Home

ୟୁଏସ୍‌ଏଫ୍‌ବିଏଲ୍‌ର ଶାଖା ସମ୍ପ୍ରସାରିତ

ଭୁବନେଶ୍ୱର,୩୦।୧: ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ (ୟୁଏସ୍‌ଏଫ୍‌ବିଏଲ୍‌)ର ଓଡ଼ିଶା ବଜାର ଏବଂ ଭୁବନେଶ୍ୱର ଅଞ୍ଚଳରେ ନୂତନ ବ୍ୟାଙ୍କିଙ୍ଗ ଆଉଟଲେଟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏ…

3 years ago

କେସିଙ୍ଗାରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଆଉଟଲେଟ

ନୂଆଦିଲ୍ଲୀ,୩୦।୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କଳାହାଣ୍ଡି ଜିଲାର…

3 years ago

‘ମାଇଁ ହେଲ୍‌ଥ କେୟାର ପ୍ଲାନର ଶୁଭାରମ୍ଭ’

ନୂଆଦିଲ୍ଲୀ,୩୦।୧: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ଜେନେରାଲ ଇନ୍‌ସ୍ୟୁରାନ୍ସର ମଡ୍ୟୁଲାର ହେଲଥ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟ ‘ମାଇଁ ହେଲଥ କେୟାର ପ୍ଲାନ’ର ଶୁଭାରମ୍ଭ ସମ୍ପର୍କରେ…

3 years ago

‘ଦେଶ ପ୍ରଗତିରେ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ସଙ୍କ ଭୂମିକା ଅତୁଳନୀୟ’

କଟକ,୩୦।୧: ଭାରତୀୟ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ସ ପ୍ରତିଷ୍ଠାନର ପୂର୍ବ ଭାରତ ଆଞ୍ଚଳିକ ପରିଷଦ ଏବଂ କଟକ-ଜଗତ୍‌ସିଂହପୁର-କେନ୍ଦ୍ରାପଡ଼ା ଚାପ୍ଟର ଆନୁକୂଲ୍ୟରେ ୪୨ତମ ରିଜିଓନାଲ କଷ୍ଟ୍‌ କନ୍‌ଫରେନ୍ସ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି…

3 years ago

କଞ୍ଜରଭେଟିଭ୍‌ ପାର୍ଟି ସଭାପତି ପଦରୁ ଜାହାଓ୍ବି ବହିଷ୍କୃତ

ଲଣ୍ଡନ,୩୦।୧: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର କଞ୍ଜରଭେଟିଭ୍‌ ପାର୍ଟି ସଭାପତି ପଦରୁ ଦାଧିମ ଜାହାଓ୍ବିଙ୍କୁ ବହିଷ୍କାର କରିଛନ୍ତି। ଜାହାଓ୍ବିଙ୍କ ବିରୋଧରେ ଟ୍ୟାକ୍ସ ଠକେଇ ଅଭିଯୋଗ ଆସିବା…

3 years ago

ଇରାନରେ ଭୂକମ୍ପ: ୩ ମୃତ, ୮୦୦ ଆହତ

ତେହରାନ,୩୦।୧ : ଉତ୍ତର-ପଶ୍ଚିମ ଇରାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ୮୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶନିବାର ରାତିରେ…

3 years ago

ବ୍ରଜରାଜନଗରରେ କ୍ରାଇମ୍‌ବ୍ରାଞ୍ଚ ଡିଜି

ଝାରସୁଗୁଡ଼ା ଅଫିସ୍‌, ୩୦ା୧:ବ୍ରଜରାଜନଗର ଗାନ୍ଧୀଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ପୋଲିସ୍‌ ଏଏସ୍‌ଆଇଙ୍କ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ତଦନ୍ତ…

3 years ago

ମଣ୍ଡପରେ କନ୍ୟାଙ୍କ ଡ୍ୟାନ୍ସ ଦେଖି ହସ ରୋକି ପାରିଲେନି ବର, ଭିଡିଓ ଦେଖିଲେ…

ଆମ ଦେଶରେ ବିବାହ, ଭୋଜି ଏବଂ ବ୍ୟାଣ୍ଡ ବାଜା ପରେ ବି ବିବାହ ଜମେ ନାହିଁ ଯେପର୍ଯ୍ୟନ୍ତ ବର ଆଉ ବରଯାତ୍ରୀ ଡ୍ୟାନ୍ସ କରି ନ ଥାନ୍ତି।…

3 years ago

ପାକିସ୍ତାନରେ ୨ ଦୁର୍ଘଟଣା: ୫୧ ମୃତ

ବେଲା/ପେଶାଓ୍ବର,୩୦।୧ : ପାକିସ୍ତାନରେ ରବିବାର ଦୁଇଟି ପୃଥକ୍‌ ଦୁର୍ଘଟଣାରେ ୫୧ ଜଣଙ୍କ ମୃତ୍ୟୁ ଘଟିଛି। ବେଲୁଚିସ୍ତାନ ପ୍ରଦେଶରେ ଏକ ବସ୍‌ ବ୍ରିଜ୍‌ ପିଲାରକୁ ଧକ୍କା ଦେଇ ଗଭୀର…

3 years ago

କେବଳ ଜାତି ନାଁ ଧରିବା ଅପରାଧ ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ,୩୦।୧ : ଅପମାନିତ କରିବା ଉଦ୍ଦେଶ୍ୟ ନ ଥାଇ କେବଳ ଜଣେ ବ୍ୟକ୍ତିଙ୍କ ଜାତି ନାଁ ଧରିବା ଅନୁସୂଚିତ ଜାତି, ଜନଜାତି(ଅତ୍ୟାଚାର ପ୍ରତିକାର) ଆଇନ, ୧୯୮୯ ଅନୁଯାୟୀ…

3 years ago