Home

ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

ଭୁବନେଶ୍ୱର,୨୪।୨ (ବ୍ୟୁରୋ): ୨୦୨୩-୨୪ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଓକିଲ ସଂଘ…

4 years ago

ଜଗତ୍‌ସିଂହପୁର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତିରେ ଘୋର ବିଳମ୍ବ

ଜଗତ୍‌ସିଂହପୁର ଅଫିସ, ୨୪ା୨:ଦିନକୁ ଦିନ ଜଗତ୍‌ସିଂହପୁର ସହର ଅସଜଡା ଭାବେ ତା’ର କାୟା ବିସ୍ତାର କରିଚାଲିଛି। ଟ୍ରାଫିକ୍‌ ସମସ୍ୟାଠାରୁ ବର୍ଯ୍ୟବସ୍ତୁ ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସମସ୍ୟା…

4 years ago

୫ ଶ୍ରେଣୀକୁ ୨ ଶିକ୍ଷକ

ନିରାକାରପୁର,୨୪ା୨(ଡି.ଏନ୍‌.ଏ.): ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର କିପରି ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ସେନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିସହ ୫-ଟି…

4 years ago

ମଣ୍ଡି ନ ଖୋଲି ମିଲରେ ଧାନ ସଂଗ୍ରହ

ଯାଜପୁର ଅଫିସ,୨୪ା୨ :ଯାଜପୁର ଜିଲାରେ ୨୦୨୨-୨୩ ଖରିଫ ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ମଣ୍ଡିଗୁଡିକ ଉଦ୍‌ଘାଟନ କରି ପରବର୍ତ୍ତୀ ସମୟରେ ସେଠାରୁ ଧାନ ସଂଗ୍ରହ…

4 years ago

ମଶା ଉତ୍ପାତରେ ସହରବାସୀ ଅତିଷ୍ଠ

ଯାଜପୁର ରୋଡ,୨୪ା୨(ଡି.ଏନ.ଏ.):ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ ା ହେଲେ ଗତ କିଛି ମାସ ହେଲା ସବ୍ୟସାଚୀ ମହାକୁଡ…

4 years ago

କଟକ ଜିଲାରେ ପୋଲିସ ଅଧିନିୟମ ଧାରା ୩୦ ବଳବତ୍ତର

କଟକ ଅଫିସ,୨୪ା୨: କଟକ ଜିଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଆଦେଶନାମା ଅନୁଯାୟୀ ପୋଲିସ ଅଧିନିୟମ ଧାରା ୩୦ ଗତ ୧୭ ତାରିଖଠାରୁ ଆସନ୍ତା ମେ’ ୧୮ ତାରିଖ…

4 years ago

ନିର୍ମାଣର ମାସେ ନ ପୂରୁଣୁ ଉଠିଲା ପିଚୁ

ଚଣ୍ଡିଖୋଲ,୨୪ା୨(ଡି.ଏନ.ଏ.):ଯାଜପୁର ଜିଲା ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନରେ ରହିଛି ବାଉଜଙ୍ଗ-ଧାଉଡ଼ିଆପଦା ରାସ୍ତା। ଏହି ରାସ୍ତା ନିର୍ମାଣ ଗତ ମାସରେ ସମ୍ପୂର୍ଣ୍ଣ ହୋଇଥିଲାବେଳେ ଏହାକୁ ମାସେ ନ…

4 years ago

ବସ୍ତିରେ ରାତି କାଟିଲେ ମେୟର

କଟକ ଅଫିସ,୨୪ା୨: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ମୋ’ ୱାର୍ଡ ଅଭିଯାନ ଗୁରୁବାରଠାରୁ ଆରମ୍ଭ ହୋଇଛି। ସିଏମ୍‌ସି ମେୟର ସୁବାସ ସିଂ ୧ ନମ୍ବର ୱାର୍ଡରୁ…

4 years ago

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା

ପାଟକୁରା,୨୪ା୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ ଅଟାବୁହା ଗ୍ରାମର ଶିକ୍ଷୟିତ୍ରୀ ରଶ୍ମିତା ସେଠୀ (୪୨)ଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ପାଟକୁରା ଥାନାରେ…

4 years ago

ଗୁଣାତ୍ମକ ସାମଗ୍ରୀ, ଲୋକ ସମ୍ପର୍କକୁ ଗୁରୁତ୍ୱ

ବର୍ତ୍ତମାନ ସମୟରେ ସୁନ୍ଦର ଘରଟିଏ କରିବା ପାଇଁ ସମସ୍ତଙ୍କ ମନରେ ଅନେକ ଆଶା ଓ ସ୍ବପ୍ନ ରହିଥାଏ। ହେଲେ ବାସସ୍ଥଳୀକୁ ସୁନ୍ଦର ଓ ମନଲାଖି କରିବା ଲାଗି…

4 years ago