Home

ରାହୁଲ ଗାନ୍ଧୀଙ୍କ ନୂଆ ଷ୍ଟାଇଲ

ନୂଆଦିଲ୍ଲୀ,୧୬।୭: କ୍ଷେତରେ ଟ୍ରାକ୍ଟର ଚଲାଇବା, କୃଷକଙ୍କ ସହ କଥା ହେବା ଓ ସେମାନଙ୍କ ଘରେ ଖାଇବା ଭଳି ରାହୁଲ ଗାନ୍ଧୀଙ୍କର କିଛି ନୂଆ ଭିଡିଓ ଏବେ ସାମ୍ନାକୁ…

3 years ago

ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ଏହି ନିବେଦନ କଲେ ନେତାନ୍ୟାହୁ

ଜେରୁଜେଲମ,୧୬ା୭: ପ୍ରବଳ ଉତ୍ତାପ ଯୋଗୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଘରେ ବେହୋସ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

3 years ago

ଜୈବ ସୁରକ୍ଷା କେନ୍ଦ୍ର ବିକଶିତ କରିବ ତାଇଓ୍ବାନ

ତାଇପେ,୧୬।୭: ଜୈବ ଯୁଦ୍ଧ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ତାଇୱାନ ଜୈବ ନିରାପତ୍ତା ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଗଠନ ପାଇଁ ଯୋଜନା ଘୋଷଣା କରିଛି।…

3 years ago

ସମ୍ପ୍ରଦାୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି ଭାଜପା: ଏଆଇୟୁଡିଏଫ ବିଧାୟକ…

ଗୁଆହାଟୀ,୧୬।୭ : ମହଙ୍ଗା ପନିପରିବା ବିଷୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କ ବିବୃତ୍ତି ନେଇ ଏଆଇୟୁଡିଏଫ ବିଧାୟକ କହିଛନ୍ତି ସମ୍ପ୍ରଦାୟଙ୍କ ମଧ୍ୟରେ ଭାଜପା ମତଭେଦ ସୃଷ୍ଟି କରୁଛି। ଆସାମର…

3 years ago

ମୋଦିଙ୍କ ଫ୍ରାନ୍ସ ଗସ୍ତର ଭିଡିଓ ଶେୟାର କଲେ ରାଷ୍ଟ୍ରପତି ଇମାନ୍ବେଲ

ପ୍ୟାରିସ,୧୬।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ ଓ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ର ଯାତ୍ରା ଶନିବାର ଶେଷ ହୋଇଛି। ୧୩ ଜୁଲାଇରେ ମୋଦି ଆରମ୍ଭ କରିଥିବା ଏହି ମହତ୍ୱପୂର୍ଣ୍ଣ…

3 years ago

ମୁସଲମାନ ବ୍ୟକ୍ତିଗତ ଆଇନ ମହିଳାମାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରୁଛି, ୟୁସିସି ହ୍ରାସ କରିବ ଅସମାନତା: ଏନସିଡବ୍ଲୁ..

ନୂଆଦିଲ୍ଲୀ,୧୬।୭ : ମୁସଲିମ ବ୍ୟକ୍ତିଗତ ଆଇନର ବର୍ତ୍ତମାନର ଅଣ-ସଂହିତାବଦ୍ଧ ପ୍ରକୃତିର ଭୁଲ ବ୍ୟାଖ୍ୟା କରିଛି ବୋଲି ଜାତୀୟ ମହିଳା ଆୟୋଗ  କହିଛନ୍ତି। ଏହି କାରଣରୁ ମୁସଲମାନ ମହିଳାମାନେ…

3 years ago

ଏବେ ୟୁଏଇରେ ମଧ୍ୟ ଚାଲିବ ୟୁପିଆଇ

ଦୁବାଇ,୧୬।୭: ଦ୍ୱିପାକ୍ଷିକ କାରବାର ଲାଗି ନିଜ ନିଜ ସ୍ଥାନୀୟ ମୁଦ୍ରାର ବ୍ୟବହାର ଉପରେ ଢାଞ୍ଚା ପ୍ରସ୍ତୁତ କରିବାକୁ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଶନିବାର ଏମ୍‌ଓୟୁ…

3 years ago

ଏଇ ଭାରତରେ

ଟମାଟୋ ଏବେ ଅମୂଲମୂଲ। ଯେଉଁଠି କିଲେ କି ଦୁଇ କିଲେ କିଣିଲେ ବାଧୁ ନ ଥିଲା ଏବେ ୨୦୦ଗ୍ରାମ୍‌ କିଣିବାବେଳକୁ ଦୁଇ ଥର ଚିନ୍ତା କରିବାକୁ ପଡ଼ୁଛି।…

3 years ago

ଚନ୍ଦ୍ରୟାନ-୩ କ୍ୟାପ୍‌ଟେନ୍‌

ଜିତେନ୍ଦ୍ର କୁମାର ନାୟକ   ଜହ୍ନମାମୁ। ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବା ଜହ୍ନକୁ ସମସ୍ତେ ପିଲାଟି ବେଳୁ ଏଭଳି ଚିହ୍ନି ଆସିଛନ୍ତି। ମା’ମାନେ ସନ୍ଧ୍ୟାରେ…

3 years ago

୪୦ ବର୍ଷରେ ପାଦ ଥାପିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ର ଜସ୍ମିନ କ୍ୟାଟ୍ରିନା କୈଫ୍‌ ଆଜି ଅର୍ଥାତ୍‌ ୧୬ ଜୁଲାଇରେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀ ଭିକି କୌଶଲଙ୍କ ସହ ଏହି…

3 years ago