ନୂଆଗାଁ ବ୍ଲକରେ ଆବଶ୍ୟକଠାରୁ ୮୦ ପ୍ରତିଶତ କମ୍ ବର୍ଷା
ନୂଆଗାଁ, ୨୫।୭ (ଡି.ଏନ.ଏ.)-ଶ୍ରାବଣରେ ବର୍ଷା ନାହିଁ। ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍। ଚାଷୀଙ୍କୁ କେବଳ ଭଗବାନ ଭରଷା କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକରେ ଆବଶ୍ୟକତା ଠାରୁ ୮୦ ପ୍ରତିଶତ କମ୍ ବର୍ଷା ହୋଇଛି। ଫଳରେ ପରିସ୍ଥିତି…
ଚାକିରି କରାଇଦେବାକୁ କହି ୮୪ ଲକ୍ଷ ଠକେଇ
ଭଦ୍ରକ ଅଫିସ, ୨୫।୭ – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବଂଶୀପାଟଣାସ୍ଥିତ ଏକ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତି କରାଇଦେବା ନାଁରେ ୮୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଗୁରୁବାର ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଛି। ନିଯୁକ୍ତି ଆଶାୟୀ ଯୁବତୀ ଯୁବକ…
ବର୍ଷାରେ ଦବିଲା ରାସ୍ତା, ଇନ୍ଦ୍ରଦ୍ୟୁମ୍ନରେ ପଶିଲା ମଇଳା ପାଣି
ପୁରୀ ଅଫିସ, ୨୫ା୭: ବିପର୍ଯ୍ୟସ୍ତ ହୋଇପଡ଼ିିଛି ଶ୍ରୀକ୍ଷେତ୍ରର ଏକାଧିକ ଐତିହ୍ୟ ପୁଷ୍କରିଣୀ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ପରେ ଗୋଟିଏ ପୁଷ୍କରିଣୀର ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ସବୁଠୁ ପରିତାପର ବିଷୟ ହେଉଛି ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ଇନ୍ଦ୍ରଦ୍ୟୁମ୍ନ ଅବସ୍ଥା…
ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍ ହ୍ୟାଣ୍ଡ
ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍ ହ୍ୟାଣ୍ଡ କାନପୁର: ଆଇଆଇଟି କାନପୁରର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ରୋବଟିକ ହ୍ୟାଣ୍ଡ୍ ବିକାଶ କରିଛନ୍ତି । ଷ୍ଟ୍ରୋକ୍ ପରେ ଯେଉଁମାନଙ୍କ ହାତ କାମ କରୁନି ସେମାନଙ୍କୁ ଏହା ସାହାଯ୍ୟ କରିବ । ଏହାର…
ଘରେ ମଶା ହେଉଛି କି: ଆପଣାନ୍ତୁ କିଛି ଘରୋଇ ଟିପ୍ସ
ମଶାଙ୍କୁ ତଡ଼ିବା ପାଇଁ ଘରେ ମହଙ୍ଗା ସ୍ପ୍ରେର ବ୍ୟବହାର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯଦ୍ଦ୍ବାରା ମଶା ତଡ଼ିବା ବଦଳରେ ମଣିଷ ରୋଗାକ୍ରାନ୍ତ ହୋଇପଡ଼େ। ଏ ସମସ୍ୟାରୁ ରକ୍ଷା ପାଇଁ କିଛି ଘରୋଇ ଟିପ୍ସ ଆପଣାଇପାରିବେ। କୋଇଲା ଏବଂ କମଳା…
ନବଜାତ ଶିଶୁ କଳାଧଳା ବ୍ୟତୀତ ଅନ୍ୟ ରଙ୍ଗ ଜାଣି ପାରନ୍ତି ନାହିଁ
ଶିଶୁ ଜନ୍ମ ହେବା ପରେ ତା’ର ବିଶେଷ ଯତ୍ନ ନିଆଯାଇଥାଏ। କାରଣ ସେ ପ୍ରକୃତି ସହ ଖାପ ନ ଖାଇବା ପର୍ଯ୍ୟନ୍ତ ତା’ର ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ତେବେ ନବଜାତ ଶିଶୁଙ୍କ ପାଖରେ ଏମିତି…
ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…
କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି। ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ବିଳମ୍ବରେ କଥା କୁହନ୍ତି। ମାତୃଗର୍ଭରେ ସେମାନଙ୍କର ଶରୀରର…
ପ୍ରଦୂଷଣ ଦୂର କରିବ ଜୈବ ପରଦା
ଲଣ୍ଡନ: ଲଣ୍ଡନର ଇକୋ-ଲୋଜିକ ଷ୍ଟୁଡିଓ ନାମକ ଏକ ଫାର୍ମ ଜୈବ ପରଦା ବିକାଶ କରିଛନ୍ତି, ଯାହା ଦିନକୁ ଏକ କେଜି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରିବ। ଏହି ପରଦାର ନାମ ରଖାଯାଇଛି ଫଟୋସିନ୍ଥେଟିକା। ୨୦ଟି ଗଛ ଯେତିକି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରେ ଗୋଟିଏ…
ଓଜନ କମାନ୍ତୁ ଏହି ଉପାୟରେ
ଦୁଇଟି ସାଧାରଣ ଉପାୟରେ ଧନିଆ ପତ୍ର ଉପଯୋଗ କରି ଓଜନ କମାଇପାରିବେ। * ୧୦ରୁ ୨୦ଟି ଧନିଆ ପତ୍ର ରାତିରେ ପାଣିରେ ପକାଇ ସକାଳୁ ଛାଣି ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ। ଏଥିରେ ଏକ ଟେବୁଲ ଚାମଚ ଲେମ୍ବୁ ରସ…
ଏମିତି ଗାଁ ଯେଉଁଠି ରହିଲେ ଘର, ଟଙ୍କା ଓ ଚାକିରି ପାଇବେ
ରୋମ:ଯୁବକ ଅଥଚ ଚାକିରି ନାହିଁ,ପରିବାର ଅଛି। ତେବେ ପିଲାଟିଏ ଧରି ଚାଲନ୍ତୁ ଇଟାଲୀର ସେହି ଗାଁକୁ , ଯେଉଁଠି ମିଳିବ ୮ ଲକ୍ଷ ଟଙ୍କା । ଗାଁରେ ରହିବେ। ଟଙ୍କା ସାଙ୍ଗକୁ ଘର ଓ ଚାକିରି ବି ପାଇବେ । ଇଟାଲୀର…
ଟଙ୍କା ଅଭାବରୁ କରୁଥିଲେ ଓ୍ବେଟର ଚାକିରି, ପାଇଲେ ଆଇଏଏସ୍
ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍ ହେବାର ସ୍ବପ୍ନ ଉଙ୍କି ମାରୁଥିଲା। କିନ୍ତୁ ଅର୍ଥାଭାବ ତାଙ୍କ ସ୍ବପ୍ନ ମଝିରେ ଟାଣିଥିଲା ଲକ୍ଷ୍ମଣରେଖା।…
ଆଜି ଜେଲରୁ ବାହାରି ପାରନ୍ତି ସାରଥି
କଟକ ଅଫିସ, ୨୫।୭: ସାରଥି ଓରଫ୍ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳି ପାରନ୍ତି। କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ବେଲ୍ ବଣ୍ଡ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥି ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ…

