Home

ଚମୋଲିରେ ବଡ଼ ଦୁର୍ଘଟଣା: କରେଣ୍ଟ ଲାଗି ୧୦ ମୃତ

ଚମୋଲି,୧୯।୭: ଉତ୍ତରାଖଣ୍ଡର ଚମୋଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଚାମୋଲି ବଜାର ନିକଟରେ ନମାମି ଗଙ୍ଗେ ପ୍ରୋଜେକ୍ଟ ସାଇଟ୍‌ରେ ହଠାତ୍‌ ବିଦ୍ୟୁତ କରେଣ୍ଟ ଲାଗିବାରୁ ୧୦ ଜଣଙ୍କ…

3 years ago

ଏନସିପି ଏନଡିଏର ଏକ ଅବିଚ୍ଛେଦ୍ୟ ଅଙ୍ଗ: ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ,୧୯।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ବର୍ତ୍ତମାନ ବିରୋଧୀ ସାମ୍ମୁଖ୍ୟ ‘ଇଣ୍ଡିଆ’ ସହିତ ରହିବ ନା ଏହା ଏନଡିଏରେ ଯୋଗ ଦେବ? ବୁଧବାର ଏନସିପି ନେତା ପ୍ରଫୁଲ୍ଲ…

3 years ago

୨୦୨୩ର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସିଙ୍ଗାପୁରର, ୮୦ତମ ସ୍ଥାନରେ ଭାରତ

ଅଷ୍ଟ୍ରେଲିଆ,୧୯।୭: ସିଙ୍ଗାପୁରର ପାସପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ପରିଗଣିତ ହୋଇଛି। ଅର୍ଥାତ୍‌ ଏହି ଦେଶର ନାଗରିକମାନେ ବିନା ଭିଜାରେ ୧୯୨ଟି ଦେଶକୁ ଯାତ୍ରା କରିପାରିବେ।…

3 years ago

ଆଲିଆଙ୍କୁ ଆଲିଙ୍ଗନ କର, ମୋତେ କାନଫୁଲ ଦିଅ

ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ଅଭିନେତା ଆଲିଆ ଭଟ୍ଟ ଏବଂ ରଣବୀର ସିଂ ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।…

3 years ago

ଇଶାନ କିଶନଙ୍କୁ ଏମିତି ଉପହାର ମାଗିଲେ ରୋହିତ ଶର୍ମା

ପୋର୍ଟ ଅଫ୍‌ ସ୍ପେନ୍‌,୧୯ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ତ୍ରିନିଦାଦରେ ଖେଳାଯିବ। ଏହାପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ କଡ଼ା ଅଭ୍ୟାସ କରିଛନ୍ତି।…

3 years ago

ଇରାନରେ ପୁଣି କଠୋର ହେଲା ହିଜାବ ଆଇନ୍‌: ସର୍ବସାଧାରଣ ସ୍ଥାନରେ ମହିଳା ମୁଣ୍ଡ ଢାଙ୍କି ରଖିବା ବାଧ୍ୟତାମୂଳକ

ତେହେରାନ,୧୯।୭: ପୁଣି ୧୦ମାସ ପରେ ଇରାନ ସରକାର ମହିଳାଙ୍କ ଉପରେ ହିଜାବ ନିୟମକୁ କଠୋର କରିଛନ୍ତି। ନିୟମ ଅନୁଯାୟୀ ମହିଳାମାନେ ସର୍ବସାଧାରଣ ସ୍ଥାନରେ ମୁଣ୍ଡକୁ ଘୋଡାଇ ରଖିବେ।…

3 years ago

ଦ୍ୱିତୀୟ ଟେଷ୍ଟରେ କ’ଣ ହେବ ପରିବର୍ତ୍ତନ: ରୋହିତ ଶର୍ମା ଦେଲେ ଜବାବ

ପୋର୍ଟ ଅଫ୍‌ ସ୍ପେନ୍‌,୧୯ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଗୁରୁବାର ଠାରୁ ତ୍ରିନିଦାଦରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍‌ ଗୋଟିଏ ଇନିଂସ…

3 years ago

କେଜରିଓ୍ବାଲଙ୍କ ହାତରେ ତ୍ରିରଙ୍ଗା: ହମ୍‌ ହୈ ଟିମ୍‌ ଇଣ୍ଡିଆ ଓ୍ବାଲେ, ‘ଜିତେଗା ଭାରତ’ ଟ୍ୟାଗଲାଇନ ଚୟନ…

ନୂଆଦିଲ୍ଲୀ,୧୯।୭ : ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ ପରେ ଗ୍ରାଣ୍ଡ ଆଲାଇନ୍ସର ନାମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ମର୍ମରେ ବୁଧବାର ଆମ ଆଦମୀ ପାର୍ଟି ଦ୍ୱାରା ଏକ…

3 years ago

ଶ୍ରାବଣ ମାସରେ ଅଦ୍ଭୁତ ଦୃଶ୍ୟ: ପାଣି ଭିତରେ ଶିବଲିଙ୍ଗ ଦେହରେ ଗୁଡେଇ ହୋଇଛି ନାଗ, ଭିଡିଓ ଦେଖିଲେ… 

ଏବେ ଚାଲିଛି ପବିତ୍ର ଶ୍ରାବଣ ମାସ। ସବୁ ସ୍ଥାନରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରାଯାଉଛି। କାଉଡିଆମାନେ ପ୍ରତି ସୋମବାର ଜଳଲାଗି କରୁଛନ୍ତି। ଏମିତିରେ ସୋସିଆଲ ମିଡିଆରେ ଏଭଳି…

3 years ago

ସ୍ମାର୍ଟଫୋନ୍‌ରେ ଶପିଂ ସାଇଟ୍‌ ଅଧିକ ସର୍ଚ୍ଚ କରୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୧୯।୭ : ସ୍ମାର୍ଟଫୋନ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ପ୍ରତିଦିନ ଫୋନ ବ୍ୟବହାର ବହୁବିଧ କ୍ଷେତ୍ରରେ କରାଯାଇଥାଏ। ଯେପରିକି ସାଇଟ୍‌ ସର୍ଚ୍ଚ, ସୋସିଆଲ ମିଡିଆ…

3 years ago