ନୂଆଦିଲ୍ଲୀ, ୬ା୩ : ଭାରତରେ ମୁଣ୍ଡପିଛା ଆୟ ୨୦୧୪-୧୫ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ଦୁଇଗୁଣ ବଢ଼ି ୧,୭୨,୦୦୦ରେ ପହଞ୍ଚତ୍ଛି। ତେବେ ଆୟରେ ଅସମାନତା ଏକ ଚ୍ୟାଲେଞ୍ଜ…
ଭଦ୍ରକ ଅଫିସ,୬ା୩:ଏବେ ଗଁାରେ ମିଳିବ ମେକ୍ଅପ୍ ସୁବିଧା। ବ୍ରାଇଡାଲ ମେକ୍ଅପ୍ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପାର୍ଲର ସେବା ଗଁାର ଯୁବତୀ ଓ ମହିଳାମାନେ ପାଇପାରିବେ। ସ୍ବୟଂସହାୟକ…
ନୂଆଦିଲ୍ଲୀ, ୬ା୩ : ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକାନ୍ ଏୟାରଲାଇନ୍ସର ଏକ ବିମାନରେ ଜଣେ ଭାରତୀୟ ଛାତ୍ର ନିଶାଗ୍ରସ୍ତ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି। ଘଟଣା…
ପିଲାଟିଦିନରୁ ପାଠପଢ଼ା ସହ ଅନେକ କ୍ଷେତ୍ରରେ ବେଶ୍ ଉଚ୍ଚକୋଟୀର ପ୍ରଦର୍ଶନ କରୁଥିବା ଜଣେ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷା ପରେ ହାତକୁ ଦୁଇହାତ ହୋଇଯାଆନ୍ତି। ବିଶେଷକରି ଛାତ୍ରୀଙ୍କ…
ଜୟପୁର, ୬ା୩: ୨୦୧୯ ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍ପିଏଫ୍ ଯବାନମାନଙ୍କ ପରିବାରକୁ ସେହି ସମୟରେ ବିଭିନ୍ନ ସହାୟତାର ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ରାଜସ୍ଥାନ ସରକାର…
ଭୁବନେଶ୍ୱର,୬ା୩ (ବ୍ୟୁରୋ):ଆଧୁନିକ ଜୀବନଶୈଳୀର ଦୈନନ୍ଦିନ କାର୍ଯ୍ୟରେ ପ୍ଲାଷ୍ଟିକ ପଦାର୍ଥର ବହୁଳ ବ୍ୟବହାର ହେଉଛି। ମାତ୍ର ଏସବୁ ପଦାର୍ଥର ନକାରାତ୍ମକ ଦିଗ ପ୍ରତି ସାଧାରଣ ଲୋକେ ବିଶେଷ ଅବଗତ…
ଚାମରାଜନଗର, ୬ା୩ : କର୍ନାଟକର ଚାମରାଜନଗର ଜିଲାରେ ଭିନ୍ନ ଜାତିରେ ବିବାହ କରିଥିବା ଦମ୍ପତିଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାନା ଲଗାଯିବା ସହ ସେମାନଙ୍କୁ ଗ୍ରାମରୁ…
ବେଜିଂ/ତାଇପେଇ,୬ା୩: ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍ ରବିବାର ତାଇଓ୍ବାନ୍କୁ ‘ଶାନ୍ତିପୂର୍ଣ୍ଣ ପୁନଃ ଏକତ୍ରୀକରଣ’ ପ୍ରସ୍ତାବ ଦେଇଛନ୍ତି। ଏଥିସହ ତାଇଓ୍ବାନ୍ର ସ୍ବାଧୀନତାକୁ ବିରୋଧ କରିବା ପାଇଁ ଦୃଢ଼ ପଦକ୍ଷେପ…
ଯାଜପୁର ଅଫିସ/ବିଞ୍ଝାରପୁର/ପ୍ରୀତିପୁର(ଡି.ଏନ.ଏ.),୬ା୩:ବାହା କରାଇ ନ ଦେବାରୁ ଗୋପାଳ ଓଝା ନାମକ ଜଣେ ଯୁବକ ତାଙ୍କ ମା’ ପ୍ରେମଲତାଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା…
ଭୁବନେଶ୍ୱର, ୬ା୩(ବ୍ୟୁରୋ):ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ରବିବାର ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ପାରଦ ୩୮ ଡିଗ୍ରୀ ଟପିଥିଲା। ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା…