଲେ…

ବର୍ମିଂହାମ,୫।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚର ପ୍ରଥମ ଇନିଂସରେ ଶୁବମନ ଗିଲ ୨୬୯ ରନର ଇନିଂସ ଖେଳି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।…

ମ୍ୟାଚ୍‌ ବେଳେ ମଇଦାନକୁ ପଶି ଆସିଲା କୁକୁର, ତା’ ପରେ ଯାହା ହେଲା…

ନୂଆଦିଲ୍ଲୀ,୫।୭: ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି। ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି ଯେଉଁଥିରେ ଅଷ୍ଟ୍ରେଲିଆ ୧୫୯ ରନରେ ବିଜୟୀ ହୋଇଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ଟିମ୍‌ ଅଷ୍ଟ୍ରେଲିଆର ପ୍ରଦର୍ଶନ ଦୃଢ଼…

VIDEO: ସର୍ଟ ଲଗାଇବା ଚକ୍କରରେ ବ୍ୟାଟ ଫୋପାଡିଲେ ପନ୍ତ, ଦେଖନ୍ତୁ କ’ଣ ହେଲା ଖେଳାଳି-ଅମ୍ପାୟାରଙ୍କ ଅବସ୍ଥା

ବର୍ମିଂହାମ,୫।୭: ବର୍ମିଂହାମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ, ଟିମ ଇଣ୍ଡିଆର ଉପ-ଅଧିନାୟକ ରିଷଭ ପନ୍ତଙ୍କ ଅସାଧାରଣ ବ୍ୟାଟିଂ ଶୈଳୀ ଦେଖିବାକୁ ମିଳିଥିଲା। ଏହି ସମୟରେ ପନ୍ତ ଏପରି କିଛି କରିଥିଲେ ଯାହା ଯୋଗୁ…

ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ: ରାତି ପାହିଲେ ସୁନାବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେବୀ ଆଡ଼ପ ମଣ୍ଡପ ଛାଡ଼ି…

ବୈବାହିକ ଜୀବନରେ ଝଡ଼ ନା ଆଉ କିଛି! ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ରଣବୀର ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ରଣବୀର ସିଂହ। ନିଜର ଅଭବ ଡ୍ରେସିଂ ଷ୍ଟାଇଲ୍‌ ସହ ଅଭିନୟକୁ ନେଇ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତା ବଡ଼ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟଗୁଡ଼ିକ ହଟାଇ ଦେଇଛନ୍ତି। ଜନ୍ମଦିନର ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?