Home

ଏଣିକି ‘ବନ୍ଦେ ମାତରମ’ ଗୀତ ବାଜିବାବେଳେ ଠିଆ ହେବାକୁ ପଡ଼ିବ: ଖୁବ୍‌ଶୀଘ୍ର ସରକାର ଆଣିବେ ନୂଆ ନିୟମ

ନୂଆଦିଲ୍ଲୀ,୨୪।୧: ମୋଦି ସରକାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ ଦେବା ପାଇଁ ଏକ ପ୍ରୋଟୋକଲ ଆଣିବାକୁ ଯୋଜନା କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଚଳିତ ମାସର ପ୍ରାରମ୍ଭରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ…

ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ

କଟକ,୨୪ା୧: ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟ ହାଜିରା ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଦାଲତ ଅବମାନନା ମାମଲାରେ ଉଷାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ଖାଲି ଏତିକି ନୁହେଁ ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ…

ବେଡ୍‌ରେ ଜଣେ ଯୁବତୀଙ୍କ ସହ ଧରାପଡ଼ିଲେ ପଲାଶ ମୁଛଲ: ଆସିଲା ଚାଞ୍ଚଲ୍ୟକର ଅଭିଯୋଗ

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ସଂଗୀତକାର ପଲାଶ ମୁଛଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ପରେ, ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅଭିନେତା ବିଦ୍ୟାନ ମାନେ ପଲାଶଙ୍କ ଉପରେ…

ଗରିବଙ୍କ ପାଇଁ ନିୟମ କଡ଼ା, ଧନୀଙ୍କୁ ଦୟା: ଗାଡ଼ି ମାଲିକଙ୍କୁ କୋହଳ ଅଭିଯୋଗ

ଦାରିଙ୍ଗବାଡି,୨୪।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଜବରଦଖଲ ଉଚ୍ଛେଦ କରାଯିବା ଘଟଣାରେ ଏବେ ମଧ୍ୟ କିଛି ଅମାନିଆ ପ୍ରଭାଶାଳୀ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି। ପ୍ରକାଶ ଯେ, ବୁଧବାର ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଧିରଜ ପାତ୍ରଙ୍କ ଆବାହନ କ୍ରମେ…

ବିରାଟ କୋହଲିଙ୍କୁ ବଡ଼ ଝଟ୍‌କା: ହାତରୁ ଖସିଗଲା…

ନୂଆଦିଲ୍ଲୀ,୨୪।୧: ସଦ୍ୟତମ ICC ଦିନିକିଆ ବ୍ୟାଟିଂ ରାଙ୍କିଂରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି। ନ୍ୟୁଜିଲାଣ୍ଡର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଡାରିଲ ମିଚେଲ ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ପଛରେ ପକାଇ ନମ୍ବର-୧ ସ୍ଥାନ ଅଧିକାର କରିଛନ୍ତି। ଭାରତ ବିପକ୍ଷରେ ସଦ୍ୟ ସମାପ୍ତ…

ଏହି ୨ ନେତାଙ୍କୁ ଦାୟିତ୍ୱ ଦେଇ ଖସିଗଲେ ନବୀନ: ଜାଣନ୍ତୁ ଭିତିରି କଥା…

ଭୁବନେଶ୍ୱର, ୨୪ା୧(ସୁନିତ୍‌ ମିଶ୍ର): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବାକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ଜୋର୍‌ ଧରିଛି। ଅରବିନ୍ଦଙ୍କୁ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଉଠାଇ ବିଜେଡିରୁ କଢ଼ାଯାଇଛି। ଅରବିନ୍ଦ କ’ଣ…

ହଠାତ୍‌ ନବୀନଙ୍କ ଘରେ ପହଞ୍ଚିଲେ ଅନଙ୍ଗ: ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୨୪ା୧(ସୁନିତ୍‌ ମିଶ୍ର):ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ଶୁକ୍ରବାର ନବୀନ ନିବାସ ଆସି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ହଠାତ୍‌ ଅନଙ୍ଗ ନବୀନ ନିବାସକୁ ଆସିବା ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କୁହାଯାଏ, ବିଦେଶରେ ଥିବା ଡୁନ୍‌ ସ୍କୁଲ୍‌ରେ…

୩୩ ପ୍ରଶ୍ନ ପାଇଁ ପ୍ରସ୍ତୁତ ରୁହ: ଏପ୍ରିଲ ୧୬ରୁ ଘର ଗଣନା

ଭୁବନେଶ୍ୱର,୨୪।୧ (ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଗଣନା ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଏହାପୂର୍ବରୁ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି…

ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇ ଐତିହାସିକ ବିଜୟ ହାସଲ କଲା ଭାରତ

ରାୟପୁର,୨୪ା୧: ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୭ ବଲ୍‌, ୪ ଛକା, ୯ ଚୌକା ୮୨* ରନ୍‌) ଓ ଇଶନ କିଶନ(୩୨ ବଲ୍‌, ୧୧ ଚୌକା, ୪ ଛକା, ୭୬ ରନ୍‌)ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ସ୍ଥାନୀୟ ଶହୀଦ ବୀର ନାରାୟଣ ସିଂ…

କେନାଲ କାମରେ ଅନିୟମିତତା: କାମକୁ ସପ୍ତାହେ ପୂରିନି, କେନାଲ କଂକ୍ରିଟ୍‌ରେ ଫାଟ

ଲୋଇସିଂହା,୨୪ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ୍‌ ସାଲେଭାଟ ଅଙ୍ଗ ମୁଖ୍ୟକେନାଲ ଓ ହରଭଙ୍ଗା ମାଇନର କେନାଲର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। ହେଲେ କେନାଲ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କେନାଲ କାନ୍ଥ ଓ ତଳ କଂକ୍ରିଟ୍‌କରଣର କାମ…

ଅବାଧରେ ଚାଲିଛି ନିଶା କାରବାର: ପୋଲିସ ବାବୁଙ୍କ ଫାର୍ମ ହାଉସ୍‌ରେ…

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଗାଁଠୁ ସହର ସବୁଠି ଅବାଧରେ ଚାଲିଛି ନିଶା କାରବାର। ଚିରାଚରିତ ଢଙ୍ଗରେ ପୋଲିସ ଓ ଅବକାରୀ ବିଭାଗ ଧରପଗଡ଼ କରୁଛନ୍ତି। ଚୋରାମଦ, କଫ ସିରପ୍‌, ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ଜବତ ହେଉଛି। କିନ୍ତୁ ନିଶାଦ୍ରବ୍ୟ କାରବାରର…

କ୍ରିକେଟ୍‌ ପଡ଼ିଆରେ ବଡ଼ ଅଘଟଣ: ଖେଳାଳିଙ୍କ ବେକରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ପରେ…ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୧: କ୍ରିକେଟ ପଡ଼ିଆରେ ପ୍ରାୟତଃ ଦୁର୍ଘଟଣା ଘଟେ। ଆଫଗାନିସ୍ତାନ ଓପନର ରହମାନୁଲ୍ଲାହ ଗୁରବାଜ ଏପରି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ସମୟରେ ଗୁରବାଜ ଆହତ ହୋଇଥିଲେ। ୧୫ତମ ଓଭରରେ ବଲ ଗୁରବାଜଙ୍କ ବେକରେ ବାଜିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?